ଗୋଲକ ବିହାରୀ ବେହେରା ପରିଶ୍ରମ ଯିଏ କରେ ନାହିଁ ସିଏପ୍ରକୃତରେ ଅପରାଧୀକର୍ମ ହିଁ ଜୀବନ କର୍ମ ଶାନ୍ତି ଦିଏଉଦେ ହୁଏ ସଦବୁଦ୍ଧି । କର୍ମର ଉପରେ ଆମ ଅଧିକାରଫଳ ପ୍ରଭୁଙ୍କ ହସ୍ତରେବିଶ୍ଵାସର ସହ କର୍ମ
ଶିବାଶିଷ ପାଢ଼ୀ ନୂଆ ଅଫିସର ଜଏନ କରିବା ଆଗରୁ ତାଙ୍କ ବିଷୟରେ ଖବର ସଂଗ୍ରହରେ ଲାଗି ପଡ଼ିଥିଲେ ଥୋକାଏ । ସେ ଭିତରୁ ପ୍ରମୁଖ ଥିଲେ ଆମ ଅନନ୍ତବାବୁ । ଭୀଷଣ ଭାବେ ଯୋଗାଡ଼ିଆ
ଶରତ କୁମାର ରାଉତ “ଆପଣଙ୍କୁ କେବେ ଦେଖିବା ଭଳି ମନେ ହେଉଛି !” ମୁଁ ସନ୍ଦେହରେ ପଚାରିଲି ବିକାଶ ବାବୁଙ୍କୁ । “ହଁ..ହଁ…ମନେ ପଡ଼ୁଛି, ମତେ ଜୀବନ ବୀମା ଅଫିସ୍ ରେ ଦେଖିଥିଲେ !”
ହିମାଂଶୁ ଆଚାରୀ ସକାଳର ସେଇ ସ୍ୱର୍ଣ୍ଣିମ ଆଭାରେ କିଏ ଆଙ୍କିଦେଲା ରାତିପାଦଟି କାହିଁକି ପରାକ୍ରମୀ ହେଲା ଫୁଲିଲା କାହିଁକି ଛାତି,ଗଡ଼ ଜିଣି ରାଜା ଫେରିବା ଆଗରୁ କିଏ ବିଞ୍ଚିଦେଲା କଣ୍ଟାଅଦୃଶ୍ୟ ହେଉ କି ଅଦୃଷ୍ଟ
ଡ. ସତ୍ୟ ଦାଶ ବରଷାରେ ଭିଜି ବାହାରିଲି ଖୋଜିମୋ ରାଜଧାନୀ ପ୍ରିୟାକୁପାଛୋଟି ନେଇକି ତା ଶାଢ଼ୀ କାନିରେପୋଛିଦେଲା ମୋର ହିଆକୁ, ଖାଇବାକୁ ଦେଲା କାଜୁ କିସମିସବସିଲା ଦୂରେଇ ଦୂରେଡାକିଲେ ଆସିଲା ଯାକିଯୁକି ହୋଇହାତକୁ ଚୁମିଲା
ଭୁବନେଶ୍ୱର : ଆଗ୍ରା ସ୍ଥିତ ଭାରତ ସରକାରଙ୍କ ‘କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ’ ୨୦୧୮ ବର୍ଷ ପାଇଁ ସମ୍ମାନଜନକ ‘ହିନ୍ଦୀ ସେବୀ ସମ୍ମାନ’ ପୁରସ୍କାର ଘୋଷଣା କରିଛି । ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ହିନ୍ଦୀ ଭାଷାର
ସତ୍ୟନାରାୟଣ ଗନ୍ତାୟତ ଦ୍ୱିତୀ ଚନ୍ଦ୍ର ସାହୁଙ୍କ ଶଂସିତ ଗଳ୍ପ ସଂକଳନଟିର ନାମ ଯଦିଓ ‘ଦ୍ୱିତୀୟ ବାଟ’, ଏହା କିନ୍ତୁ ଗାଳ୍ପିକଙ୍କ ତୃତୀୟ ଗଳ୍ପ ପୁସ୍ତକ । ପୂର୍ବରୁ ‘ଅଦେଖା ଭବିଷ୍ୟ’ ଓ ‘ହଜି ଯାଇଥିବା
