ଅପର୍ଣ୍ଣା ସିଂହ ତା ଗାଁରେ ସୂରୁଜ ବୁଡିଲେନିଇତି ସଞ୍ଜ ଆସେ ନଇଁ ନଇଁ,ଏପଟେ ତା ଅପେକ୍ଷାରେ ମୋ ଗାଁରକେତେ ଯେ ସଞ୍ଜ ଗଲା ପାହି,ତାର ହିସାବ ମୋ ପାଖେ ନାହିଁ। ତା ଗାଁ ମନ୍ଦିର

Read More

ଭୁବନେଶ୍ଵର : ଭୁବନେଶ୍ଵରସ୍ଥ ଢେଙ୍କାନାଳ କଲଚରାଲ୍ ଆସୋସିଏସନ ପକ୍ଷରୁ ଆମେରିକାରେ ରହୁଥିବା ପ୍ରକାଶକ ଓ ଲେଖକ ସତ୍ୟ ପଟ୍ଟନାୟକଙ୍କ ସମ୍ବର୍ଦ୍ଧନା ଉତ୍ସବ ତଥା ‘ଅବକ୍ଷୟମୁଖୀ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି’ ଆଲୋଚନାଚକ୍ର ସ୍ଥାନୀୟ

Read More

ଦେବବ୍ରତ ଜେନା ମେଘମନ୍ଦ୍ରା ଜମା ବୁଝେନା କବିତା । ବୁଝେନା କାହିଁକି ରୂପା ଢଳେଇ ଚନ୍ଦ୍ରିକାରେମୁଁ ଫଟା ଲାଉତୁମ୍ବାଟିଏ ଧରି ବାହାରିଯାଏଶବ୍ଦ ଭିକ୍ଷା ପାଇଁ । ବୁଝେନା ସେକାହିଁକି ମୁଁ ଦିନେଦିନେ ଗୋଟେନିଆଁଚଟା ଖରାବେଳକୁ

Read More

ସତ୍ୟନାରାୟଣ ଗନ୍ତାୟତ : କିରେ, ଆଜି ଫାଦର୍ସ ଡେ’ ବୋଲି ଜାଣି ବି ଏଯାଏଁ ବାପାଙ୍କୁ ଗ୍ରୀଟ୍ କରିନୁ ?ପୁଅ ସୋନୁକୁ ପଚାରିଲେ ସୁମିତ୍ରା l: ବାପା ବି ତ’ ଆଜି “ଶ୍ରଦ୍ଧା କେଆର୍

Read More

ମୂଳ ଲେଖା – ପ୍ରଫେସର୍ ଡ. ସନ୍ତୋଷ କୁମାର ରଥ (କୋସଳି)ଓଡ଼ିଆ ଅନୁବାଦ – ଶ୍ରୀପାଳ ପଣ୍ଡା ସବୁଠି ନଥାନ୍ତି ମଣିଷସଦାକାଳେ ।କୋଉଠି କୋଉଠି ଥାଆନ୍ତିହିଂସ୍ର ବାଘକୋଉଠି କୋଉଠିକାନ୍ଦୁରା ମଗର । ମଣିଷର କେତେ ରୂପ

Read More

ବିନୟ ମହାପାତ୍ର ରଜରେ ପ୍ରିୟାକୁ ସଜ ଦେଖିବାକୁଉଡ଼ିଯାଏ ମନ, ଆଜି ପ୍ରିୟତମା ଗାଆଁ,ମନରେ ସଂଯୋଗୀ ଗୋଟିଏ କାମନାପାଇବାକୁ ଥରେ ପ୍ରିୟାର କୁଆଁରୀ ଛୁଆଁ ।ସଜ ଫୁଲେ ଗଭା ସଜାଇ ଥିବ ସେକଳା କୁନ୍ତଳରେ ବାନ୍ଧି

Read More

ଭୁବନେଶ୍ୱର : ଗାନ୍ଧୀ ଚେତନାର ଜଣେ ସାର୍ଥକ ସାରସ୍ଵତ ସାଧକ ଥିଲେ ଶରତ ମହାନ୍ତି । ତାଙ୍କ ପୁସ୍ତକକୁ ସବୁ ସ୍ଥାନରେ ଅଧ୍ୟୟନ କରାଗଲେ ସାମାଜିକ ବିକାଶ ସହ ମାନବିକ ମୂଲ୍ୟବୋଧର ବିକାଶ ହୋଇପାରିବ

Read More

ଭୁବନେଶ୍ୱର : ସ୍ଥାନୀୟ ଶ୍ରୀରାମ ନାଗରସ୍ଥିତ ଖୋର୍ଦ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ‘ମୋର ପ୍ରିୟ ପୁସ୍ତକ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଭାପତି ତଥା ଐତିହ୍ୟ ଗବେଷକ ଗୋପାଳକୃଷ୍ଣ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ

Read More