ଡ. ଶୈଳଜା ମିଶ୍ର ଉତ୍କଳର ବରପୁତ୍ର ତୁମେଗୌରବର ପ୍ରତୀକଓଡ଼ିଆ ପୁଅରଉଦାହରଣର ଏକମାଇଲି ଖୁଣ୍ଟ । ବିଶ୍ୱ ଦରବାରରେତୁମେ ପରିଚିତ,ହେ ଭୂମିପୁତ୍ରଏ ମାଟି ତୁମକୁ ଖୋଜୁଛିଓଡ଼ିଶାବାସୀ ଝୁରୁଛନ୍ତି, ତୁମର କୀର୍ତ୍ତି ଆଜିଜୟ ଜୟ ଗାନ କରୁଛି,
ଓମକାର ମିଶ୍ର ଗୋଟିଏ ଜଙ୍ଗଲରେ ଗୋଟିଏ ହାତୀ ଥିଲା । ସେ ବହୁତ ଦୁଷ୍ଟମୀ କରୁଥିଲା । ଜଙ୍ଗଲର ଅନ୍ୟ ପଶୁପକ୍ଷୀମାନଙ୍କୁ ହଇରାଣ କରେ । ଅନ୍ୟମାନେ ଦିନେ ତେଣୁ ଏନେଇ ରାଜାଙ୍କ ପାଖରେ
ଚିନ୍ମୟୀ ବାରିକ କେଉଁ ଜିନିଷ ମୋର ଥିଲା ଯେ ଆଜି ମୋ ହାତରୁ କିଛି ଚାଲିଯାଉଛି ବୋଲି ଦୁଃଖ କରିବି ? ନିଜର ଯାହା ବୋଲି ମଣିଷ ଭାବେ ସେଇଟା ହିଁ ତା’ହାତରୁ ଖସିଯାଏ
ବହି: ବିଙ୍ଗ୍ ଦ ଚେଞ୍ଜ: ଇନ ଦ ଫୁଟ ଷ୍ଟେପ୍ସ୍ ଅଫ ମହାତ୍ମାଲେଖକ: ଆଶୁତୋଷ ଶଲିଲ ଏବଂ ବର୍ଖା ମାଥୁରପ୍ରଥମ ପ୍ରକାଶନ: ୨୦୨୨ ଏ ପୁସ୍ତକର ଦୁଇଜଣ ଲେଖକଙ୍କ ବିଷୟରେ ଆଗେ ଦୁଇପଦ କହିବା
ବହି: ବାଇକ୍ ଆମ୍ବୁଲାନ୍ସ ଦାଦାଲେଖକ: ବିଶ୍ଵଜିତ୍ ଝାପ୍ରକାଶକ: ପେଙ୍ଗୁଇନ୍ମୂଲ୍ୟ: ୨୫୦ ଟଙ୍କା ‘ବାଇକ୍ ଆମ୍ବୁଲାନସ ଦାଦା’ ପୁସ୍ତକଟି କରିମୁଲ ହକ୍ ନାମକ ଜଣେ ସାଧାରଣ ହତ-ଦରିଦ୍ର ଲୋକର ଜୀବନର କାହାଣୀ । ଏ ପୁସ୍ତକର
ବହି: ବାବାସାହେବ: ମାଇଁ ଲାଇଫ ଉଇଥ୍ ଡ଼. ଆମ୍ବେଦକରମୁଳ ମରାଠି: ସବିତା ଆମ୍ବେଦକରମରାଠିରୁ ଇଂରାଜୀ ଅନୁବାଦ: ନଦିମ ଖାନ୍ପ୍ରକାଶକ: ପେଙ୍ଗୁଇନ ରାଣ୍ଡମ ହାଉସ୍ମୂଲ୍ୟ: ୫୯୯ ଟଙ୍କା ବାବାସାହେବ ଭୀମରାଓ ଆମ୍ବେଦକର (୧୮୯୧-୧୯୫୬) ଭାରତର ପ୍ରମୁଖ
ବହି: ସ୍ତୁତି ଚିନ୍ତାମଣିମୂଳ ଓଡିଆ: ଭୀମ ଭୋଇଅନୁବାଦ: ଜୟନ୍ତ କର ଶର୍ମାପ୍ରକାଶକ: ପ୍ରଜ୍ଞା ଭାରତୀ, ଦିଲ୍ଲୀମୂଲ୍ୟ: ୫୮୫ ଟଙ୍କା, ପୃଷ୍ଠା: ୨୪୧ ମଧ୍ୟ-ଉନବିଂଶ ଶତାବ୍ଦୀରେ ଓଡିଶାରୁ ମହିମା ଧର୍ମର ବିକାଶ ହୋଇଥିଲା । ତତ୍କାଳୀନ
