ଦୀପକ କୁମାର ସ୍ଵାଇଁ ତମ ଦାଣ୍ତ ଦୁଆରେ ଅଟକିଛି ହଳେ ପାଦପାଦ ତଳେ ଚାପି ଦେଇ ଯେତେ ଅପବାଦତମ ଗାଁ ପ୍ରତି ଗଳିର ଧୂଳିରେ ମୁଁ ଖୋଜୁଛିଜାଣି ଜାଣି ହଜାଇ ଥିବା ଜୀବନର ନିଧି
Category: କବିତା
ଶ୍ରୀପାଳ ପଣ୍ଡା ମନେ ଇଚ୍ଛାଙ୍କ କୋଳାହଳଚାଲିବାକୁ ସମାଜ-ପରିଜନ ସହକାନ୍ଧରେ କାନ୍ଧ ମିଳାଇ !ବାସ ! କେଇପାଦ ଚାଲିବା କିନ୍ତୁଉପେକ୍ଷିତ, ଅଗ୍ରାହ୍ୟ, ଅଯୋଗ୍ୟସେଇ ଭୟରେ ମୁଁ ଅସ୍ଥିର, ଅଶାନ୍ତମୁଁ ନିଃସଙ୍ଗ ପଥର ପଥିକ ! କର୍ତ୍ତବ୍ୟ
ସୁଚରିତା ପାତ୍ର ତା’ର ଷ୍ଟେସନ… ସେ ସବୁବେଳେ କୁହେଷ୍ଟେସନ ଥରିଗଲେପାଣି ପରି ସେ ବି ଚହଲିଯାଏ …କେଜାଣି ତା’ର କ’ଣ ଏତେ ଆନ୍ତରିକତା ଏଇ ବାଣୀବିହାର ଷ୍ଟେସନ ସହରେଳ ଟ୍ରାକ୍ ଠାରୁ ଆରମ୍ଭ କରି
ଏନ୍. ନିଳମାଧବ ପାତ୍ର ମୁଁ ସେମାନଙ୍କ କଥାକୁନିରବରେ ଶୁଣୁଥିଲି,ତା’ର ଅର୍ଥ ନୁହେଁମୁଁ ସେମାନଙ୍କୁ ସମର୍ଥନ କରୁଥିଲି । ଅସହାୟ ଏ ପରିବେଶରେ,ଅସମାପ୍ତ ଏ ଆଲୋଚନା,ଅଯୌକ୍ତିକ ଏ ଉପସ୍ଥାପନା…। ସବୁ ପୃଷ୍ଠା ଖୋଲି ଦେଉଥିଲାସେ ତରଙ୍ଗିତ
ବଳରାମ ପୂଜାରୀ ଦୂରରୁ ଦିଶୁଥିଲା, ଜଙ୍ଗଲ ମଝିରେମୋ ମାଟିଲେସା ସ୍ୱର୍ଗମୋ ମାଆର, ଜଙ୍ଗଲ ଫେରନ୍ତାବୋଝେ କାଠଭାରରୁଓହ୍ଲାଉଥିଲେ ଝାଳବୁହା ପାର୍ଶ୍ୱଦେବତା ମାନେ,ଜଳ, ଜମି, ଜଙ୍ଗଲ ଓ ଜୀବିକାର ସଂଜ୍ଞା ନିର୍ଦ୍ଧାରଣ କରୁଥିଲେଆବାହନ ହୋଇଥିବା, ଶୁଖିଲାଶୁଖିଲା ଦାରୁବ୍ରହ୍ମଖେଡ଼ଜନା,
ଜ୍ଞାନ ରଞ୍ଜନ ସ୍ଵାଇଁ ସବୁକିଛି ଠିକଠାକ ଅଛି ତୁମ ହାତଗଢା ବିଶ୍ୱର ସହର,ଠିକଣା ଜାଗାରେ ଗ୍ରହ, ଚନ୍ଦ୍ର, ନକ୍ଷେତ୍ର ଓ ତାରାଆକାଶ ତଳେ ଅତଳତଳ ସମୁଦ୍ର, ସମୁଦ୍ର ସେପାଖ ଶୂନ୍ୟଘରପାହାଡ଼, ପର୍ବତ, ଗଛ ଓ
ଭବାନୀ ଶଙ୍କର ନାଥ ଶାନ୍ତିର ପରୀ ମୁଁହିରେଶାନ୍ତି ମୋର ଲୋଡ଼ା,ଅଶାନ୍ତିର କାଳ ଗୃହରେକରାଅନା ମୋତେ ଛିଡ଼ା । ଏ କାଳ ଗୃହରୁ ମୁକ୍ତି କରିଦିଅ ବାହାରେ ମୋତେ ଛାଡ଼ି,ମୁକ୍ତ ଆକାଶେ ଉଡ଼ିବି ମୋଅବସ ଡେଣାକୁ
