ପଞ୍ଚାନନ ବେହେରା ପାରୁଛ ତ ଫେରେଇଦିଅମୋ ଅବଶିଷ୍ଟ ଭୂଖଣ୍ଡନିଷ୍ପେସିତ ମୋ ଚତୁର୍ଦିଗଅସହ୍ୟ ତୁମର ଜୁଲୁମ, ଫାଶୀ ଦଣ୍ଡ । ବଂଚିଯିବି ଅନାୟାସରେବାକିତକ ଆୟୁଷକୁ ନେଇମୋ ସାମ୍ରାଜ୍ୟରେ ମୁଁ ରାଜାନିଜକୁ ପ୍ରଜାର ଦ୍ୱାହି ଦେଇଦ୍ୱାରସ୍ଥ ହେବିନି
ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ୧୩୦ ପାଠକଙ୍କ ଦସ୍ତଖତ ପ୍ରସାରଣ ବନ୍ଦ ଦାବି ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ଶିଶୁ ପତ୍ରିକା ‘ଶିଶୁଲେଖା’ରେ ପ୍ରଥିତଯଶା ଲେଖକ ମନୋଜ ଦାସଙ୍କ ଫଟୋକୁ
କଟକ : କଳ୍ପନା ସାହିତ୍ୟ, ସାଂସ୍କୃତିକ ଏବଂ ସାମାଜିକ ପରିଷଦ ପକ୍ଷରୁ କବିତା ସଂକଳନ ‘ବୀଥିକା’ର ଉନ୍ମୋଚନ ଶ୍ରୀରାମଚନ୍ଦ୍ର ଭବନଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ନାରାୟଣ ଚନ୍ଦ୍ର ସେନାପତି ଅଧ୍ୟକ୍ଷତାରେ ଉଦଘାଟକ ତରୁଣ
ଲଲାଟେନ୍ଦୁ କବି ଉଠ କଥା ମାନି ମାନିନୀଗଲା ଯାମିନୀ ସରି;ଡାକରା ହେଲାଣି ମେଲାଣିଘେନି ଯିବି ସେ ପାରି ।୧। କାନେ କାନେ କହି ଯିବି ଗୋମୋର ମରମ ବ୍ୟଥା;କାଲି କହିବନି ଗଲି ମୁଁଚାଲି ନବୋଲି
ମନୋଜ ଦାସଙ୍କ ଫଟୋକୁ ‘ଶିଶୁଲେଖା’ରେ ବିକୃତ କରିବା ପ୍ରସଙ୍ଗ ମନ୍ତ୍ରୀ, ଓଏସ୍ଡି, ନିର୍ଦ୍ଦେଶକ କେହି କିଛି ଜାଣିନାହାନ୍ତି ଶିଶୁଲେଖା ବିକ୍ରି ବନ୍ଦ କରିବାକୁ ଦାବି ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ସାମାଜିକ ଗଣମାଧ୍ୟମରେ ଭୁଲ
ବହି: କିଞ୍ଚିତ କଥାଲେଖକ: ରୁଦ୍ରପ୍ରସନ୍ନ ରଥପ୍ରକାଶକ: ପେନ୍ ଇନ୍ ବୁକ୍ସମୂଲ୍ୟ: ୨୭୯ ଟଙ୍କା । ପ୍ରଥମ ପ୍ରକାଶ: ୨୦୨୧ ରୁଦ୍ରପ୍ରସନ୍ନ ରଥ କେଇ ବର୍ଷ ହେଲା ଗଣମାଧ୍ୟମରେ ସ୍ତମ୍ଭ ଓ ପ୍ରବନ୍ଧ ଲେଖୁଛନ୍ତି ।
ଭୁବନେଶ୍ୱର : ଚଳିତ ମାସ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ଶିଶୁଲେଖା’ ପତ୍ରିକାଟି ସମ୍ପୂର୍ଣ୍ଣ ଭାବେ ପ୍ରଥିତଯଶା ସାହିତ୍ୟିକ ମନୋଜ ଦାସଙ୍କ ଉପରେ ସମର୍ପିତ ହୋଇଛି । ଏହା ନିଶ୍ଚିତ ରୂପେ ମନୋଜ ଦାସଙ୍କ
ଭୁବନେଶ୍ୱର : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅବସରପ୍ରାପ୍ତ ମହାପ୍ରବନ୍ଧକ ବିଷ୍ଣୁମୋହନ ପଣ୍ଡାଙ୍କ ରଚିତ ‘ଏକ୍ସାଇଟିଂ ସେଣ୍ଟ୍ରାଲ ଆଣ୍ଡ କୋଷ୍ଟାଲ ଓଡ଼ିଶା’ ପୁସ୍ତକ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ରାଜଭବନରେ ଉନ୍ମୋଚିତ ହୋଇଯାଇଛି ।
ଲିପସା ପଟେଲ ପାହାଡ଼ ତଳିଆ ଗାଁ ସର୍ଗିଜୋର୍। ଗାଁରେ ଅନେକ ଲୋକ ପାଠଶାଠ, ବହିପତ୍ରରୁ ବହୁତ ଦୂରରେ । ସେଇ ଭିତରେ ବିଜାରୁ ଯାହା ଦି ଅକ୍ଷର ଶିଖିଥିଲା କେଉଁ ବିଦେଶୀ ବେସରକାରୀ
ତପନ କୁମାର ସାହୁ ଜିତିଲେ ଟିକେ ହସୁଛିହାରିଲେ କାନ୍ଦୁଛିମୁଁ ଏବେ ମୋ ଭାଗ୍ୟକୁ ନିନ୍ଦୁଛି !! ସଂଘର୍ଷ ଏବେ ଲକେଟ୍ ହୋଇ ଝୁଲୁଛିତା’ ପ୍ରତାରଣା ଏବେ ବି ଦଂଶୁଛିତା’ ଛଳନା ଏବେ ବି ଗ୍ରାସିଛିମୁଁ
