ସତ୍ୟନାରାୟଣ ଗନ୍ତାୟତ ହେ ନେତାଜୀ !ସ୍ୱପ୍ନ ତୁମ ସତତ ସତେଜଅନ୍ତହୀନ ତୁମରି ସଂଗ୍ରାମମୃତ୍ୟୁଂଜୟୀ ତୁମେକାଳ ଆଉ ମହାକାଳ ପାଇଁ ! ହେ ନେତାଜୀ !ତୁମେ ସଦା ଆୟୁଷ୍ମାନସତ୍ୟ ଥିଲା ତୁମ ଶସ୍ତ୍ରସାହସ ହିଁ ଥିଲା
Category: କବିତା
ଆରତୀ ବେହେରା ଯୋଗ୍ୟ ନୁହେଁ ମୁହିଁ ଯଦି ପ୍ରିୟତମ ଭୁଲିଯିବ ଆଜି ପରେ ଭୁଲିଯିବ ସେହି ସ୍ୱପ୍ନ ସବୁ ଯାହା ଦେଖିଥିଲେ କେବେ ଥରେ ମୋ କପାଳେ ନାହିଁ ତୁମକୁ ପାଇବା କାହିଁକି କରିବି
ଉତ୍କଳ ଗୌରବ ମଧୁସୂଦନ ଦାସ ତୁ ପରା ବୋଲାଉ ଉତ୍କଳ ସନ୍ତାନକାହିଁ ପାଇଁ ଏଡ଼େ ଭୀରୁ !ତୋହର ଜନନୀ ରୋଦନ କରିଲେକହିବାକୁ କିମ୍ପା ଡରୁ ? ତୋ ପୁର୍ବ ପୁରୁଷେ ବୀର ପଣିଆରେଲଭିଥିଲେ କେତେ
ଚାରୁ ଚନ୍ଦନ ଦାଶ ଯିଏ ମୋତେ ଜିଇଁବା ଶିଖାଇଛିଯାହାର ଅଜାଣତରେ ମୁଁ ଗୁଡ଼ାଏ କବିତା ବି ଲେଖିଛିତାକୁ ନେଇ, ତା’ ସହ ବିତାଇଥିବା ଅନେକ ମୁହୂର୍ତ୍ତ,ଏପରିକି ତା’ର ଏକାନ୍ତ ସମୟକୁ ନେଇ।କିନ୍ତୁ, ସେ କିଛି
