ଭୁବନେଶ୍ୱର : ଢେଙ୍କାନାଳ ଥିଙ୍କର୍ସ ଫୋରମର ପଞ୍ଚମ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗତକାଲି ସହର ସ୍ଥିତ ଯାଉଁଳି ପୋଖରି ମଠରେ ପ୍ରକାଶ ଚନ୍ଦ୍ର ରାଉତଙ୍କ ସଂଚାଳନା ଏବଂ ସୋମେନ୍ଦୁ ଶତପଥୀଙ୍କ ସଭାପତିତ୍ୱରେ ଆନନ୍ଦ ଉଲ୍ଲାସର

Read More

ସତ୍ୟନାରାୟଣ ଗନ୍ତାୟତ ବର୍ଷର ବାର ମାସ ମଧ୍ୟରେ ଆଶ୍ୱିନ ମାସ ଏଭଳି ଏକ ଅନନ୍ୟ ମାସ, ଯାହାର କୃଷ୍ଣପକ୍ଷ ଆମ ଜୀବନଧାରା ସହ ଅନ୍ତରଙ୍ଗ ଭାବେ ଜଡ଼ିତ । ଉପରେ ତୋଫା ତୋରା ଆକାଶ

Read More

ରାମକୃଷ୍ଣ ହାତ ଛାଡ଼ ନାହିଁଥରେ ଅଲଗା ହୋଇଗଲେଆଉ ପରସ୍ପରକୁ ଭେଟିବାର ସଂଭାବନା କ୍ଷୀଣସମୟ ରଚିଥିବା ଚକ୍ରବ୍ୟୁହରେ… ଉଡ଼ିବା ପାଇଁ ଆମର ଅନ୍ୟ କୌଣସି ସର୍ତ୍ତ ନଥିଲାକେବଳ ଚଂଚୁରେ ଚଂଚୁ ଘଷିବା ବ୍ୟତୀତ,କେତେବେଳେ କାହାର ମାୟାରେଆକାଶରୁ

Read More

ସତ୍ୟନାରାୟଣ ଗନ୍ତାୟତ ଗାନ୍ଧୀ ବିରାଜିଛନ୍ତିକର୍ପୋରେଟ ହାଉସ୍-କୃତପାର୍କ ଭିତରେନାନା ଜାତି ଫୁଲଙ୍କ ମେଳରେପ୍ରତିମୂର୍ତ୍ତିଟେ ହୋଇସବୁ ଥିଲାବାଲାଙ୍କୁତଥାପି ଘାରିଥିବାନାହିଁ ନଥିବା ଜଞ୍ଜାଳରୁମୁକ୍ତି ଦେଇ, ସରସ କରିବା ପାଇଁ ! ପ୍ରବଳ ଭିଡ଼ ପାର୍କ ବାହାରେଖଣ୍ଟ ଦଲାଲ ଓ

Read More

ଭୁବନେଶ୍ୱର : ବିଶିଷ୍ଟ ଲେଖିକା ଓ ଲୋକପ୍ରିୟ ଅଭିନେତ୍ରୀ ଭାସ୍ଵତୀ ବସୁଙ୍କୁ ମିଳିବ ପ୍ରଥମ ସୁଖେନ୍ଦୁ ମୋହନ ସାହିତ୍ୟ ସମ୍ମାନ । ଦିବଙ୍ଗତ ସାହିତ୍ୟିକ ତଥା ବିଶିଷ୍ଟ ଅନୁବାଦକ ସୁଖେନ୍ଦୁ ମୋହନ ଦାସଙ୍କ ପ୍ରଥମ

Read More

ଲଲାଟେନ୍ଦୁ କବି ହୁଡ଼ି କି ବାହୁଡ଼ି ଆସିଲ ନାହିଁଗଲ ଯେ ଚାଲି?ବିକଳେ ବିଳପେ ଅବଳା ବାଳାଲୋତକ ଢାଳି ॥ ୧ ॥ ଅମାବାସ୍ୟା ବାସି ଆସିବ, ଅବାଶିବ-ଜାଗରେ ?ଠକି ଗଲ ଗେଲି ଝିଅକୁ କହିଆସିବ

Read More

ଏଲି ମହାନ୍ତି ବାହାରେ ଗୋଟିଏ ଉଜ୍ୱଳ ଖରାବେଳ । ଏମିତି ନିର୍ଭେଜାଲ ଖରାବେଳ ମୋର ଭାରି ପସନ୍ଦ । ଅଯଥା ମେଘଙ୍କର ହସ୍ତକ୍ଷେପ ନଥିବ ଖରା ଉପରେ, କି ଉଦାସ ଖରାବେଳଟେ ଘୋଷାଡ଼ି ହେଇ

Read More

ସତ୍ୟନାରାୟଣ ଗନ୍ତାୟତ ଏମିତିରେ ଆମ ମାମୁଲି ବିଚାରରେ ‘ମଣିଷ’ ଶଦ୍ଦଟି ଆଗରେ ଆଦ୍ୟାକ୍ଷର ‘ଅ’ ଯୋଡ଼ିଦେଲେ ଯେଉଁ ଶବ୍ଦ ଉଦ୍ଭବ ହୋଇଥାଏ ତାହା ହେଲା ‘ଅମଣିଷ’ ! ଏହି ପ୍ରାୟେ ‘ସୁନ୍ଦର’ ବି ହୋଇ

Read More

ଭୁବନେଶ୍ଵର : କାହାଣୀରେ ପ୍ରେମ ଉତ୍ତରିତ ସ୍ତରକୁ ଚାଲିଗଲେ, ପାଠକକୁ ପ୍ରେମଗପ ପଢ଼ିବାକୁ ଭଲ ଲାଗେ । କଥାକାର ତଥା ବରିଷ୍ଠ ସାମ୍ବାଦିକ ଅମରେଶ ବିଶ୍ଵାଳଙ୍କ ପ୍ରେମଗପ ଗୁଡ଼ିକରେ, ପ୍ରେମ ଏକ ନିଆରା ପରିବେଶକୁ

Read More

ପ୍ରଦୀପ କୁମାର ପଣ୍ଡା ମରିବା ଆଗରୁ ଗଛମାନ ନଂଗଳା ହୋଇଯାନ୍ତିସଅଳ ସଅଳ ନୁହେଁ, ପ୍ରଥମେ ଫଳ ଧରିବା ଛାଡ଼ିଦିଅନ୍ତିଫୁଲ କି ବଉଳ ଆସେ କେବେକେମିତି ଅଦିନିଆ ଶୁଖି ଝଡ଼ିଯାଏ ।ଶ୍ଵାସ ଟିକିଏ ପାଇଁ ପତ୍ରମାନ

Read More