ଭୁବନେଶ୍ଵର : ବୋଲଗଡ଼ ‘ସମ୍ବାଦ ସାହିତ୍ୟଘର’ର ଏକାଦଶ ବାର୍ଷିକ ଉତ୍ସବ ରବିବାର ଦିନ ସ୍ଥାନୀୟ ନନ୍ଦିଘୋଷ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୋଲଗଡ଼ ‘ସମ୍ବାଦ ସାହିତ୍ୟଘର’ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ

Read More

ଶିବାଶିଷ ପାଢ଼ୀ ସାମାନ୍ୟ ଅସୁସ୍ଥ ଥିଲା ଦେହ । ବାପା ନିଜେ ଯାଇଥିଲେ ସରକାରୀ ଡାକ୍ତରଖାନା । ଆଶାନୁରୂପ ଭାବେ କିଛି ସାଧାରଣ ଔଷଧ ଦେଇ ସିଧା ବଡ଼ ଡାକ୍ତରଖାନାକୁ ରେଫର୍ କରିଦେଇଥିଲେ ଡାକ୍ତର

Read More

ଭୁବନେଶ୍ଵର : ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦର ଦ୍ୱିତୀୟ ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ ଜିଲ୍ଲା ଲେଖକ ସଂସଦ ସଭାକକ୍ଷରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ପର୍ଯ୍ୟାୟରେ

Read More

ସତ୍ୟନାରାୟଣ ଗନ୍ତାୟତ ସବୁ ପତ୍ରରେ କିଛି ନା କିଛି ଔଷଧୀୟ ଗୁଣ ରହିଥାଏ ବୋଲି ପିଲାଦିନେ ପଢିଥିବା ପାଠ ବହିରେ ଠାଏ ଲେଖା ହୋଇଥିଲା । ପରେ ଆମ ଖାଇବାରେ ଧନିଆ, ପୋଦିନା, ଭ୍ରୁସଙ୍ଗ

Read More

ମଞ୍ଜୁଳା ପ୍ରଧାନ ଆସ ମାଆ ଅମ୍ବିକେ ଜଗଦମ୍ବା ତୁମେଛାଡ଼ି ସରଗପୁର,ଦେଖିଯାଅ ଥରେ ଏ ମର୍ତ୍ତ୍ୟ ଭୂମିରେକେତେ ଯେ ମହିଷାସୁର,ତୁମେ ସିନା ବଧ କରିଥିଲ ସତ୍ୟେମହିଷାସୁର ଗୋଟିଏ,ଆଜି କିନ୍ତୁ ଏଠି ଦଳଦଳ ହୁଅନ୍ତିମହିଷାସୁର କୋଟିଏ ।

Read More

ଭୁବନେଶ୍ଵର : ଶିଶୁ ସାହିତ୍ୟକୁ ବଞ୍ଚାଇବାକୁ ଶିଶୁ ଓ କିଶୋର ପାଠକଙ୍କ ମନରେ ପୁସ୍ତକ ପଢିବାର ଆଗ୍ରହ ସୃଷ୍ଟି ହେବା ଦରକାର । ପତ୍ରିକାଗୁଡ଼ିକରେ ଉପଯୁକ୍ତ ବିଷୟବସ୍ତୁ ସ୍ଥାନିତ ହେଲେ ପିଲାଙ୍କ ମନରେ ପଢିବାର

Read More

ଭୁବନେଶ୍ୱର : ହଙ୍ଗେରୀର ପ୍ରଖ୍ୟାତ ଔପନାସିକ ଲାସଲୋ କ୍ରାସ୍ନାହୋରକାଇ ସାହିତ୍ୟରେ ୨୦୨୫ ମସିହାର ନୋବେଲ ପୁରସ୍କାର ଜିତିଛନ୍ତି । ମୂଲ୍ୟବୋଧ ଯୁକ୍ତ କାଳଜୟୀ ସାହିତ୍ୟ କୃତି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିବା ନେଇ

Read More

ରାମକୃଷ୍ଣ ହୁଗୁଳା ହାତ ମୁଠାରୁଲଗାମ ଖସି ଯାଉଥିବାବେଳେଫେରି ଆସିଲେ ପୁନର୍ବାର ସମସ୍ତେ,ପାଦ ଶବ୍ଦରେ ଭରିଗଲା ଘର ଓ ଅଗଣା । ବାଘର ବନ୍ଦ ପାଟି ଚିରିଠେକୁଆମାନେ ଜନ୍ମ ନେଲେକଳାହାଣ୍ଡିଆ ମେଘ ମୁଣ୍ଡ ଟେକିଲା ଆଗ୍ନେୟଗିରିର

Read More

ସତ୍ୟନାରାୟଣ ଗନ୍ତାୟତ ‘କମ୍ କିଣ’ କଥାଟି ଶୁଣିବା ମାତ୍ରେ ଆମ ମନ ଆଇନାରେ ନାଚି ଯାଉଛି ରେଳ ଯାତ୍ରାବେଳେ ରେଳ ଷ୍ଟେସନରେ ପ୍ରାୟତଃ ପରିଦୃଷ୍ଟ “କମ୍ ଜିନିଷ : ଯାତ୍ରା ସହଜ” ଶୀର୍ଷକ ଫଳକଟି

Read More