ଓଁ ଅଭିଜ୍ଞାନ ସାହୁ ଏଥର ବିଦ୍ୟାନଗରୀ ଯୁବକ ସଂଘର ଏକ ଜରୁରୀକାଳୀନ ବୈଠକ ଗତ ମାସରେ ଆମ ଦେବୀ ଘରେ ବସିଥିଲା । ପ୍ରସଙ୍ଗ ଥିଲା ଆମ ଗ୍ରାମରେ ସ୍ୱାଧୀନତା ଦିବସ ପାଳନ ।
Category: ବ୍ୟଙ୍ଗ
ଶ୍ରୀଯୁକ୍ତ ସତ୍ୟାନାଶ ହଁ.. ମୁଁ ‘କଂସାରି ଘରର ପାରା’… କିଏ ମନାକଲା ? ତୁମେ ମତେ କୁଲା ଢାଉଁଢାଉଁ କରିବ ତ ? କର । ହେଲେ ବାବୁ ମୁଁ ଜାଣିଚି ତମ ଘରେ
ବାବା ବାଇଡ଼ଙ୍କ ଘେନିବ ହେ ମୁଖ୍ୟମନ୍ତ୍ରୀ ଗୁହାରୀ ମୋହରଜନତାର ଜନାର୍ଦ୍ଦନ ଦଳୀୟ ଠାକୁର ହେମୋ ଆଡ଼େ ଟିକେ ଦୃଷ୍ଟି ଦେବମାସକରେ ଥରେ ମାତ୍ର ଦର୍ଶନ ମିଳିବ ହେ । ବଡ଼ ଦେଉଳରୁ ମୋର ଖସୁଛି
ଶ୍ରୀମାନ ସର୍ବଗିଳା ହେ ଅତି ପଣ୍ଡିତ ଆଧୂନିକ ଶିକ୍ଷିତ ଜନ;ବହୁ ଗବେଷଣା ପରେଉତ୍କଟ ଭକ୍ତି ଯେଣୁ ହୋଇଛି ଉତ୍ପନ୍ନତୁମ ଚତୁର୍ଖୁରାକୁ ପ୍ରଣାମଉକୁଟୁଛି ଅନ୍ତରରୁ ପ୍ରବଳ ସମ୍ମାନ । ତୁମ ଚଲାପଥେ ଯେଉଁ କାର୍ପେଟ ବିଛାଯାଏତା’
ମୃଣାଳ ୧୪ ଜୁନ୍ ହେଲା ରକ୍ତଦାନ ଦିବସ । ଏହି ଅବସରରେ ଖବରକାଗଜ ବିଜ୍ଞାପନରେ ମନ୍ତ୍ରୀ ରକ୍ତଦାତାଙ୍କୁ ବଧେଇ ଜଣେଇଲେ । ରକ୍ତଦାନ କରି ସେମାନେ ଅତ୍ୟନ୍ତ ମହତ କାମ କରୁଛନ୍ତି ବୋଲି କହିଲେ
ଡଃ. କୁଳାଙ୍ଗାର କଟକର ଭାଇଚାରା ପ୍ରସିଦ୍ଧ ଅତୁଲ୍ୟବେଶି ହୁଏ ମିଳାମିଶା ଏଠି;ଏହାର ପ୍ରଭାବ ଏବେ ମଣିଷକୁ ଟପିପଡିଲାଣି ଖାଦ୍ୟଦ୍ରବ୍ୟଙ୍କଠି!ତେଣୁ କଟକି ମଣିଷ ଅବା କଟକିଦରବ ଯଦି ପଡିଲା ନକଲି;ଜାଣିବ ସେ ସୁପ୍ରସିଦ୍ଧ ଭାଇଚାରାଦ୍ୱାରା ଅତି
ଓଁ ଅଭିଜ୍ଞାନ ସାହୁ ଆମ ଏରିଆର ସବୁ ମୁଖିଆମାନେ ଭାବିଲେ ଯେ ଏ ପୂଜା ଚାନ୍ଦା ଆଦାୟ ପାଇଁ ଗାଁରେ ଗୋଟେ ଯୁବକ ସଂଘ ରହିବା ଦରକାର । ଆମ ବୁଢ଼ାମାନଙ୍କୁ ଆଉ ଲୋକମାନେ