ଓମ୍ ମିଶ୍ର ରକ୍ତ, ମାଂସ, ହାଡ଼, ହୃଦୟ ନାହିଁ ତାହାରହେଲେ ଦୃଶ୍ୟ ଦେଖେ ସେ ହୃଦୟ ବିଦାରକସଂଜ୍ଞାରେ ଦେଖିନି ଯାହାକୁ ଆଜି ଏ ମଣିଷସେ ଦୃଶ୍ୟ ର ପ୍ରତ୍ୟେକ୍ଷ ସାକ୍ଷୀ ଆଜି ମୂକ। କେବେ
Category: କବିତା
ସୁଧିରେନ୍ଦ୍ର ପରିଜା ପଚାଷ ଟପିଲାବୟସ ବଢ଼ିଲାଖସିଲାଣି ଦେହୁ ବଳତୁମ କଥା କାହିଁପଡ଼ିଲେ ମନଟାହୁଅଇ ଚଳଚଞ୍ଚଳ ଜହ୍ନ ଜୋଛନାକୁନଦୀର ଧାରାକୁଯେମିତି ମୁଁ ପାଏ ଭଲତୁମେ ବି ସେମିତିଜୀବନେ ମୋହରସାଜିଛ ଅମୂଲ ମୂଲ ପହିଲି ଦେଖାରସେଇ ଆକର୍ଷଣଏ
