ସତ୍ୟନାରାୟଣ ଗନ୍ତାୟତ

କୋଳାକୋଳି : ଏକ
ଖାଇ ପିଇ ଶୋଇ ସତରେ ଏଡ଼ିକି ଯାଇଚେ ଆମେ ମୋଟେଇ
କୋଳାକୋଳି ପାଇଁ ହମହମ ହେଲେ କୁଣ୍ଢ ମୋଟେ ପାଉ ନାଇଁ !!

କୋଳାକୋଳି : ଦୁଇ
ଚତୁରେ ଚତୁରେ ହୋଇ ଯାଉଥାନ୍ତି ଏଠି ସିନା କୋଳାକୋଳି
ମନ ସହ ମନ ଥରୁଟେ ଦୁହିଁଙ୍କ ଭଲା ଯାଇଥାନ୍ତା ମିଳି ?

“ସୁହାସିତମ୍”,କସ୍ତୁରୀ ନଗର, ରାୟଗଡା : ୭୬୫୦୦୧, ମୋବାଇଲ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା ସହ ସ୍ତମ୍ଭ ନିବନ୍ଧାଦି ବିବିଧ ବିଷୟକ ଗଦ୍ୟ ରଚନାରେ ରୁଚି ରଖି ଆସିଥିବା ଲେଖକଙ୍କ “ଥୁଣ୍ଟାଗଛ” ଓ “ଛବିର ମଣିଷ” ଶୀର୍ଷକ ଦୁଇଟି କବିତା ବହି ପ୍ରକାଶିତ । ଏଲ.ଆଇ.ସି, ରାୟଗଡ଼ା ଶାଖାର ସେବାରତ ଲେଖକ ସମ୍ପ୍ରତି ନିଜ ଦିବଙ୍ଗତ ଅନୁଜ ଗନ୍ତାୟତ ଶିବପ୍ରସାଦ ଓ ଅଗ୍ରଜା ନିର୍ମଳାଙ୍କ ଅପ୍ରକାଶିତ ରଚନାବଳିଙ୍କ ସଙ୍କଳନ ଓ ସଂକରକ୍ଷଣର ଭଳି ସାରସ୍ୱତ କର୍ମରେ ନିମଗ୍ନ ।

 

 

Related Posts

Leave a Reply

Your email address will not be published. Required fields are marked *