ଶିଶିର କୁମାର ପଣ୍ଡା ଆମ ଘର ଆଗେ ଥିଲା ଯେଉଁ ଖାଲି ପଡ଼ିଆଭାବିଚିନ୍ତି ସଫା କରି ଲଗେଇଲି ନଡ଼ିଆ । ଆଉ କିଛି ଜାଗା ବଞ୍ଚିବାରୁ ମୁହିଁ ଜାଣିକିପୋତିଦେଲି ଫୁଲ ଗଛ ଗୋଟେ ଗୋଟେ

Read More

ବିକାଶ କୁମାର ସାହୁ ମୁହଁରେ ତୁମର ଏମିତିନିତ୍ୟ ହସ ଥାଉ lତୁମ ଜନ୍ମଦିନରେ ମୋରସଦା ଏମିତି ହିଁ କାମନାମାନ ରହୁ ll ତୁମର ଅନେକ ଆଶା, ଆକାଂକ୍ଷା ଓସମ୍ପର୍କ ସବୁ,ସଫଳତାର ପାହାଚ ଚଢ଼ି ଚଢ଼ି

Read More

ଇଲିମା କର ସାମ୍ୟତାର ଗଛରେ ଆଜିବସା ବାନ୍ଧିଛି ଅସହିଷ୍ଣୁତାର ବିଷାକ୍ତ ପୋକଗୋରୁ ଭଳି ଚୋବାଇ ଖାଉଛି ଶାନ୍ତିର ସବୁ ସବୁଜପତ୍ରଶୋଷି ନେଉଛି ଭଲପାଇବାର ରସ । ଈର୍ଷାନ୍ଵିତ ପକ୍ଷୀମାନେତାଙ୍କ ଛୋଟିଆ ଥଣ୍ଟରେଟୁକୁରୁ ଟୁକୁରୁ କରି

Read More

ତାରାପ୍ରସାଦ ଜେନା ଲିଭିଲା ଚୂଲିର ଅଙ୍ଗାରକୁ ଏତେଫୁଙ୍କ ନାହିଁ ଫୁଙ୍କ ନାହିଁଦାଉଦାଉ ହୋଇ ଜଳିଗଲା ଯେବେପାରିବନି ଧାସେ ରହି………ଲିଭିଲା ଚୂଲିର ଅଙ୍ଗାରକୁ ଏତେଫୁଙ୍କ ନାହିଁ ଫୁଙ୍କ ନାହିଁ ।୦। ଉଜ୍ଜ୍ୱଳ ମୁହଁକୁ ଧୂଆଁରେ କାଳିଆକରିଦେବ

Read More

ହରି ମନୋରଞ୍ଜନ ପାଢୀ ଯୁବକଯୁବତୀ ମନେ ହତୋତ୍ସାହଦେଖିଣ ନିଯୁକ୍ତି ନୀତିଦେଶର ଉନ୍ନତି କେମିତି ହୋଇବକ୍ଷୁର୍ଣ୍ଣ ମାନବ ସମ୍ପତ୍ତି । ଶିକ୍ଷାନୀତି ଆଜି ଦିଗଭ୍ରଷ୍ଟ ହୋଇବଢ଼ାଏ କେବଳ ଜ୍ଞାନନୈତିକତା ହୀନ ନିଯୁକ୍ତି ବିହୀନଶିକ୍ଷାନୀତି ପ୍ରଚଳନ ।

Read More

ସନ୍ତୋଷ ପଟ୍ଟନାୟକ ଫଗୁର ଫଗୁଣ ଆସି ଫେରିଗଲା ସ୍ମୃତି ଦରିଆ ବେଳାରୁଆଗପରି ଆଉ ନଥିଲା ଜିଗର ସତେ ବିଚ୍ୟୁତ ମୋହରୁରୀତିରେ ରମିଲା ପ୍ରୀତି ପରସିଲା ନଥିଲା ସେତେ ଆଦରସମ୍ପ୍ରତି ସମୟ ସମୀକ୍ଷା ବୈଠକେ ଆଶା

Read More

ଦେବଯାନୀ ରାୟ ବସନ୍ତର ପ୍ରଥମ ଛୁଆଁରୁମରି ଗଲାଣି ଶୀତପୃଥିବୀରୁଦେହରୁ….. । ଫୁଲ ପସରାକୁ ବିଦାୟ ଦେଲାବେଳେଉର୍ଦ୍ଧ୍ୱ ଶ୍ୱାସ ନିଅନ୍ତି ପ୍ରେମୀତଥାପି, ଆଶା ଆଶ୍ୱାସନାର ଦୁର୍ବାର ମୋହରେଭାସିଚାଲେ ଜୀବନସେଥିରେ ଲୁଚା କଥା ବେଶୀନିବିଡ଼ତା କମ୍‌…… ।

Read More