ସୌମ୍ୟ ରଞ୍ଜନ ପାଳ ଗହନ ସଙ୍କେତଗ୍ରହଣ କରିଣଗିରି ଲଙ୍ଘିଯାଏ ଶିଷ୍ୟ ,ଗଙ୍ଗା ସମକକ୍ଷଗରିଷ୍ଠ ଆଦେଶଗଠନ କରେ ମନୁଷ୍ୟ ।ଗୂଢ଼ପଦ ରୂପିଗୂଢ ରହସ୍ୟ’ଯେଗଚ୍ଛିତ ରହେ ମଥାରେ ,ଗନ୍ଧବହ ସାଥେଗମନ କରଇଗରିମା ଦେଶେ ବିସ୍ତାରେ ।ଗଣାଧିକ ନିଜେଗଗନ
Category: କବିତା
ପୁଷ୍ପାଞ୍ଜଳି ପଣ୍ଡା ଦିନେ ନିସ୍ତେଜ ହୋଇ ପଡିବ,ଶୁଭିବନି ଡାକ, ହଲିବନି ଦେହସମସ୍ତ ଆଖି ଭିଜିବ,ଆତ୍ମା ଅଜଣାତେ ଉଡ଼ି ଯିବ…!!ସତ୍ୟ କର୍ମ ର ଧ୍ୱଜା ଉଡିବ।।ସବୁ ଛାଡ଼ି ଯିବ ଏଠି,ପାଣି ପବନର, ମାଟିର ନିଆଁରସ୍ତ୍ରୀ ପିଲାଙ୍କର
ଓମ୍ ମିଶ୍ର ରକ୍ତ, ମାଂସ, ହାଡ଼, ହୃଦୟ ନାହିଁ ତାହାରହେଲେ ଦୃଶ୍ୟ ଦେଖେ ସେ ହୃଦୟ ବିଦାରକସଂଜ୍ଞାରେ ଦେଖିନି ଯାହାକୁ ଆଜି ଏ ମଣିଷସେ ଦୃଶ୍ୟ ର ପ୍ରତ୍ୟେକ୍ଷ ସାକ୍ଷୀ ଆଜି ମୂକ। କେବେ
ସୁଧିରେନ୍ଦ୍ର ପରିଜା ପଚାଷ ଟପିଲାବୟସ ବଢ଼ିଲାଖସିଲାଣି ଦେହୁ ବଳତୁମ କଥା କାହିଁପଡ଼ିଲେ ମନଟାହୁଅଇ ଚଳଚଞ୍ଚଳ ଜହ୍ନ ଜୋଛନାକୁନଦୀର ଧାରାକୁଯେମିତି ମୁଁ ପାଏ ଭଲତୁମେ ବି ସେମିତିଜୀବନେ ମୋହରସାଜିଛ ଅମୂଲ ମୂଲ ପହିଲି ଦେଖାରସେଇ ଆକର୍ଷଣଏ