ଶିବାଶିଷ ପାଢ଼ୀ ରବିବାର ଦିନ ଆଉ ଯେଉଁଠି ଯାହା ହେଉ ସେଲୁନରେ କିନ୍ତୁ ଭିଡ଼ ଅଧିକ ଥାଏ । ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼େ । ଆଜି ବି ଅପେକ୍ଷା ହିଁ କରିଥିଲି
ଅରୁଣ କୁମାର ତ୍ରିପାଠୀ ଭେଣ୍ଟିଲେଟରରେ ଯେବେ ମୁଁ ଅଚେତ ଥିଲିମୋ କଷ୍ଟକୁ ନିଜର କରିକଇଁକଇଁ ହେଇ ଚାଲିଆସିଥିଲ ତମେଅନଅଥରାଇଜଡ୍ ଲିଭ୍ କୁ ଭୃକ୍ଷେପ ନକରିମୋ ପାଦ ଧରି କାନ୍ଦୁଥିଲ ଯେବେହେଲେ ନିର୍ଦ୍ଦୟ ବିଧାତାମୋ ପାଟିରୁ
ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଜୀବନର ସୁଆଦ ଅଛି । ମରଣ ନାହିଁ, ଦୁଃଖ ନାହିଁ । କେଡ଼େ ଚମତ୍କାର ଓ ଆବେଗପୂର୍ଣ୍ଣ ଶବ୍ଦରେ ଜୀବନକୁ ଦୁଇ ଧାଡ଼ିରେ ଲେଖି ଦେଇଥିଲେ ଗୋପୀନାଥ ମହାନ୍ତି
ବହି: ନିଉ ଏଜ୍ ପବ୍ଲିକ ରିଲେସନଲେଖକ: ସୁବିର ଘୋଷପ୍ରକାଶକ: ସାହିତ୍ୟ ସଂସଦ, କୋଲକତାମୂଲ୍ୟ: ୮୫୦ ଟଙ୍କା ପବ୍ଲିକ ରିଲେସନସ୍ ବା ଲୋକ ସଂପର୍କ ବର୍ତ୍ତମାନ ଏକ ସମ୍ମାନଜନକ ବୃତ୍ତି । ଏହାର ଅବଧାରଣା ଦୀର୍ଘ
କେନ୍ଦ୍ରାପଡ଼ା : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୌସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ଏକ ବିଷୁବ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ ସ୍ଥାନୀୟ ସଞ୍ଜିବନୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ
ମାନସ ରଞ୍ଜନ ନାୟକ ଜୀବନ ଜୀବିକାର ପ୍ରତିଦ୍ୱନ୍ଦ୍ୱିତାରେ, ଭିଟାମାଟି ଦୁଃସ୍ଵପ୍ନଚେତନାର ଚୌହଦୀରେ କ୍ଷୀଣ ଶୁଭେ, ହରେ ରାମ ହରେ କୃଷ୍ଣ ।ହଜିଛି ଆତ୍ମୀୟତା, ବିବିଧତା ସତ୍ତ୍ୱେ ଭାଷାର ପ୍ରଗଳ୍ଭତାପ୍ଲାଷ୍ଟିକ୍ ଟଙ୍କା ବଜାରରେ, ମହଙ୍ଗା ମିଳେ
କଟକ : ଅନୁବାଦ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆକାଶବାଣୀ କଟକ କେନ୍ଦ୍ରର ପ୍ରାକ୍ତନ ବରିଷ୍ଠ କାର୍ଯ୍ୟକ୍ରମ ନିଷ୍ପାଦକ ତଥା ସାହିତ୍ୟିକ ଡ. କିଶୋର ମହାନ୍ତି ‘ଝଙ୍କାର ଅନୁବାଦ ଭାରତୀ’ ପୁରସ୍କାର ପାଇବାକୁ
