ରାଜ୍ୟପାଳଙ୍କ ଦ୍ଵାରା ଉନ୍ମୋଚିତ ହେଲା ଦୁଇ ପୁସ୍ତକ

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଅଧ୍ୟାପକ ଆଶିଷ ମହାପାତ୍ର ‘ଆସେନ୍ସନ୍ ଅଫ୍ ଓଡ଼ିଆନ୍ ଫୋକ୍ ଆଣ୍ଡ ଇଣ୍ଡିଜେନସ ଡ୍ୟାନ୍ସ’ ଓ ସ୍ନାତକୋତର ପରିଷଦର ମୁଖ୍ୟ ଚକ୍ରଧର ବେହେରା ଓ ଚନ୍ଦ୍ରଶେଖର ସେଠୀଙ୍କ ଦ୍ଵାରା ଲିଖିତ ‘ଭାରତୀୟ କଳାର କ୍ରମ ବିକାଶ’ ପୁସ୍ତକ ରାଜ୍ୟପାଳ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଲେଖକଙ୍କ ଦ୍ଵାରା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପାରମ୍ପରିକ ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା । ଏଥିରେ ରାଜଭବନର ଲୋକସମ୍ପର୍କ ଅଧିକାରୀ ତଥା କବି ରକ୍ଷକ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *