ଆମ ବିଷୟରେ

ଲେଖା ଓ ଲେଖକଙ୍କୁ (ନୂଆ ଓ ପୁରୁଣା) ଭଲ ପାଉଥିବା କେଇ ଜଣଙ୍କ ମିଳିତ ପ୍ରୟାସ ହେଉଛି- ଓଡ଼ିଶା ସାହିତ୍ୟ । ନିଜ ଲେଖା ପ୍ରକାଶନ ପାଇଁ ଜାଗା ଖୋଜୁଥିବା ଲେଖକଙ୍କ ପାଇଁ ଏହା ଏକ ପ୍ଲାଟ୍‍ଫର୍ମ । ଏଥିରେ ସାହିତ୍ୟ ସଂପର୍କିତ ଲେଖା ସ୍ଥାନ ପାଇବ । ବହୁ ଦିନ ଧରି କିଛି କରିବାର ପ୍ରୟାସ କରି ବିଫଳ ହୋଇ ପୁଣି ମୁଣ୍ଡ ଟେକି ଛିଡ଼ା ହୋଇଥିବା ଗୋଷ୍ଠୀର ଉଦ୍ୟମ ହେଉଛି- ଓଡ଼ିଶା ସାହିତ୍ୟ ।