ନଳୀନି କାନ୍ତ ଦାଶ ମୁଁ ଥିଲି, ତମେ ଥିଲସମୟ ଥିଲା,ସାଥେ ଥିଲା ସେହି ସଞ୍ଜ । ମୁଁ ଅଛି, ସମୟ ଅଛିସାଥେ ଅଛି ସେହି ସଞ୍ଜହେଲେଆଜି ତମେ ନାହଁ । ରାତି ଥିଲା, ଜହ୍ନ
ଶୁଭ ନାରାୟଣ ସ୍ଵାଇଁ ପଣତ କାନିରେ ଘର : ଏକ ପ୍ରେମ ଓ ପ୍ରତ୍ୟୟର ସଂସାର ————————————- ଅଷ୍ଟମ ଶ୍ରେଣୀର ପାଠପଢା ବେଳଠୁ ଗପ ଲେଖା ଆରମ୍ଭ କରିଥିବା ଗାଳ୍ପିକା ଶ୍ରୀମତୀ ଗାୟତ୍ରୀ ସରାଫ
ଲେଖକ: ପବିତ୍ର ମୋହନ ନାଏକ ଏବଂ ଭି. ଆର. ସିଂପ୍ରକାଶକ: ରୂପାପୃଷ୍ଠା: ୨୦୦ମୂଲ୍ୟ: ୪୯୫ ଟଙ୍କା ମହାରାଜା ରାଜେନ୍ଦ୍ର ନାରାୟଣ ସିଂ ଦେଓ (୧୯୧୨-୧୯୭୫) ଓଡିଶାରେ କେବଳ ନୁହେଁ, ସମଗ୍ର ପୂର୍ବ ଭାରତରେ ଏକ
ଭାସ୍ଵତୀ ବାସୁ ୧.ସେ କହିଲା ତା ଓଠ କୁଆଡ଼େଶୁଆ ଥଣ୍ଟ ପରି ଟାଣଆଉ ମିଛ ହସ ପାଇଁ ଟାଣ ଓଠ ଜରୁରୀ । ୨.ସେ କହିଥିଲା ପ୍ରେମ ଦବହେଲେ ମୋ ମୁଠାକ ଯାକ ଧୂଳି।ଏବେ
କୌଶିକ ଲେଙ୍କା ସେ କୁହନ୍ତି ଓଡ଼ିଆ ଜାତିର ମାତ୍ର ଦୁଇଟି ପରିଚୟ ଗୋଟେ ହେଲା ଓଡ଼ିଆ ଭାଷା ଏବଂ ଅନ୍ୟଟି ହେଲେ ଶ୍ରୀ ଜଗନ୍ନାଥ। ଏଥି ସହିତ କୁହନ୍ତି ଆଧୁନିକତା ଏକ ଅନୁକରଣ ସର୍ବସ୍ବ
ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ୨୦୨୧ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ ମହାପାତ୍ର ଏବଂ ୨୦୨୩ ମସିହା ପାଇଁ ଶ୍ରୀନିବାସ ଉଦଗାତାଙ୍କୁ ସର୍ବୋଚ୍ଚ ସାରସ୍ୱତ ସମ୍ମାନ “ଅତିବଡ଼ୀ ଜଗନ୍ନାଥ
ନୀଳିମା ନିବେଦିତା ଝରକା ଦେଇ ପଶିଲା । ଆସି ଛୁଇଁଲା ମୁକୁଳା କେଶରାଜି । ତା’ପରେ ଧୀରେଧୀରେ ବଢିଲା ମୁହଁ ଆଡ଼େ । ଆଖି, ଗାଲ, ଓଠ ଦେଇ ଆଗେଇଲା । ଆଗେଇଲା ବେକ
ଭୁବନେଶ୍ଵର : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଗ୍ରଣୀ ଅନୁଷ୍ଠାନ ଏଚ୍.ଡି.ଆଇ., ଫିନିକ୍ସ ସେବା, ମାଟିଭାଷା ଓ ହେଲମେଟର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ
