ଇଂ ସଚିଦାନନ୍ଦ ବାରିକ ଏଠି ଗୁରୁ ତ ସମସ୍ତେତମେ, ମୁଁପଢୁଥିବା ପଢଉଥିବାଶିଖୁଥିବା ଶିଖାଉଥିବାଏମିତି ଅନେକ …ସମସ୍ତେ ଜ୍ଞାନର ଅଧିକାରୀ, ଅଧ୍ୟବସାୟ, ସାଧାନା ଆଉ ପରିବେଶଏସବୁ ଜଣେ ଜଣେ ଉତ୍ତମ ଶିକ୍ଷକସେମାନଙ୍କ ତ୍ୟାଗ ବଳିଦାନକୁ ନେଇଯେତେସବୁ
Category: କବିତା
ଶର୍ମିଷ୍ଠା ମହାନ୍ତି ମନ ମୋର ବୁଲି ଆସେ ସ୍ମୃତି ନଦୀ ତୀରେଯେଉଁଠି ଆମର ଶେଷ ଦେଖା ହୋଇଥିଲାଶେଷ କି ଆରମ୍ଭ ସେତ ସମୟର ଖେଳଯୁଗ ଶେଷ ହେଲେ ପୁଣି ଯୁଗର ଆରମ୍ଭ … ସେହି
ଜିତେନ୍ଦ୍ର ପରିଡ଼ା ଦାଣ୍ଡ ଦୁଆର ସେପଟୁହାୱାଇ ଚପଲର ଫଟଫଟ ଶବ୍ଦପବନରେ ଘର ଭିତରକୁ ପଶେକାହିଁକି କେଜାଣି ଛାତି ଧଡପଡ୍ ହୁଏମା’ର ଶୁଖିଲା ମୁଁହ ଶେଥା ପଡିଯାଏ ॥ ଚପଲ ଶବ୍ଦରୁ ହିଁ ବୁଝିହୁଏଆଉଥରେ ଶରାଘାତ
ଶିଶିର କୁମାର ପଣ୍ଡା ଆମ ଘର ଆଗେ ଥିଲା ଯେଉଁ ଖାଲି ପଡ଼ିଆଭାବିଚିନ୍ତି ସଫା କରି ଲଗେଇଲି ନଡ଼ିଆ । ଆଉ କିଛି ଜାଗା ବଞ୍ଚିବାରୁ ମୁହିଁ ଜାଣିକିପୋତିଦେଲି ଫୁଲ ଗଛ ଗୋଟେ ଗୋଟେ
ଇଲିମା କର କେବେକେବେ ମନେ ହୁଏ ତୁମେ ଯେପରିଏକ ବିନ୍ଦୁ ସରସୀର ଜଳମୁକ୍ତା ଭଳି ପଡ଼ିବ ମୋ କପାଳେବୋହି ଟଳମଳ । ସେହି ସରସୀର ଜଳରେ ଥୋଇଅଜ୍ଞାନର ଯେତେ ପାପମନ କିଏ କରିବ ଉଷ୍ମ
ଇଂ ସଚିଦାନନ୍ଦ ବାରିକ ମୁଁ ଜାଣିନିତୋ ପାଖେ ମୋର ବାର୍ତ୍ତା ପହଞ୍ଚେ କି ନାହେଲେଏ ପଟେ ଦିନ ରାତିଏମିତି ବି ନିଦ ଲାବିବା ଯାଏଁକେବଳ ତୁ ହି ତୁ … ଏବେ ତୁ କହିପାରୁନିହାତି
ଇଲିମା କର ସାମ୍ୟତାର ଗଛରେ ଆଜିବସା ବାନ୍ଧିଛି ଅସହିଷ୍ଣୁତାର ବିଷାକ୍ତ ପୋକଗୋରୁ ଭଳି ଚୋବାଇ ଖାଉଛି ଶାନ୍ତିର ସବୁ ସବୁଜପତ୍ରଶୋଷି ନେଉଛି ଭଲପାଇବାର ରସ । ଈର୍ଷାନ୍ଵିତ ପକ୍ଷୀମାନେତାଙ୍କ ଛୋଟିଆ ଥଣ୍ଟରେଟୁକୁରୁ ଟୁକୁରୁ କରି
ତାରାପ୍ରସାଦ ଜେନା ଲିଭିଲା ଚୂଲିର ଅଙ୍ଗାରକୁ ଏତେଫୁଙ୍କ ନାହିଁ ଫୁଙ୍କ ନାହିଁଦାଉଦାଉ ହୋଇ ଜଳିଗଲା ଯେବେପାରିବନି ଧାସେ ରହି………ଲିଭିଲା ଚୂଲିର ଅଙ୍ଗାରକୁ ଏତେଫୁଙ୍କ ନାହିଁ ଫୁଙ୍କ ନାହିଁ ।୦। ଉଜ୍ଜ୍ୱଳ ମୁହଁକୁ ଧୂଆଁରେ କାଳିଆକରିଦେବ
