ଭାସ୍ଵତୀ ବାସୁ ବହୁତ ଦିନ ହେଇଗଲାମୁଁ ପ୍ରେମ କରିନିବହୁତ ଦିନ … ଦିଇଟା ବଣି ନିଇତି ଆସି ବସନ୍ତିଝରକା ସେପଟେପୁରା ସକାଳ କିଚି ମିଚି ଝଗଡ଼ା, ପେନ୍ଥାଏ ଟଗର ଆପେ ଫୁଟି ଝରିପଡ଼େବାରଣ୍ଡାର ଏକେଲା
Category: କବିତା
ସ୍ନେହାଶିଷ ମହାନ୍ତି ମୁଁ ଏବେ ଏବେ ଭିଜିଛି ବର୍ଷାରେଆକାଶରେ ଆଉ ମେଘ ନାହିଁଯାହାଥିଲା ସବୁ ଶେଷ ହେଲାଆଉ ଏଠି ପ୍ରେମ ଫ୍ରେମ ନାହିଁ … । ତୁମେ ଚାଲ ଫେରିଚାଲଯେଉଁଠାରୁ ଆସିଥିଲ ଦିନେତୁଚ୍ଛାଟାରେ ଖୋଜୁଛ
ଲତିକା ମହାପାତ୍ର ହଜିଯାଇଛି କିଛିଯାହା ମୁଁ ଖୋଜୁଛିମୋ ଅଜାଣତେ.. ହଁ, ଚୋରି ହୋଇଛି ମେଞ୍ଚାଏ ମଖମଲୀମୁଲାୟମପଣଆପଣାର ମଣିଷଙ୍କ ଅନାଦର ଉପେକ୍ଷାରେ.. ଜଡ଼ ନିଥର ପାଲଟିଛି ମନଅସୁମାରୀ ଆଘାତରେ,ଚାରିପାଖ ମୁହଁମାନଙ୍କଅବିବେକୀ ପଣରେ.. ବାରମ୍ବାର ରଙ୍ଗ ବଦଳାଉଥିବାମୋ
ଭାସ୍ଵତୀ ବାସୁ ୧.ସେ କହିଲା ତା ଓଠ କୁଆଡ଼େଶୁଆ ଥଣ୍ଟ ପରି ଟାଣଆଉ ମିଛ ହସ ପାଇଁ ଟାଣ ଓଠ ଜରୁରୀ । ୨.ସେ କହିଥିଲା ପ୍ରେମ ଦବହେଲେ ମୋ ମୁଠାକ ଯାକ ଧୂଳି।ଏବେ
ମାନସ ରଞ୍ଜନ ନାୟକ ପୂର୍ବଦିଶାରେ ଦିଶେ ଉଦିତ ସୂର୍ଯ୍ୟର ଉତ୍ତରଣସଞ୍ଚରିଯାଏ ନୂତନ ସକାଳର ସମ୍ଭାଷଣ ।ତାଜା ଖବରରେ ସାଜେ ପୁଣି କେତେ ବିସ୍ଫୋରଣଭାଗବତର ସଂଭ୍ରମ ଅପଭ୍ରଂଶ ସଂସ୍କରଣ । ଆବର୍ତ୍ତନର ଗତାନୁଗତିକ ପୁନରାବୃତ୍ତିଜୀବନ ଜିଜୀବିଷାର
