ଭୁବନେଶ୍ଵର : ଗତ ରବିବାର ଦିନ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ର ତୃତୀୟ ବାର୍ଷିକ ଉତ୍ସବ ଓ ମୁଖପତ୍ର ‘ଚରୈବେତି’ ଉନ୍ମୋଚିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ

Read More

ଭୁବନେଶ୍ଵର : କବି ନନ୍ଦକିଶୋର ସାମଲ ସ୍ମୃତି ସଂସଦ, ବାଲିଚନ୍ଦ୍ରପୁର ପକ୍ଷରୁ ଗତ ସେପ୍ଟେମ୍ବର ୯ ତାରିଖ ସୋମବାର ଦିନ କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ କବି ନନ୍ଦକିଶୋର ସାମଲଙ୍କ ୨୧ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ

Read More

ଭୁବନେଶ୍ଵର : ସାହିତ୍ୟିକମାନେ ସ୍ୱାଭିମାନୀ ହୁଅନ୍ତୁ । ସାହିତ୍ୟିକ ଶାସନର ତ୍ରୁଟିବିଚ୍ୟୁତି ଲୋକଲୋଚନକୁ ଆଣିଲେ ରାଷ୍ଟ୍ରର ସମ୍ଭବ ହୋଇପାରିବ ବୋଲି ଖୋଲାଝର୍କାର ମାସିକ ସାହିତ୍ୟ ଆସରରେ ପ୍ରଫେସର ବୈଷ୍ଣବ ଚରଣ ସାମଲ ମତବ୍ୟକ୍ତ କରିଛନ୍ତି

Read More

ବିଶ୍ଵେଶ୍ଵର ମାଝୀ ଅନାଦି ଅନନ୍ତ ଅଚ୍ୟୁତ ଅବ୍ୟକ୍ତଅକ୍ଷର ଅପରାଶକ୍ତିଅବେଦ୍ୟ ଅଟଳ ଅଭେଦ୍ୟ ଅଚଳଅମର ଅମରାବତୀ ।୧। ଅଜ ଅଣାକାର ଅକୃତ ଅଶୃତଅନବଦ୍ୟ ଅନ୍ନବ୍ରହ୍ମଅକର୍ମା ଅସର ଅନଳ ଅନୀଳଅପ୍ରାକୃତ ଅନୁପମ ।୨। ଅଗମ୍ୟ ଅଦମ୍ୟ ଅସ୍ଥିର

Read More

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଛକସ୍ଥିତ ସାରସ୍ଵତ ପୀଠ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି । ହାଇକୋର୍ଟର ବିଚାରପତି

Read More

ଭୁବନେଶ୍ୱର : ରାଧାଶ୍ୟାମ ରାଉଳଙ୍କ ରଚିତ ବ୍ୟଙ୍ଗଗଳ୍ପ ସଂକଳନ ‘ଆପଣା କଲା କର୍ମମାନ’ ପୁସ୍ତକ କଟକ ଶ୍ରୀରାମଚନ୍ଦ୍ର ଭବନଠାରେ ରବିବାର ଦିନ ଉନ୍ମୋଚିତ ହୋଇଯାଇଛି । ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ

Read More

ଗୌରପ୍ରିୟା ଦାଶ କାହିଁ କେଉଁ କାଳୁଆଣ୍ଠୁ ମାଡ଼ି ବାଲିକୁ ଜାବୁଡ଼ିବେଳାଭୂମି ପରେ ଆଁ କରି ପଡ଼ିଛି ସେକାଠଗଣ୍ଡି ନୁହଁ ଖାଲି…ମୂକସାକ୍ଷୀ ସିଏ ବିତା ସମୟରଦଣ୍ଡ, ଦିନ, ମାସ ଓ ବର୍ଷର । ହିସାବ ରଖିଛିଗୋଟିଗୋଟି

Read More

ଛବିରାମ ସେଠୀ ହେ କଳା ଗୋସାଇଁ ରହିଛୁ ଅନାଇବଡ଼ ଦାଣ୍ଡେ ନିତି ଧାଇଁବାନା ତୋର ଉଡ଼େ ବଡ଼ ଦେଉଳରେନୀଳ ଆକାଶକୁ ଛୁଇଁ । କଳ୍ପବଟ ତୋର ମନ ମୁଗ୍ଧ କରେସବୁଜ ପତ୍ରର ଛାଇମୁକ୍ତି ମଣ୍ଡପରେ

Read More

ଲୋପାମୁଦ୍ରା ପରିଡ଼ା ଶିଖ ପୁଅ …ସତ୍ୟକୁ ଆୟୁଧ କରିବା ଶିଖମୁଠେଇ ଧର ତୋ ମାଆର ପଣତମୁଠା ଶକ୍ତ କରଯେମିତି କେହି ଚାହିଁବାର ସାହାସ କରିବେନିଆଜନ୍ମ । ପ୍ରକୃତି ସାରା ତୋର ମାଆଜଗ ପୁଅନିଜକୁ ଜଗସବୁ

Read More