ସୌଦାମିନୀ ସାହୁ ଅଭିମାନ ନାହିଁ ଅଭିଯୋଗ ନାହିଁତୁମେ ପରା ମୋର ଆପଣାରଅଧିକାର ପାଇଁ ଆସିବିନି କେବେତୁମେ ତ ରହିଛ ସାଥେ ମୋର ।୧। ଅସ୍ଵୀକାର ନାହିଁ ଆସିବାର ପରେତୁମରି ବାଟକୁ ଚାହିଁଥିବିଅଝଟିଆ ତୁମେ ଅଭିସାର

Read More

ଗୋଲକ ବିହାରୀ ବେହେରା ପରିଶ୍ରମ ଯିଏ କରେ ନାହିଁ ସିଏପ୍ରକୃତରେ ଅପରାଧୀକର୍ମ ହିଁ ଜୀବନ କର୍ମ ଶାନ୍ତି ଦିଏଉଦେ ହୁଏ ସଦବୁଦ୍ଧି । କର୍ମର ଉପରେ ଆମ ଅଧିକାରଫଳ ପ୍ରଭୁଙ୍କ ହସ୍ତରେବିଶ୍ଵାସର ସହ କର୍ମ

Read More

ଶିବାଶିଷ ପାଢ଼ୀ ନୂଆ ଅଫିସର ଜଏନ କରିବା ଆଗରୁ ତାଙ୍କ ବିଷୟରେ ଖବର ସଂଗ୍ରହରେ ଲାଗି ପଡ଼ିଥିଲେ ଥୋକାଏ । ସେ ଭିତରୁ ପ୍ରମୁଖ ଥିଲେ ଆମ ଅନନ୍ତବାବୁ । ଭୀଷଣ ଭାବେ ଯୋଗାଡ଼ିଆ

Read More

ଚନ୍ଦ୍ରଭାନୁ ପ୍ରଧାନ ଆହା କି ସୁନ୍ଦର କୋଣାର୍କ ଦେଉଳଗାଏ ଉତ୍କଳର ଗାଥା,ଇତିହାସ ଯେବେ କହେ ତା ମହତନଇଁ ଯାଏ ତେବେ ମଥା । ବାର ଶହ ବଢେଇ ଦେଉଳ ତୋଳିଲେନମାରି ପାରିଲେ ଚୁଳି,ଦଧିନଉତି ବସି

Read More

ହିମାଂଶୁ ଆଚାରୀ ସକାଳର ସେଇ ସ୍ୱର୍ଣ୍ଣିମ ଆଭାରେ କିଏ ଆଙ୍କିଦେଲା ରାତିପାଦଟି କାହିଁକି ପରାକ୍ରମୀ ହେଲା ଫୁଲିଲା କାହିଁକି ଛାତି,ଗଡ଼ ଜିଣି ରାଜା ଫେରିବା ଆଗରୁ କିଏ ବିଞ୍ଚିଦେଲା କଣ୍ଟାଅଦୃଶ୍ୟ ହେଉ କି ଅଦୃଷ୍ଟ

Read More

ଡ. ସତ୍ୟ ଦାଶ ବରଷାରେ ଭିଜି ବାହାରିଲି ଖୋଜିମୋ ରାଜଧାନୀ ପ୍ରିୟାକୁପାଛୋଟି ନେଇକି ତା ଶାଢ଼ୀ କାନିରେପୋଛିଦେଲା ମୋର ହିଆକୁ, ଖାଇବାକୁ ଦେଲା କାଜୁ କିସମିସବସିଲା ଦୂରେଇ ଦୂରେଡାକିଲେ ଆସିଲା ଯାକିଯୁକି ହୋଇହାତକୁ ଚୁମିଲା

Read More

ବିଭୁ ପ୍ରସାଦ ସାହୁ ମାଟି ରଙ୍ଗକୁ ମାଖି ଦେଇକଳା ମଚ୍ ମଚ୍ ଅନ୍ଧାରରେ ବିକିଣା କୋକେଇକୁ କାନ୍ଧରେ ବୋହିକ୍ଳାନ୍ତିବିହୀନ ଯନ୍ତ୍ରଣାକୁ ସାଥିରେ ଧରିଆଗକୁ ଆଗକୁ ଥାପିଥାଏ ସିଏଅନୁସନ୍ଧାନୀ ଯୋଡ଼େ ପାଦ ! ବାଟ ହାଟରେ

Read More

ଭୁବନେଶ୍ୱର : ଆଗ୍ରା ସ୍ଥିତ ଭାରତ ସରକାରଙ୍କ ‘କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ’ ୨୦୧୮ ବର୍ଷ ପାଇଁ ସମ୍ମାନଜନକ ‘ହିନ୍ଦୀ ସେବୀ ସମ୍ମାନ’ ପୁରସ୍କାର ଘୋଷଣା କରିଛି । ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ହିନ୍ଦୀ ଭାଷାର

Read More