ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକପାଠିକା ମାନଙ୍କ ସକାଶେ ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ

Read More

ଭୁବନେଶ୍ଵର : ବସୁମତୀ ସାହିତ୍ୟ ସଂସଦ, ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନର ସଭାଗୃହରେ କବି ଗୁଣସାଗର ଦାଶଙ୍କ କବିତା ସଂକଳନ ‘ଭୂମିରୁ ଭୂମା’କୁ ଉନ୍ମୋଚିତ ହୋଇଯାଇଛି । ଗିରିଜା ଶଙ୍କର ଶର୍ମାଙ୍କ

Read More

ଘନଶ୍ୟାମ ପଲେଇ ଶ୍ରବଣ କୁମାର ଅନ୍ଧ ବାପାମା’ରକରୁଥିଲା ସଦା ସେବାକାନ୍ଧରେ ଭାରକୁ ବୋହିଣ ଦିହିଁଙ୍କୁକରଇ ଆଣିବା ନେବା । (୧) ତାଙ୍କରି ଶରଧା ଦୂର କରେ ବାଧାସଞ୍ଚାରେ ନୂତନ ପ୍ରାଣଏ ସ୍ଥାନୁ ସେ ସ୍ଥାନ

Read More

ତାରାପ୍ରସାଦ ଜେନା ଚିତ୍ରଲେଖା ତୁମେ ନିରିମାଖୀ ହେଲଧୋକଡ଼ି ପଣତ ଲାଜଶୁଖିଲା ଗେଲରେ ଆଖିର ଓଦାକୁକଅଁଳ ଗେଲେଇ ସଜ । ଶାନ୍ତିର ମନ୍ତ୍ରରେ ଘରର ଦିଅଁଙ୍କୁପୂଜାରେ ଲାଗିଚ ବେଶିଅଶାନ୍ତି ରାଗକୁ କେହି ବି ଦେଖିନିପାଇଛ ବରକୁ

Read More

ଗୌରପ୍ରିୟା ଦାଶ ବୋଉ ମାତ୍ର ଏକ ଶବ୍ଦ ନୁହେଁ ମାୟା ମମତାରବୋଉର ବର୍ଣ୍ଣନା ପାଇଁ ଶବ୍ଦ ଥରହର,ଓଠରେ ମୋ ଦରୋଟି ଶବ୍ଦ ଖଞ୍ଜିଥିବାଅସରନ୍ତି ଶବ୍ଦର ଭଣ୍ଡାର। । ବୋଉ ମୋ ସର୍ବସ୍ୱ ପଞ୍ଚତତ୍ତ୍ଵ ବ୍ରହ୍ମାଣ୍ଡରକି

Read More

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରଏକ ପାଞ୍ଚ ଦିନିଆ ‘ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ଶିବିର ଉଦ୍‌ଘାଟିତ ହୋଇଛି

Read More

ଲତିକା ମହାପାତ୍ର ଆଜିକାଲି ଖୁବ ହଇଚଇଗୋଟେ ତୁମ୍ଭି ତୋଫାନଅସମ୍ଭବ ଦରଦର ସୁଅଲେଖନୀମାନେ ଚଳଚଞ୍ଚଳମୁଖା ତଳେ ଜାନୁଆର ହସକୁତ୍ସିତ କଟାକ୍ଷଦରଦର ଝୀନ ଆବରଣ ତଳେକାମନାର କୋଳାହଳ … ଆମେ କେଉଁ ସବୁ ଦୁଃଖକୁ ବଖାଣିବାବିକଳରେ କ୍ରନ୍ଦନ

Read More

କିଶୋର ଚନ୍ଦ୍ର ହୋତା ଏହା ହେଉଛି ୨୦୧୫ ମସିହାର କଥା । ଆଜି ଯେତେବେଳେ ଦେଶରେ ସ୍ୱାଧୀନତା ଦିବସ କିମ୍ବା ଗଣତନ୍ତ୍ର ଦିବସ ପାଳନ କରାଯାଏ ବିଗତ ବର୍ଷରେ ଘଟିଥିବା ସେ ଘଟଣାଟି ମନେପଡ଼େ

Read More

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ଏକ ପାଞ୍ଚ ଦିନିଆ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ ଶିବିର’ ଉଦଯାପିତ ହୋଇଯାଇଛି।

Read More