ସୁନନ୍ଦା ବି ମହାପାତ୍ର ନିଜ ଢୋଲ ନିଜେ ପିଟିକେତେ ଆଉ ଜାହିର କରିବିନିଜ ବଡ଼ପଣ, ନିଜର ଶ୍ରେଷ୍ଠତାଯୋଗାଡ଼ିବି ପ୍ରମାଣ !କେତେ ଆଉ ଦେଖେଇବିଯୁଗଯୁଗ ଧରିକେବଳ ସାମ୍ନା ପଟ,ଯାହା ଖୁବ୍ ଚିକ୍କଣ,ଏକଦମ ତୋଫା ଦିଶେସଂସାରର ସ୍ଥୁଳ
ରଜୀତ ଦାସ କାଲି ହୁଏତ ମୁଁ ନଥିବିତମେ ଥିବ, କିମ୍ବାତମ ପରେ ଥିବ ଆଉ କିଏତା’ ସହ ଥିବ ଏଇ ସମୁଦ୍ର ଗର୍ଜନପକ୍ଷୀଙ୍କର ମଧୁର କୁଜନ । ବହୁଥିବ ନଈଗାଁମୁଣ୍ଡ ପୋଖରୀରେ ଫୁଟୁଥିବ କଇଁଗଛ
ସଂଘମିତ୍ରା ସାମନ୍ତରାୟ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଛବି ଭଳିପାପୁଲିର ମୁଦ୍ରାରେ ଏକ ଦୀର୍ଘସୂତ୍ରୀ ଜୀବନରେଖା,ସାଇତି ରଖିବାର ଅଭିପ୍ରାୟରେ ଯେତେଯେତେଶବ୍ଦମାନଙ୍କର ଆତଯାତ ଓ ଅନ୍ୟମନସ୍କତାହୁଏତ ହୋଇପାରେ କବିର କବିତା । ଏତେ ଦ୍ରୁତ ହୋଇପାରେ ସେମାନଙ୍କ
(ଭାଗ – ୧) ଶିବସୁନ୍ଦର ଚହଳ ପଡ଼ିଥାଏ ଦିଲ୍ଲୀରେ ଆସନ୍ନ କାର୍ଯ୍ୟକ୍ରମକୁ ନେଇ । ଟିଭିରେ ଘନଘନ ନ୍ୟୁଜ, “ରାଷ୍ଟ୍ରପତିଙ୍କ ହାତରୁ ବେଷ୍ଟ୍ ଆଇ.ଏ.ଏସ୍ ଆୱାର୍ଡ ପାଇଥିବା ମହିଳା ଜଣଙ୍କ କ’ଣ ଜଣେ ବେଶ୍ୟା
ସଞ୍ଜିତା ପ୍ରଧାନ ଆଜି ତାକୁ ଦେଖିଲିଖୁବ୍ ନିରୀହ ତା’ ଚେହେରାଇଚ୍ଛା ହେଲା ତାକୁ ଛାତିରେ ଜାକିକହିଯାନ୍ତି ବାକିଥିବା ଅନେକ କଥା …ପଚାରନ୍ତି ମୋ ଭିତରେରୁନ୍ଧି ହୋଇଥିବା ଅନେକ ପ୍ରଶ୍ନ …ଲିଭେଇ ଦିଅନ୍ତି ତା ମୋ
ଧର୍ମାନନ୍ଦ ମହାରଣା ଧନ ଦଉଲତ କି’ହେବରେ ଭାଇଥିଲେ ଥାଉ ଯେତେ ପାଶେଅନ୍ୟର ହିତରେ ନଲାଗିଲା ଯଦିତାହାର ମୂଲ୍ୟ କି ଆସେ । ଆପଣା ପୀଡ଼ାରେ ହୃଦୟ କାନ୍ଦୁଛିବାହୁନିବାହୁନି ଯହିଁଆନ ପୀଡ଼ା ଦେଖି ତୁମ ସେ
ଚିତ୍ତରଞ୍ଜନ ନାୟକ ଅନୁଭବ ତୁମେ ମୋ ପ୍ରେମରଯାହା ଉତ୍ପନ୍ନ ହେଲାପ୍ରଥମ ଥରମୋ କଅଁଳ ନିଷ୍ପାପ ହୃଦୟରୁ !! ସ୍ପର୍ଶ ତୁମେ ସେହି ସ୍ନେହରଯାହା ଅନୁଭୂତ ହୁଏକାହା କାନ୍ଧରେମସ୍ତକର ସାହାରାମାଗିଲେ !! ପ୍ରତୀକ୍ଷା ତୁମେସେହି ମିଳନ
ଶୁଭଲକ୍ଷ୍ମୀ ବେହେରା ଦେଖଣାହାରୀ ତ ଅନେକ କଥା କହିବେ,କହି କହି ତୁମ ସ୍ଵାଧୀନ ଚିନ୍ତାଧାରାକୁପରାଧୀନ ମଧ୍ୟ କରିବେ,ହେଲେ ତୁମେ ନିଜ ସମ୍ବନ୍ଧରେ ଭାବିବ ଯେତେଥର,ହୃଦୟ ତୁମକୁ ପ୍ରତିଥର ସାନ୍ତ୍ଵନା ଦେବ,ନିଜେ ମୁଁ ନିଜର ।
