ଦିବାକର ନାୟକ ଶାବର ଶ୍ରୀକ୍ଷେତ୍ରେ କେଡ଼େ ଆନନ୍ଦରେଝରଝର ଝରେ ବରଷାମନ୍ଦିର ବେଢାରୁ ଭକ୍ତ ପଦ ରେଣୁଧୋଇ ଦେଉଥାଏ ସହସା (୦) ମହାମନା ବର୍ଷା ଜାଣେ କିବା ସତେକାଳିଆଠୁ ବଡ଼ ଭକତମନ୍ଦିରକୁ ଯାଇ ପାରିବନି ବୋଲିସାଜିଛି
Category: କବିତା

ପରମେଶ୍ଵର ଓଝା ଏ ପଇଁତିରିଶି ବର୍ଷ ଜୀବନ ଭିତରେମୁଁ କେବଳ ତମ ଲାଗି କେତେଥର ମରିକେତେଥର ଜିଇଁଛି ତା ହିସାବ ନାହିଁହେଲେ ତୁମେ କହୁଛ ତୁମେ ତଥାପି ଅଶାନ୍ତିରେ ! ଏଇ ଖାଲଢିପ ଜୀବନ

ଲଲାଟେନ୍ଦୁ କବି ଉଠ କଥା ମାନି ମାନିନୀଗଲା ଯାମିନୀ ସରି;ଡାକରା ହେଲାଣି ମେଲାଣିଘେନି ଯିବି ସେ ପାରି ।୧। କାନେ କାନେ କହି ଯିବି ଗୋମୋର ମରମ ବ୍ୟଥା;କାଲି କହିବନି ଗଲି ମୁଁଚାଲି ନବୋଲି

ତପନ କୁମାର ସାହୁ ଜିତିଲେ ଟିକେ ହସୁଛିହାରିଲେ କାନ୍ଦୁଛିମୁଁ ଏବେ ମୋ ଭାଗ୍ୟକୁ ନିନ୍ଦୁଛି !! ସଂଘର୍ଷ ଏବେ ଲକେଟ୍ ହୋଇ ଝୁଲୁଛିତା’ ପ୍ରତାରଣା ଏବେ ବି ଦଂଶୁଛିତା’ ଛଳନା ଏବେ ବି ଗ୍ରାସିଛିମୁଁ

ଡଃ. କୁଳାଙ୍ଗାର ଚୋରମାନେ ଯଦିଓ କଠିନ ପରିଶ୍ରମ କରନ୍ତିଏଠା ମାଲ୍ ନେଇ ସେଠାର ବାକ୍ସରେ ଭରନ୍ତି;ଧନକୁ ଖେଳାଇ ଅର୍ଥନୀତି ଦୃଢ କରନ୍ତିସଭିଏଁ ତାଙ୍କୁଇଁ ଗାଳିମନ୍ଦ କରି ମାରନ୍ତି ! ଚୋରଟି ଅଟଇ କୁଶଳୀ ଓ

ଅଭିଜିତ୍ ସାହୁ ନା କାଉର କର୍କଶ ରାବ ନା କୁମ୍ଭାଟୁଆ ବଣି,କୋଇଲିର କୁହୁକୁହୁ ସ୍ଵର, ଆଉ ତ ଶୁଭୁନି । ଶୁଭୁନାହିଁ ଆଉ ଗୋରୁ ଗୋଠ ହମା ରଡ଼ି,ନାହିଁ ଯେ ବସନ୍ତ, ନା ଅଛି

ଇଂ ସଚିଦାନନ୍ଦ ବାରିକ ଏଠି ଗୁରୁ ତ ସମସ୍ତେତମେ, ମୁଁପଢୁଥିବା ପଢଉଥିବାଶିଖୁଥିବା ଶିଖାଉଥିବାଏମିତି ଅନେକ …ସମସ୍ତେ ଜ୍ଞାନର ଅଧିକାରୀ, ଅଧ୍ୟବସାୟ, ସାଧାନା ଆଉ ପରିବେଶଏସବୁ ଜଣେ ଜଣେ ଉତ୍ତମ ଶିକ୍ଷକସେମାନଙ୍କ ତ୍ୟାଗ ବଳିଦାନକୁ ନେଇଯେତେସବୁ

ଶର୍ମିଷ୍ଠା ମହାନ୍ତି ମନ ମୋର ବୁଲି ଆସେ ସ୍ମୃତି ନଦୀ ତୀରେଯେଉଁଠି ଆମର ଶେଷ ଦେଖା ହୋଇଥିଲାଶେଷ କି ଆରମ୍ଭ ସେତ ସମୟର ଖେଳଯୁଗ ଶେଷ ହେଲେ ପୁଣି ଯୁଗର ଆରମ୍ଭ … ସେହି

ଜିତେନ୍ଦ୍ର ପରିଡ଼ା ଦାଣ୍ଡ ଦୁଆର ସେପଟୁହାୱାଇ ଚପଲର ଫଟଫଟ ଶବ୍ଦପବନରେ ଘର ଭିତରକୁ ପଶେକାହିଁକି କେଜାଣି ଛାତି ଧଡପଡ୍ ହୁଏମା’ର ଶୁଖିଲା ମୁଁହ ଶେଥା ପଡିଯାଏ ॥ ଚପଲ ଶବ୍ଦରୁ ହିଁ ବୁଝିହୁଏଆଉଥରେ ଶରାଘାତ