ବିଭୁ ସାମନ୍ତ ଜଙ୍ଗଲ ଯିବୁ !କୋଳି ଖାଇବୁ ,ବାଘ ଆସିଲେ… ଡରିବୁନି ? ଏତିକି କହିସେ ଫୁଙ୍କିବା ଆଗରୁ ମୁଁତା’ ଆଖି ଯୋଡ଼ାକ ବନ୍ଦ କରିଦିଏ । ପୌଷ ସିନା ପାଉଁଶ ତଳୁମେଲାଣି ମାଗେହେଲେ
Category: କବିତା
ରାମକୃଷ୍ଣ ବାରିକ ଭୋଟ ସରିବା ପରେ…ଗାଁରେ ଆଉ କେହି କାଇଁକାନ ପାଖେ ଫୁସଫାସ୍ ହେଉନିଷଡ଼ଯନ୍ତ୍ରର ଶବ୍ଦ ଫାନ୍ଦି ସମର୍ଥନ ପାଇବାକୁଆଉ କିଏ କାଇଁ ଘରକୁ ଅନ୍ଧାରୀବିଜେ କରୁନି… ଅଦିନିଆ ଭଲମନ୍ଦ ବୁଝାର ପର୍ବ ସରିଛିମିଛିମିଛିକା
ଶତରୂପା ମିଶ୍ର ବାଗୀଶ୍ଵରୀ ଆହେ ଦେବୀ ସରସ୍ଵତୀ ଧରା ପରେ ଅବତରି,ବସନ୍ତ ପଞ୍ଚମୀ ଶୁଭ ମୁହୂରତେ ଦିଅ ସୁଜ୍ଞାନ ବିତରି । ଚନ୍ଦ୍ର ସମ ଶ୍ୱେତବସ୍ତ୍ର ପରିହିତା ଶ୍ୱେତ କମଳେ ବିରଜି,ଶ୍ୱେତ ରାଜହଂସ ବାହନେ
ସଞ୍ଜୟ କୁମାର ଜୟସିଂହ ସ୍ଵାର୍ଥ ପାଇଁ ଗଢା ନିବିଡ଼ ସମ୍ପର୍କଯେତେ ମିଛ ଅଭିନୟ,ସ୍ଵାର୍ଥ ସରିଗଲେ ଆପଣା ଯେ ପରଭୁଲିଯାଏ ପରିଚୟ । ମଣିଷ ହୋଇକି ମଣିଷ ଚିହ୍ନିବାସହଜ ନୁହଁଇ ଏତେ,ମଣିଷ ଭିତରେ ମଣିଷ ଅଛନ୍ତିଦାନବ
ସତ୍ୟନାରାୟଣ ଗନ୍ତାୟତ ହେ ନେତାଜୀ !ସ୍ୱପ୍ନ ତୁମ ସତତ ସତେଜଅନ୍ତହୀନ ତୁମରି ସଂଗ୍ରାମମୃତ୍ୟୁଂଜୟୀ ତୁମେକାଳ ଆଉ ମହାକାଳ ପାଇଁ ! ହେ ନେତାଜୀ !ତୁମେ ସଦା ଆୟୁଷ୍ମାନସତ୍ୟ ଥିଲା ତୁମ ଶସ୍ତ୍ରସାହସ ହିଁ ଥିଲା
