ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି ହରପ୍ରିୟା ସାହୁଙ୍କ ଦୁଇଖଣ୍ଡ ପୁସ୍ତକ

ଭୁବନେଶ୍ୱର : ସୁଶ୍ରୀ ହରପ୍ରିୟା ସାହୁଙ୍କ କବିତା ସଂକଳନ “ଶିଶୁ କବିତା ସମଗ୍ର” ଏବଂ ସାତଟି କବିତା ପୁସ୍ତକର ଏକତ୍ରିତ ରୂପ ‘ସପ୍ତବର୍ଣ୍ଣା’ ରାଜଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏକକାଳୀନ ଏତେ ସଂଖ୍ୟକ ପୁସ୍ତକ ପାଇଁ ରାଜ୍ୟପାଳ କବିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କବି ଶ୍ରୀମତୀ ସାହୁଙ୍କ ସମେତ ବରିଷ୍ଠ କବି ତଥା ସମ୍ପାଦକ ଭିକାରୀ ଧଳ, କବି ରକ୍ଷକ ନାୟକ, ଏବଂ ପୁସ୍ତକ ପ୍ରକାଶିକା ମାନମୟୀ ରଥ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *