ରାମକୃଷ୍ଣ ହାତ ଛାଡ଼ ନାହିଁଥରେ ଅଲଗା ହୋଇଗଲେଆଉ ପରସ୍ପରକୁ ଭେଟିବାର ସଂଭାବନା କ୍ଷୀଣସମୟ ରଚିଥିବା ଚକ୍ରବ୍ୟୁହରେ… ଉଡ଼ିବା ପାଇଁ ଆମର ଅନ୍ୟ କୌଣସି ସର୍ତ୍ତ ନଥିଲାକେବଳ ଚଂଚୁରେ ଚଂଚୁ ଘଷିବା ବ୍ୟତୀତ,କେତେବେଳେ କାହାର ମାୟାରେଆକାଶରୁ
Category: କବିତା
ସତ୍ୟନାରାୟଣ ଗନ୍ତାୟତ ଗାନ୍ଧୀ ବିରାଜିଛନ୍ତିକର୍ପୋରେଟ ହାଉସ୍-କୃତପାର୍କ ଭିତରେନାନା ଜାତି ଫୁଲଙ୍କ ମେଳରେପ୍ରତିମୂର୍ତ୍ତିଟେ ହୋଇସବୁ ଥିଲାବାଲାଙ୍କୁତଥାପି ଘାରିଥିବାନାହିଁ ନଥିବା ଜଞ୍ଜାଳରୁମୁକ୍ତି ଦେଇ, ସରସ କରିବା ପାଇଁ ! ପ୍ରବଳ ଭିଡ଼ ପାର୍କ ବାହାରେଖଣ୍ଟ ଦଲାଲ ଓ
ଲଲାଟେନ୍ଦୁ କବି ହୁଡ଼ି କି ବାହୁଡ଼ି ଆସିଲ ନାହିଁଗଲ ଯେ ଚାଲି?ବିକଳେ ବିଳପେ ଅବଳା ବାଳାଲୋତକ ଢାଳି ॥ ୧ ॥ ଅମାବାସ୍ୟା ବାସି ଆସିବ, ଅବାଶିବ-ଜାଗରେ ?ଠକି ଗଲ ଗେଲି ଝିଅକୁ କହିଆସିବ
ପ୍ରଦୀପ କୁମାର ପଣ୍ଡା ମରିବା ଆଗରୁ ଗଛମାନ ନଂଗଳା ହୋଇଯାନ୍ତିସଅଳ ସଅଳ ନୁହେଁ, ପ୍ରଥମେ ଫଳ ଧରିବା ଛାଡ଼ିଦିଅନ୍ତିଫୁଲ କି ବଉଳ ଆସେ କେବେକେମିତି ଅଦିନିଆ ଶୁଖି ଝଡ଼ିଯାଏ ।ଶ୍ଵାସ ଟିକିଏ ପାଇଁ ପତ୍ରମାନ
ଅରୁଣ କୁମାର ମିତ୍ର ସବୁଜିମା ଚାରି ଦିଗ ମେଘମାଳା ଗଗନେପରିଚ୍ଛନ୍ନ ଧୂଳିହୀନ ମୃଦୂ ମନ୍ଦ ପବନେ । ପ୍ରଥମ ପୂଜ୍ୟ ଆମ ଦେବତା ଗଣପତିଶାରଦୀୟା ଶୁଭାରମ୍ଭ ଉଲ୍ଲସିତ ଧରିତ୍ରୀ । ସିଦ୍ଧିଦାତା ଗଜାନନ ବୁଦ୍ଧିଦାତା
ବିନୟ ମହାପାତ୍ର ପଥ ଆଜଣା ଥିଲାରାସ୍ତା କେତେ ସରିଲା,ଆଉ କେତେ ବାକି ରହିଗଲାକେବେ କେହି କହି ତ ନଥିଲା ! ଜୀବନର ଯାତ୍ରାରେତୁମେ ମୋର ସାଙ୍ଗରେ ଥିଲ,ତୁମ ସାଥେ ପଥ ଚାଲିବାରେଜୀବନରେ ଅବସାଦ, କ୍ଳାନ୍ତି
ଡମ୍ବରୁଧର ବେହେରା ପାହାଡ଼ର ଆଖିରେ ଆଜିକଳା ମେଘର କଜଳ,ଆକାଶର ଛାତି ଚିରିଝରୁଛି ଅବିରତ ଜଳ । ନଦୀ ଆଜି ନଦୀ ନୁହେଁ—ଏକ ଉନ୍ମତ୍ତ ନାଗିନୀ,କୂଳର ସବୁଜ ଶାଢ଼ି ଚିରିଦୌଡ଼ୁଛି ଫଣା ଟେକି । ପାହାଡ଼ର
ଡମ୍ବରୁଧର ବେହେରା ସବୁଜ ପତର ଆଢୁଆଳେଯେବେ ହସେ ଏକ ଜହ୍ନ,ନୀଳ ଆକାଶ ଚମକି ଯାଏ,ପବନ ହୁଏ ମୌନ । ଅଧରର ସେ ହସଟି ଯେମିତିଶ୍ରାବଣ ରାତିର ଚନ୍ଦ୍ରାଲୋକ,ଚକ୍ଷୁ ଦୁଇଟି ନୀଳ ସାଗର ଯେଉଁଠି ହଜିଯାଏ
ବିନୟ ମହାପାତ୍ର ଏଇ ବର୍ଷାରେଛତା କାହାର ଲୋଡ଼ା,ଯଦି ତୁମେ ସାଥେ ଥାଅଭିଜିବାକୁ ଧାରା ଶ୍ରାବଣରେ ।ଭାରି ଭଲଲାଗେ ତୁମ ସଙ୍ଗ,ଆକାଶରେ ବାଦଲ ସୁଆଙ୍ଗ,ତୁମ ଗୋରାଗୋରା ଦେହରେବର୍ଷାଭିଜା ତୁମ ଝିନ୍ନ ଶାଢୀର,ମୟୁର ଚନ୍ଦ୍ରିକାର ରଙ୍ଗ ।
ଅରୁଣ କୁମାର ମିତ୍ର ସେଇ ଦିନଟିରେ ପଦାର୍ପଣ କଲାପୁରିଲାଣି ଆଜି ଅଶି ବରଷମଦରେ ମତ୍ତ ଭାରତବର୍ଷରନ୍ଧ୍ରେରନ୍ଧ୍ରେ ନବ ହରଷ । ଘନ ମେଘମାଳା ଶ୍ରାବଣ ଗଗନେଝରିପଡ଼େ ଆମ ଦେହ ଉପରେଜାଗେ ଶିହରଣ ଅଙ୍ଗେଅଙ୍ଗେଭାରତମାତାଙ୍କ ସ୍ନେହ
