ରାମକୃଷ୍ଣ ଛାଡ଼ି ଆସିଛି ମହୁଲ ଗଛର ଡାଳରେବଣି ସହିତ ପ୍ରତିଯୋଗିତାରେ ମାତିଥିବାଶୈଶବର ସେଇ ଡେଣା ଯୁଗଳ… ଶାଗୁଆ ଧାନକ୍ଷେତର ଲହଡ଼ିରେଭସେଇ ଦେଇଆସିଛି ସେସବୁ ସ୍ଵପ୍ନଯେଉଁମାନଙ୍କ ଭାଗ୍ୟରେ ନଥିଲା ଦେଖିବାକୁସୁଖ ନିଦରେ ଆଙ୍କିଥିବା ସୂର୍ଯ୍ୟୋଦୟର ଚିତ୍ର…
ଭୁବନେଶ୍ଵର : ଅଜୟ ଉତ୍ସବ କମିଟି ପକ୍ଷରୁ ଆସନ୍ତା ୨୩ ତାରିଖ ବସନ୍ତ ପଞ୍ଚମୀ ଦିନ ସପ୍ତମ ଅଜୟ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ସାହିତ୍ୟିକ, ସଂଗୀତଜ୍ଞ,
ଭୁବନେଶ୍ଵର : ବାମପନ୍ଥୀ ନେତା ଜନାର୍ଦ୍ଦନ ପତିଙ୍କ ଦ୍ଵାରା ଲିଖିତ ଏବଂ ପ୍ରଗତି ପ୍ରକାଶନୀ ଦ୍ଵାରା ପ୍ରକାଶିତ ‘ସ୍ଵାମୀ ବିବେକାନନ୍ଦ ଇ ହିନ୍ଦୁତ୍ଵ’ ପୁସ୍ତକ ଆଜି ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଛି ।
ଭୁବନେଶ୍ଵର : ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡକ୍ଟର ପ୍ରତିଭା ରାୟଙ୍କ ଦ୍ଵାରା ଗତକାଲି ସନ୍ଧ୍ୟାରେ ଉନ୍ମୋଚିତ ହୋଇଛି ତ୍ରିଭାଷୀ ସାହିତ୍ୟ ପତ୍ରିକା ‘ଦ ଲିଟରାରୀ ଲଣ୍ଟର୍ନ’ର ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଡକ୍ଟର
ସତ୍ୟନାରାୟଣ ଗନ୍ତାୟତ ବୋଇଲା ଭଙ୍ଗାଗଢାର ଏ ଦୁନିଆ । ଆମେ ଏନେଇ ଚିନ୍ତିବା ଆରମ୍ଭ କରନ୍ତେ କାନରେ ଫେର୍ ଅବଲୀଳା କ୍ରମେ ଗୁଞ୍ଜରିତ ହୋଇଉଠିଲା ଜଣେ ସଦା ସୁମହାନ ସଙ୍ଗୀତଜ୍ଞ ଗାଇ ଯାଇଥିବା ଚିର
ସରୋଜ କୁମାର ପଣ୍ଡା ମହୀଶୂରର ସେହି କୁହୁଡ଼ିଆ ସକାଳ ଆଜି ବି ସ୍ୱାସ୍ତିକର ଆଖି ଆଗରେ ଏକ ଜୀବନ୍ତ ଚଳଚ୍ଚିତ୍ର ଭଳି ନାଚିଯାଏ । ଊଟିର ପାହାଡ଼ିଆ ପରିବେଶରୁ ସେ ତାର ଝୁମୁରି ମାଉସୀଙ୍କ
ଡ. ଗୀତାଞ୍ଜଳି ପୃଷ୍ଟି ସ୍ମୃତି ତୁମେ ଆସ ଅତୀତ ସାଥୀରେଫଗୁଣର ରଙ୍ଗ ନେଇତୁମେ ପୁଣି ଆସ ଭରା ସମ୍ମୋହନେଅନେକ ଯାତନା ସହି ।। ସ୍ମୃତି ତୁମେ ପରା ଶିଖାଇ ଦେଇଛବଞ୍ଚିବାର ମାୟା ମୋହତୁମ ପାଇଁ
ମୃତ୍ୟୁଞ୍ଜୟ ବେହେରା ଯାହା ଆଶା କରିଥିଲିତାହା କଣ ପାଇପାରିଲି ତୁମଠୁ ? ପାଇପାରିଲି କି ଋତୁମାନଙ୍କ ସାନିଧ୍ୟନା ରାତିମାନଙ୍କର ଅନୁରାଗମାସମାନଙ୍କ ମାଧୁର୍ଯ୍ୟନା ମୁହୂର୍ତ୍ତମାନଙ୍କ ସଂସର୍ଗଏବେ କି ଉତ୍ତର ବା ଦେବି ମୁଁଏ ବିଦାୟ ବେଳରେ
ଅରୁଣ କୁମାର ମିତ୍ର ନୂତନ ସୂର୍ଯ୍ୟ ନୂତନ ବରଷ ଆନନ୍ଦଘନ ପ୍ରାତଃଆଗାମୀ ଦିନର ଆଶାର ସପନ ସଦ୍ୟ କୁହୁଡ଼ି ସ୍ନାତ । ପ୍ରବଳ ଜାଡ଼ରେ ପୁର ଓ ପଲ୍ଲୀ ଆବାହନ ନବ ଦିନକୁଉଚ୍ଛ୍ୱାସ ସହ
