ରାଧାମୋହନ ଗଡ଼ନାୟକ ଗୌର ଗଉରବବିଧୂର ସଉରଭମଧୁର କୁହୁରବ ବକ୍ଷପୁଟେ ଧରିସପନ-ଶିରୀ ସମାକବିତା ମନୋରମା ପାଗଳ ଦିଏ କରି ।ଆଖିକେ ସୁଧାରସଆଖିକେ ସୀଧୁରସଅଧରେ ମଧୁହସ ବକ୍ଷେ ଯଉବନ,ବନିତା ଧରାତଳେପୁରୁଷ ପୁରୁଷରେ କରଇ ରସ-ଘନ ।ଲତାଟି ଘନ
Category: ପୁରୁଣା ସାହିତ୍ୟ
ମାୟାଧର ମାନସିଂହ ଦେଖା ହେଲା କିମ୍ପା ଦେଖା ହେଲା କିମ୍ପା ହେ ସହଚରି,ବାଜିଲା କିପାଇଁ ଅପବାଦ କହ ଜଗତ ଭରି । ତୁମେ କାହିଁ ଥିଲ, ମୁହିଁ ଥିଲି କାହିଁ ଥିଲା କି ଚିହ୍ନା?ଦୁହିଙ୍କ
ଅନ୍ନଦା ଶଙ୍କର ରାୟ ଆହା ଯଉବନ ଥରେ ଗଲେ ଆଉ ଆସେ ନା ! ବୃଥା ବିଧୂର ପରାଣପୁରେ ଝୁରେ ବାସନା ଫୁଲ ଫୁଟେ ଫୁଲ ଝଡେ, ଫୁଣି ଫୁଟେ ସେ, ପୂରନିମା ଶଶୀ
ଭାନୁଜୀ ରାଓ ଆମ ସମସ୍ତଙ୍କ ଶେଷ ଠିକଣାଅରୁଆ କଦଳୀ ବଣ ।ସଡ଼କ ସିଧା ଲମ୍ବିଛି,ଖୋଜି ପାଇବାରେ ଅସୁବିଧା ନାହିଁ,ଆପଣ ନିଶ୍ଚେ ଦିନେନା ଦିନେପହଞ୍ଚି ଯିବେ ଠିକ୍ ଜାଗାରେ । ନା-ନା, ଖ-ବ-ର-ଦା-ର,ବ୍ଲାଉଜ୍ର ଦ୍ୱିତୀୟ ବୋତାମରେଟିପ
ଭାନୁଜୀ ରାଓ ମୁଁ ଗୋଟିଏ ନଈକୁ ଚିହ୍ନିଥିଲି- ଭଲ ପାଇଥିଲି ।ଯିଏ ଏକ ବେଗବାନ ଘୋଡ଼ା ପରିଦୌଡୁଥିଲା ଭେଟିବାକୁ ସମୁଦ୍ର ।ସେ ଧାଉଁଥିଲା ଦୂର ବନସ୍ତର ବସନ୍ତକୁ ଛୁଇଁବାକୁ,ମଞ୍ଜରିତ ଡାଳ ସବୁ ଶିହରିତ ହେଉଥିଲେ
ମାୟାଧର ମାନସିଂହ ସକଳେ ଡାକନ୍ତି ‘ତମେ’ ‘ତମେ’ ବୋଲିସେ ‘ତମେ’ର ମୂଲ ନାହିଁ,ତମେ ଯେବେ ମତେ ‘ତମେ’ ବୋଲି କହଏତେ ମିଠା କାହିଁ ପାଇ? ଦୁଇଟି ଅକ୍ଷରେ କିଣିନେଲା ପରିକାନକୁ ମୋହର ଲାଗେ,ଓଠ ତବ
ଫକୀରମୋହନ ସେନାପତି ବିଦିଆ ପାତ୍ର ଭୁଷଣ୍ଡପୁର ଗାଁର ଚୌକିଆ । ଏଡ଼େ ବଡ଼ ଗାଁଟା, କଣ୍ଡରା ବୋଇଲେ ବିଦିଆ ଏକୁଟିଆ । ଅଛବ ଲୋକଟା, ସେ କ’ଣ ଭଲଲୋକଙ୍କ ଘର ଲଗାଲଗିରେ ଘର କରିବ?