ସୁପ୍ରିୟା ପ୍ରଶାନ୍ତ ଭାଗ –୭ ଜୀବନ ସଂଗୀତ ଶ୍ରୀକୁ ୟୁଟ୍ୟୁବରେ ଦେଖୁ ଦେଖୁ କେତେବେଳେ ଆଖି ଲାଗି ଯାଇଛି ଜଣାନାହିଁ। ଭ୍ରାମ୍ୟଭାଷର ଘଣ୍ଟିରେ ମୋ ନିଦ ଭାଙ୍ଗିଗଲା — ରମେଶ। ସମୟ ଦିନ ଦିଟା

Read More

ବହି: ଏ ଟେଷ୍ଟ ଅଫ ଟାଇମ୍‍:ଏ ଫୁଡ୍‍ ହିଷ୍ଟ୍ରି ଅଫ କୋଲକତାଲେଖକ: ମୋହନା କାଞ୍ଜିଲାଲପ୍ରକାଶକ: ସ୍ପିକିଙ୍ଗ୍‍ ଟାଇଗରପୃଷ୍ଠା: ୫୧୨, ମୂଲ୍ୟ: ୮୯୯ଟଙ୍କା ଖାଦ୍ୟ ପେଟ ପୂରେଇବା ପାଇଁ ଏବଂ ପୋଷଣ ପାଇଁ । ଗୋଟେ

Read More

ପଦ୍ମଲୋଚନ ପ୍ରଧାନ କାହିଁ ଏତେ ସ୍ୱପ୍ନ ଦେଖାଅଜାଣ ଯଦି ରାତି ପାହିଯିବଉଠିବାକୁ ହେବ, ଯିବାକୁ ହେବସୂର୍ଯ୍ୟଙ୍କ ତେଜ କ୍ଷଣି ସ୍ୱପ୍ନ ସବୁ ତରଳିଯିବଏତେ କଥା ଜାଣ ଯଦିସ୍ୱପ୍ନ ଦେଖାଇ କାହିଁ ଛଟପଟ କରାଅ? ତୁମେ

Read More

ମାୟାଧର ମାନସିଂହ ସକଳେ ଡାକନ୍ତି ‘ତମେ’ ‘ତମେ’ ବୋଲିସେ ‘ତମେ’ର ମୂଲ ନାହିଁ,ତମେ ଯେବେ ମତେ ‘ତମେ’ ବୋଲି କହଏତେ ମିଠା କାହିଁ ପାଇ? ଦୁଇଟି ଅକ୍ଷରେ କିଣିନେଲା ପରିକାନକୁ ମୋହର ଲାଗେ,ଓଠ ତବ

Read More

ସୁଧିରେନ୍ଦ୍ର ପରିଜା ଶୀତ ଆସିଲାଣିସହରକୁ ତୁମକଅଁଳ ପରଶ ଧରିବଜାରଘାଟରେଘରେ ଓ ବାହାରେସଭିଁଏ ଗଲେଣି ଥରି ଶୀତ ଖୋଜୁଅଛିଛକରେ, ପାର୍କରେତୁମକୁ ସେ ପାଉ ନାହିଁତୁମ ବିନା ମୋତେଦେଖି ଏକା ଏକାପାରେନା ସେ ମୋତେ ଛୁଇଁ ଶୀତ

Read More

ବହି: କ୍ଵେଷ୍ଟ ଫର୍‍ ଗୁଡ୍‍ ହେଲ୍‍ଥଲେଖକ: ବିମଳ ଚନ୍ଦ୍ର ମହାପାତ୍ରପ୍ରକାଶକ: ପବ୍ଲିକେଶନ ଡିଭିଜନ୍‍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାରମୂଲ୍ୟ: ୩୨୦ ଟଙ୍କା କଥାରେ ଅଛି: ସ୍ଵାସ୍ଥ୍ୟ ହିଁ ସମ୍ପଦ । ସମସ୍ତେ

Read More

ଭଲ କରି ନାଆ ବୁହାରେ ନାଉରି !ଝିଅକୁ ମାଡୁଛି ଡର;ଗଡ଼େ ଗଡ଼ଲୋକେ ଚାହିଁ ବସିଥିବେଝିଅ ଯିବ ଶାଶୁଘର ।’’ ଭଲ କରି ନାଆ ବୋହୁଛି ନାଉରି,ତଲେଇ କରିଛି ଠିଆ;ମାମୁ ଭଣଜାର କୁଣରୁ ଆସେ ଲୋ,ବୋହି

Read More