ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଅନୁସୂଚିତ ଜନଜାତିର ଛାତ୍ର-ଛାତ୍ରୀମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ପାଇଁ, କୌଶଳ ଆୟତ କରିବା ଉପରେ ସଂସାଧକମାନଙ୍କ ଚାରି ଦିନିଆ
Author: ସହ-ସମ୍ପାଦକ
ଡ. ଅମୀୟ ମହାପାତ୍ର ସିନ୍ଦୂରା ଫାଟିଲାପୂରୁବ ଆକାଶେ ସୂରୁଯ ଉଠିଲାପକ୍ଷୀ କଳରବ ସକାଳ ସନ୍ଦେଶ ଦେଇଗଲା । ସକାଳ ଶୀତଳ ସୁଲୁସୁଲୁ ବାଆଦେହ ଉଲୁସାଇ ଦିଏ,ସୁନ୍ଦର ଶ୍ୟାମଳ ପ୍ରକୃତି ସୁଷମାଜନ ମନ ମୋହି ନିଏ
ଭୁବନେଶ୍ୱର : ମାଟିଘର ସାହିତ୍ୟ ଆସରର ଚତୁର୍ଥ ବାର୍ଷିକ ଉତ୍ସବ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକପାଠିକା ମାନଙ୍କ ସକାଶେ ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ
ସୁବଳ ମହାପାତ୍ର ନା ଅଭି, ଆଉ ନୁହଁ । ଏବେ ତାଙ୍କ ପାଇଁ ଜଣେ ଡୋନର ହିଁ ଖୋଜିବାକୁ ପଡ଼ିବ । ଅଲରେଡ଼ି ଦୁଇ ଥର ହାର୍ଟ ଷ୍ଟ୍ରୋକ ହେଇ ସାରିଲାଣି । ଆଉ
ଭୁବନେଶ୍ଵର : ବସୁମତୀ ସାହିତ୍ୟ ସଂସଦ, ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନର ସଭାଗୃହରେ କବି ଗୁଣସାଗର ଦାଶଙ୍କ କବିତା ସଂକଳନ ‘ଭୂମିରୁ ଭୂମା’କୁ ଉନ୍ମୋଚିତ ହୋଇଯାଇଛି । ଗିରିଜା ଶଙ୍କର ଶର୍ମାଙ୍କ
ଘନଶ୍ୟାମ ପଲେଇ ଶ୍ରବଣ କୁମାର ଅନ୍ଧ ବାପାମା’ରକରୁଥିଲା ସଦା ସେବାକାନ୍ଧରେ ଭାରକୁ ବୋହିଣ ଦିହିଁଙ୍କୁକରଇ ଆଣିବା ନେବା । (୧) ତାଙ୍କରି ଶରଧା ଦୂର କରେ ବାଧାସଞ୍ଚାରେ ନୂତନ ପ୍ରାଣଏ ସ୍ଥାନୁ ସେ ସ୍ଥାନ
ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରଏକ ପାଞ୍ଚ ଦିନିଆ ‘ସମ୍ପାଦନା, ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ଶିବିର ଉଦ୍ଘାଟିତ ହୋଇଛି
