ହରି ମନୋରଞ୍ଜନ ପାଢୀ ଯୁବକଯୁବତୀ ମନେ ହତୋତ୍ସାହଦେଖିଣ ନିଯୁକ୍ତି ନୀତିଦେଶର ଉନ୍ନତି କେମିତି ହୋଇବକ୍ଷୁର୍ଣ୍ଣ ମାନବ ସମ୍ପତ୍ତି । ଶିକ୍ଷାନୀତି ଆଜି ଦିଗଭ୍ରଷ୍ଟ ହୋଇବଢ଼ାଏ କେବଳ ଜ୍ଞାନନୈତିକତା ହୀନ ନିଯୁକ୍ତି ବିହୀନଶିକ୍ଷାନୀତି ପ୍ରଚଳନ ।
Category: କବିତା
ସନ୍ତୋଷ ପଟ୍ଟନାୟକ ଫଗୁର ଫଗୁଣ ଆସି ଫେରିଗଲା ସ୍ମୃତି ଦରିଆ ବେଳାରୁଆଗପରି ଆଉ ନଥିଲା ଜିଗର ସତେ ବିଚ୍ୟୁତ ମୋହରୁରୀତିରେ ରମିଲା ପ୍ରୀତି ପରସିଲା ନଥିଲା ସେତେ ଆଦରସମ୍ପ୍ରତି ସମୟ ସମୀକ୍ଷା ବୈଠକେ ଆଶା
ଦେବଯାନୀ ରାୟ ବସନ୍ତର ପ୍ରଥମ ଛୁଆଁରୁମରି ଗଲାଣି ଶୀତପୃଥିବୀରୁଦେହରୁ….. । ଫୁଲ ପସରାକୁ ବିଦାୟ ଦେଲାବେଳେଉର୍ଦ୍ଧ୍ୱ ଶ୍ୱାସ ନିଅନ୍ତି ପ୍ରେମୀତଥାପି, ଆଶା ଆଶ୍ୱାସନାର ଦୁର୍ବାର ମୋହରେଭାସିଚାଲେ ଜୀବନସେଥିରେ ଲୁଚା କଥା ବେଶୀନିବିଡ଼ତା କମ୍…… ।
ବିକାଶ କୁମାର ସାହୁ ମୁଁ ପାନ୍ଥଶାଳା,ମୁଁ ନିରବଦ୍ରଷ୍ଟା,ମୁଁ ଦେଖିଛି …..!କଳଙ୍କିତ ପଥର ପଥିକ /ଅନେକ ନିରୀହ ଚେହେରା ! ପଥକ୍ଲାନ୍ତି ମେଣ୍ଟାଉ ମେଣ୍ଟାଉ –ଯୁଗଳଙ୍କ ;ଦେହ ଦେହ ଆବଣ୍ଟନର,ସାଜିଛି ବି ରଙ୍ଗଶାଳା lମୁଁ ଦେଖିଛି…..
ହରି ମନୋରଞ୍ଜନ ପାଢୀ ଆସିବ ଆସିବ ବୋଲି ଭାବୁ ଭାବୁ,ପୁରା ପାଞ୍ଚ ବର୍ଷ ଲାଗିଗଲାତୁମେ ଆସିବା ପାଇଁ,ଫାଇଲିନ୍ ଓ ହୁଦ୍ ହୁଦ୍ ପରେଭାବିଥିଲି,ଆଉ ଆସିବ ନାହିଁଏ ପଲିଥିନ ଚାଳିରୁମୁକୁଳିଯିବି ବୋଲି … ଆଉ ପିଲାଦିନେ
ମାନସ ରଞ୍ଜନ ସ୍ଵାଇଁ କେମିତି କହିବିଅନାମ ଉଦାସରେମୋ ପଟର ଇପ୍ସିତ ଦୃଶ୍ୟଗୋଟେ କୃଷ୍ଣପକ୍ଷର ଲମ୍ବିଥିବା ରାସ୍ତା ବୋଲିଯେଉଁଠି କିଛି ଶୀର୍ଷକ ନରଖିକେହି ତ ଛାଡ଼ିଲେନି ପଦଚିହ୍ନଗୋଟେ ନିତାନ୍ତ ଖାଲି ଜାଗାରେପ୍ରସ୍ତୁତ ଥାଇ ଗୋଟେ ହାତରେ
