ମଧୁମିତା ମିଶ୍ର ପଥର ପଥରେ ପଡ଼ି ରହିଥାଏ ନଯାଏ କାହାରି ଦୃଷ୍ଟି…ପଥର କୁହେନା କେବେ ସେ ଅଟଇ ଈଶ୍ୱରଙ୍କର ହିଁ ସୃଷ୍ଟି…।ପଥର ଆସିଲେ କାହାରି ବାଟରେ ଗୋଡ଼ରେ ଆଡ଼େଇ ହୁଏ…ପଥର ରହିଲେ ନଈର ଭିତରେ
Category: କବିତା
ଗାୟତ୍ରୀ ଦାସ ଶିଳ୍ପୀ …ଯେବେ ଏକଲାପଣ ଆଚ୍ଛନ୍ନ କରେ,ଧିମାଧିମା ନିଶା ହୋଇ ତମେଚଢୁଥାଅ ପାଦେ ପାଦେ ,ନିଦ୍ରା ନିବିଡ଼ ସ୍ଵପ୍ନମାନଙ୍କ ଦେହରେପରସ୍ତ ପରସ୍ତ ମୋହ ସଞ୍ଚି ଦେବାକୁ । ଏମିତି ବେଳେବେଳେ ନିରବରେଆକାଶମନସ୍କ ହେବାକୁ
ସୁପ୍ରଜିତ କୁମାର ସାହୁ କାହା ପ୍ରତୀକ୍ଷାରେ ଏ ଚଳଚଞ୍ଚଳ ଆଖିକେତେ ଭୟଙ୍କର ସତେ ଏ ବିନିଦ୍ର ରାତିଜହ୍ନ ଜୋଛନା କି ଥରୁଟେ ଆସନ୍ତ ଦେଖି !ବାଟ ଆର ପାରେ ରହିଛି କି ସେହି ସୁଖୀ
ଶୁଭଶ୍ରୀ ମହାରଣା ବିଶ୍ଵାସର ତାରବାଡ଼ରେବନ୍ଧା ରହିଛି ଆମ ସମ୍ପର୍କଯୋଉଠି ସନ୍ଦେହ ଓ ଅବିଶ୍ଵାସର ସ୍ଥାନ ନାହିଁବସ୍ ର ସିଟ୍ କୁ ରୁମାଲ ପକାଇଅକ୍ତିଆର କଲାପରିରଖିଛି କେବଳ ଚେନାଏ ହସଓ ମୁଠାଏ ଆତ୍ମବିଶ୍ଵାସ । କେବେକେବେତା’ର
ବିଶ୍ୱେଶ୍ୱର ମାଝୀ ବଳଭଦ୍ର କହୁଛନ୍ତି ଜଗା ଆଡ଼େ ଚାହିଁଆସିଗଲା ଝାଞ୍ଜି ଖରା କି କରିବା ଭାଇ !ଜଗନ୍ନାଥ ମୃଦୁ ହସି ବୋଲନ୍ତି ଉଦନ୍ତପଖାଳ ମହିମା ଶୁଣ ଭାଇ ବଳବନ୍ତ । ଶୀତ ଉଷାରେ ଗାଧୁଆ
