ଦେବଯାନୀ ରାୟ ତମେ ମତେ ଭଲଲାଗଯେମିତି ନିହାତି ଆପଣାର କେହି ଜଣେସେଥିପାଇଁ ତ ମୁଁ ତୁମ ସହମନ ଖୋଲି ଗପେସ୍ୱପ୍ନକୁ ସଜାଏ ।।ମତେ ଲାଗେତୁମ ଆଖିର ଅକ୍ଷାଂଶରେ ଅଙ୍କାଆକାଶର ନକ୍ସା ।। ହୁଏତ ଆଉ
Category: କବିତା
ଜ୍ଞାନେନ୍ଦ୍ର ଅଧା ଖରା ଅଧା ଛାଇରଷଢ଼ଋତୁରେ ଅଭିମନ୍ତ୍ରିତ ହୋଇମାଟି ହସିଉଠି ଜୀଉଁଥିଲା ପରି,ପ୍ରାପ୍ତି ଅପ୍ରାପ୍ତି ହସ ଲୁହରପର୍ଯ୍ୟାୟବାଚୀରେପ୍ରେମକୁ ବି ତଜୀଇଁବାକୁ ହୁଏ । କେବେ କେବେଦୀର୍ଘଦିନ ଧରି ଖେଳି ଯାଇପାରେନିରାଶାର ଅତିରଞ୍ଜିତ ଗ୍ରୀଷ୍ମ ଉତ୍ତାପ
ମନୋଜ ଦାସ ବିଲାତ ଦେଶରେ ଏକ ହଳଦିଆ ଭାଲୁକହିପାରେ କଥା ଗୁଲୁଗୁଲୁମୁଁ ଯଦି ଏ କଥା କହନ୍ତିମାନି ନେବ ଅବନୀ ମହାନ୍ତି । ଅବନୀ ମହାନ୍ତି ମୋର ଚାଲିଗଲାଇହଧାମ ଛାଡି଼ଏକାଶୀ ବରଷ ବଞ୍ଚି, ନ
ଜ୍ଞାନେନ୍ଦ୍ର ତୁମେ ମୋତେ ଦିଶୁଛଏ ସାରା ଆକାଶ ବ୍ରହ୍ମାଣ୍ଡତୁମ ବାସ୍ନାୟିତ ଆଭାରେଦିନ ରାତି ଧରି ଝଲସୁଛିଏ ପୃଥିବୀ । ମୁଁଆଜନ୍ମ ବାମନଟିଏଛୁଇଁ ପାରେନାହିଁନିଷ୍ପାପ ଆଶାର ଚନ୍ଦ୍ରକୁକୁହ ତୁମକୁ କେମିତିଛୁଇଁବି? ଖାତାରେ ପାପ ପୁଣ୍ୟକିଛି ବି
ଜ୍ଞାନେନ୍ଦ୍ର ଏଇ ସମୟ କହି ପାରିଥାନ୍ତା ବର୍ଷା ପରେ ଭିଜା ପୃଥିବୀର ଅକୁହା କଥା, ତମ ଦୁଃଖ ତମେ କହିଥାନ୍ତ ମୁଁ ବି କହିଥାନ୍ତି ମୋ ଦୁଃଖ । ଏମିତି ଭାବରେ ଆମ ଭଲ
