ମୁକୁଲ ମିଶ୍ର ନଳ ତଳେ ଗରା ପୁରି ଆସିବାରସେ ଶବ୍ଦ ଭ୍ରମଆଉଛାତି ଗହୀରରୁ ପୋତା ପ୍ରେମମୁକୁଳି ଆସୁଥିବାର ଦିବାସ୍ଵପ୍ନ ସବୁ କିଛି ରାତି ପରି ପାହିଯାଏ ମୋ ସହ । ଗୋଟେ ସରୁ ନଥିବା

Read More

ପ୍ରଦୀପ କୁମାର ପଣ୍ଡା ବାହୁଡ଼ିଯିବାକୁ ବାହାରିନାହିଁ ମୁଁ ଘରୁ । ମୋ ଛଡ଼ା କିଏ ଥିଲା ମୋର ଅପେକ୍ଷାରେଘରେ ବା ଘାଟରେ, ହେଜ ନାହିଁ ମୋର,ମୋଠୁ ଫେରିପାଇବାର କାହାର କିଛିବାକିଥିଲା କି ମୋ ଛଡ଼ା,

Read More

ଅରୁଣ କୁମାର ମିତ୍ର ସୁନେଲି ସୂର୍ଯ୍ୟ କିରଣୋଜ୍ଜଳ ପ୍ରାତେପରିଚ୍ଛନ୍ନ ନୀଳ ଗଗନର କୋଳେରଙ୍ଗର ପସରା ଧରି ତାଙ୍କ କଶି ହାତେଛୋଟ ଆମ ଶିଶୁ ଆନନ୍ଦେ ହୋଲି ଖେଳେ । ଯୁବକ ଯୁବତୀ ରାଶିରାଶି ରଙ୍ଗା

Read More

ପଞ୍ଚାନନ ବେହେରା ​ଜୀବନ ଏକ ଅସମାପ୍ତ କବିତାଯେଉଁଠି ପ୍ରତିଟି ମୁହୂର୍ତ୍ତନୂଆ ଶବ୍ଦଟେ ପରି ଅପରିଚିତ ଲାଗେ । ଏଠି କେତେବେଳେ ସ୍ମୃତିର ସୁଅ ତପୁଣି କେତେବେଳେ ସ୍ୱପ୍ନର ଶୁଖିଲା ମରୁଭୂମି । ଆମେ ସମସ୍ତେ

Read More

ପ୍ରଣୟ ସୁଧା ସମସ୍ତେ ନିଜ ନିଜ ଝରକାର ଜହ୍ନ ଦେଖି ପାରନ୍ତିମୋତେ କିନ୍ତୁ ଛୁଇଁ ନାହିଁଅନ୍ଧାର, ଆଲୁଅ କି କୌଣସି ଆଇନା,ବୋଧେ କେବେଠୁଦୁର୍ଭାଗ୍ୟ ଭୋଗୁଥିବା ପୃଥିବୀଟା ମୋରଯେଉଁଠି ଜିଂଜ୍ଞାସା ହିଁଏକ ବଳିଷ୍ଠ ପରିଚୟ ଅନ୍ଧ

Read More

ନୀଳିମା ନିବେଦିତା ଦେହଟେ ଅଛି ମାନେଦହନ ଅଛି ନାନା ଜିଜ୍ଞାସାର ଦେହଟେ ଅଛି ମାନେଜୁଆର ଅଛି ଉଚ୍ଚାଟ ମନର ଦେହଟେ ଅଛି ମାନେଅଛି ଲୋଭ ଧାପେ, ମୋହରୁ ଚେନାଏଅଛି ସ୍ୱଳ୍ପ ଭୟ, ଅଛି ବି

Read More

ବିନୟ ମହାପାତ୍ର ତୁମେ ଆସିବ ବୋଲି,ବସନ୍ତକୁ ଡାକିଥିଲି,ମଳୟ ଆଉ କୋଇଲିକୁ ବି । ହେଲେ ତୁମେ ଆସିଲନି,କିଛି ଦୁଃଖ ନାହିଁ, ତୁମେ ଆସିଲନି, କଣ ବା ବିଗିଡ଼ି ଗଲା,ତୁମ ଅନୁପସ୍ଥିତିରେ ବି ବସନ୍ତ ଆସିଲା,ଚଉଦିଗେ

Read More

ଶ୍ରୀପ୍ରଦା ଶତରୂପା ପ୍ରଭୁ ପ୍ରଭୁ ବୋଲି ଯେତେ ମୁଁ ଖୋଜିଲି ପ୍ରଭୁଙ୍କୁ ପାଇଲି ନାହିଁଯେତେ ନାମ ଧରି ଡାକିଲି ତାହାଙ୍କୁ ଉତ୍ତର ନଦେଲେ ସେହି । ବୁଲିଲି ମନ୍ଦିର-ଦର୍ଗା-ଗୀର୍ଜାଘର ଆୟତ-ଶ୍ଳୋକ-ହିମନ ଗାଇପୂଜିଲି ଭଜିଲି ଉପବାସ

Read More

ଅମିତା ମହାନ୍ତି ଦେଖୁନ !କେମିତି କୋଇଲି ସ୍ୱରଅଧୁରା ମନେହେଉଛିହେନା, ଗୋଲାପର ବାସ୍ନାଫିକାଫିକା ଲାଗୁଛିଆଉ ସହରଟା ଖୁବ୍ ନୀରବକାହିଁକିନା ତୁମେ ଆସୁଛ ବୋଲି .. ମନରେ ପ୍ରଶ୍ନ ଅସୁମାରିକାହିଁ କେତେ ଦୂରରେପରଫର ନେତ ଉଡୁଛିଅପହଞ୍ଚ ଇଲାକାରେରୂପା

Read More