ବିନେଶ ସାମଲ ସେମାନେ ଆଉ ଫେରିବେନିଏଇ ଯୁଦ୍ଧଖୋର ଗ୍ରହକୁନିରବରେ ଚଢ଼ିବାକୁ ଶୁନଶାନ ପାହାଚ ଯାହାଙ୍କ ପାଦ ଭିଜୁଥିଲା ଭୋର ମୋତିର ଓଦାପଣରେ ।ସେମାନେ କାହିଁକି ଆସିବେଆମ ବାଲକୋନୀରେ ଘୁମେଇ ପଡ଼ିଥିବା ହଳେ ହଳେବିବଶ ଛାଇଙ୍କ

Read More

ଡମ୍ବରୁଧର ବେହେରା ମନରେ ନାଚିଛି/ ପାଦର ଅଳତା/ ଚାରିଆଡ଼େ ତୁମ ତାତିଲଗାଣ ଝଡ଼/ ଅନ୍ଧାର ଧରଣୀ/ ଶିହରଣେ ଥରେ ଛାତିମନେ ପଡୁଛି ନା/ ସମୁଦ୍ର ଲହରୀ/ ଧରା ଶ୍ରାବଣର ପାଣିଭଲ ପାଇବାର/ ଛତା ତଳେ

Read More

ସତ୍ୟବତୀ ସ୍ଵାଇଁ ଥିଟା ନାଆଁରେ ପ୍ରତିଦିନ କିଛି ନା କିଛି ଅଭିଯୋଗ ସ୍କୁଲରୁ ଲିଖିତ ଆକାରରେ ଆସୁଛି । କାହାର ସାର୍ଟ ଚିରିଛି ତ କାହାକୁ ଦୁମ୍ ଦୁମ୍ ନଦିଛି । ପିଲାଟା ଏମିତି

Read More

ସୌଭାଗ୍ୟ ପାଣିଗ୍ରାହୀ ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତି ଓଡ଼ିଶାର ଘରେ ଘରେ ସୁପରିଚିତ ଏକ ନାମ । କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପୂଣ୍ୟ ତିଥିରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ । ଓଡ଼ିଆଙ୍କ ପାଖରେ

Read More

ଏଲି ମହାନ୍ତି ଫେରିଆସଆଉଥରେ ସେ ସମୁଦ୍ରକୂଳର ଗାଁକୁ ଯିବା । ଜମାଳପୁରର ସେଇ ‘ଏକାଡ଼େମୀ’ ହାଇସ୍କୁଲଯୋଉଠି ହଳଦିଆ ଫ୍ରକ ପିନ୍ଧା ଝିଅଟେଏବେ ବି ନାକ ସୁଁସୁଁ କରେ ଅନ୍ଧାର ହେଲେ“ଲିଲି” ବୋଲି ଡାକିକାନେଇବା ପ୍ରତିଧ୍ୱନିକୁଯାହା

Read More

ଅମିତା ମହାନ୍ତି ଭୂଇଁରେନା ଭୂମାରେସୃଷ୍ଟିରେନା ଦୃଷ୍ଟିରେ ଶୂନ୍ୟ ଠିକଣାଟିଏଥାଏ କେଉଁଠି ? ଚାରିଆଡ଼େ ତ ମାୟାଶୂନ୍ୟ ସ୍ପନ୍ଦନ ଶୁଭେରହେ ଖାଲି ଶୂନ୍ୟସ୍ଥାନଚାରିପଟେ ସମୟରଲୁଚକାଳିର ତାଳି ଶୁଭେ ସମ୍ପର୍କର ବିଶ୍ଵାସରେଛନ୍ଦି ହୋଇପଡ଼େ ଭରସାଲୁହ, ଲହୁ ଫେଣ୍ଟି

Read More

ବିଶ୍ୱେଶ୍ୱର ମାଝୀ ଆମ ଜନମାନସରେ ଶ୍ରୀରାମ (ଯୁଗାବତାର ବା ଆଦର୍ଶାବତାର) କଥା ବହୁ ପ୍ରଭାବବିସ୍ତାରୀ । କିନ୍ତୁ ଧୂର୍ତ୍ତ ମଣିଷ ତାଙ୍କ ନୀତି ବା ଆଦର୍ଶ ଅନୁସରଣ ନକରି, ତାଙ୍କୁ ମନ୍ଦିରରେ ବାନ୍ଧି ରଖି

Read More

ନାରାୟଣ ସାହୁ ପ୍ରତିଥରକାର୍ତ୍ତିକ ଡଙ୍ଗାରେ ବସିଭାସି ଆସେ ମାର୍ଗଶୀରର ଗୁରୁବାର । ମାର୍ଗଶୀର କହିଲେବୁଧବାର ରାତିର ଅନ୍ଧାରରେଚାଉଳ ବଟା, ଲକ୍ଷ୍ମୀ ପାଦ ଓ ଝୋଟି ଚିତା । ମାର୍ଗଶୀର କହିଲେନୂଆ ଧଳାଧାନର କେଣ୍ଡାକୁ ଗୁନ୍ଥି

Read More

ଭୁବନେଶ୍ଵର : ଓଡ଼ିଏମ ଶିକ୍ଷାସମୂହ ଓ ହେଲଥଭିଲେର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ଡ. ସତ୍ୟବ୍ରତ ମୀନକେତନଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ଧୂଳିଗଙ୍ଗା’ ଉନ୍ମୋଚିତ ହୋଇଯାଇଛି । ରାଜ୍ୟ ପୁସ୍ତକ ମହୋତ୍ସବର ‘ସାହିତ୍ୟିକ

Read More

ଭୁବନେଶ୍ୱର : ସାହିତ୍ୟ ହେଉଛି ଭାବ ସହ ଶବ୍ଦର ଖେଳ । ଭଲ ଲେଖା ସହିତ ରୁଚିସମ୍ପନ୍ନ ପ୍ରକାଶନ ପାଠକଙ୍କୁ ଆକର୍ଷିତ କରିଥାଏ । ଏଣୁ ପ୍ରକାଶକମାନେ ସୁନ୍ଦର ପୁସ୍ତକ ଛାପନ୍ତୁ ବୋଲି ବ୍ଲାକ

Read More