ଲଲାଟେନ୍ଦୁ କବି ଛନ୍ଦ: ଶୈଳସୁତା 23/3595120 ଗଣ: ନ ଜ ଜ ଜ ଜ ଜ ଜ + ଲଗୁ111/121/1=21/121/1••21/121/1= 21+12यति/ଯତି: 13, 10 ତରଳବିଚାରିଣି ଶୂନ୍ୟବିହାରିଣିଉଦ୍ଵସନାଶିନି ହର୍ଷଭରେକୁସୁମିତ ଗୋଚର ତୁଙ୍ଗ ଧରାଧରବିଗ୍ରହକାତର ବୃକ୍ଷବରେ
Category: କବିତା
ରଜୀତ ଦାସ କାଲି ହୁଏତ ମୁଁ ନଥିବିତମେ ଥିବ, କିମ୍ବାତମ ପରେ ଥିବ ଆଉ କିଏତା’ ସହ ଥିବ ଏଇ ସମୁଦ୍ର ଗର୍ଜନପକ୍ଷୀଙ୍କର ମଧୁର କୁଜନ । ବହୁଥିବ ନଈଗାଁମୁଣ୍ଡ ପୋଖରୀରେ ଫୁଟୁଥିବ କଇଁଗଛ
ସଂଘମିତ୍ରା ସାମନ୍ତରାୟ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଛବି ଭଳିପାପୁଲିର ମୁଦ୍ରାରେ ଏକ ଦୀର୍ଘସୂତ୍ରୀ ଜୀବନରେଖା,ସାଇତି ରଖିବାର ଅଭିପ୍ରାୟରେ ଯେତେଯେତେଶବ୍ଦମାନଙ୍କର ଆତଯାତ ଓ ଅନ୍ୟମନସ୍କତାହୁଏତ ହୋଇପାରେ କବିର କବିତା । ଏତେ ଦ୍ରୁତ ହୋଇପାରେ ସେମାନଙ୍କ
ସଞ୍ଜିତା ପ୍ରଧାନ ଆଜି ତାକୁ ଦେଖିଲିଖୁବ୍ ନିରୀହ ତା’ ଚେହେରାଇଚ୍ଛା ହେଲା ତାକୁ ଛାତିରେ ଜାକିକହିଯାନ୍ତି ବାକିଥିବା ଅନେକ କଥା …ପଚାରନ୍ତି ମୋ ଭିତରେରୁନ୍ଧି ହୋଇଥିବା ଅନେକ ପ୍ରଶ୍ନ …ଲିଭେଇ ଦିଅନ୍ତି ତା ମୋ
ଧର୍ମାନନ୍ଦ ମହାରଣା ଧନ ଦଉଲତ କି’ହେବରେ ଭାଇଥିଲେ ଥାଉ ଯେତେ ପାଶେଅନ୍ୟର ହିତରେ ନଲାଗିଲା ଯଦିତାହାର ମୂଲ୍ୟ କି ଆସେ । ଆପଣା ପୀଡ଼ାରେ ହୃଦୟ କାନ୍ଦୁଛିବାହୁନିବାହୁନି ଯହିଁଆନ ପୀଡ଼ା ଦେଖି ତୁମ ସେ
ଚିତ୍ତରଞ୍ଜନ ନାୟକ ଅନୁଭବ ତୁମେ ମୋ ପ୍ରେମରଯାହା ଉତ୍ପନ୍ନ ହେଲାପ୍ରଥମ ଥରମୋ କଅଁଳ ନିଷ୍ପାପ ହୃଦୟରୁ !! ସ୍ପର୍ଶ ତୁମେ ସେହି ସ୍ନେହରଯାହା ଅନୁଭୂତ ହୁଏକାହା କାନ୍ଧରେମସ୍ତକର ସାହାରାମାଗିଲେ !! ପ୍ରତୀକ୍ଷା ତୁମେସେହି ମିଳନ
ଶୁଭଲକ୍ଷ୍ମୀ ବେହେରା ଦେଖଣାହାରୀ ତ ଅନେକ କଥା କହିବେ,କହି କହି ତୁମ ସ୍ଵାଧୀନ ଚିନ୍ତାଧାରାକୁପରାଧୀନ ମଧ୍ୟ କରିବେ,ହେଲେ ତୁମେ ନିଜ ସମ୍ବନ୍ଧରେ ଭାବିବ ଯେତେଥର,ହୃଦୟ ତୁମକୁ ପ୍ରତିଥର ସାନ୍ତ୍ଵନା ଦେବ,ନିଜେ ମୁଁ ନିଜର ।
ଭବାନୀ ଶଙ୍କର ନାଥ ଗାଁ ସ୍ମୃତି ଏକ ଅପାସୋରାଆଈମା’ର କାହାଣୀ ପେଡ଼ି,ଯେତେ ସାଉଁଟିବ ସେତେ ଭାଳି ହବମନୁ ନହୋଇବ ଫେଡ଼ି । ଗାଁ ଚାଟଶାଳୀ, ତା’ ଧାନକିଆରୀମନହୁଏ ତାକୁ ଝୁରି,ତା’ ମାଟିପବନ ଚନ୍ଦନର ସମମାଥେ
