ଅରବିନ୍ଦ ଦାସ ନୂଆ କରି ଖୋଲିଥିବା ନିଶାମୁକ୍ତି କେନ୍ଦ୍ରକୁ ନିଜ ପୁଅକୁ ନେଇ ଆସିଥିଲେ ତା ବାପାମା’ । ସବୁପ୍ରକାର ନିଶାରୁ ମୁକ୍ତି ପାଇଁ ଏଠାରେ ଉପାୟ ମିଳିପାରିବ ବୋଲି ଚାରିଆଡ଼େ ବିଜ୍ଞାପନ ଲଗା

Read More

ତାରାପ୍ରସାଦ ଜେନା ସେଇ ଗଛ ଅଛି ସେଇ ଛାଇ ଅଛି, ତୁମେ ନାହଁ ଛାଇ ତଳେସେଇ ଗୀତ ଅଛି ସ୍ବର ହଜିଲାଣି, ଜାଣିନାହିଁ କେତେବେଳେ ।ମେଘ ଉଠୁଥିଲା ବର୍ଷା କାଚୁଥିଲା, ମନେପଡ଼ି କାନ୍ଦ ଲାଗେସେଇ

Read More

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଚିବ ଇନ୍ଦୁଭୂଷଣ କରଙ୍କର ଆଜି ଅପରାହ୍ନ ୨ ଟାରେ ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ

Read More

ଅନୁପ କୁମାର ଦଳବେହେରା ଧବଳ ରୂପସୀ କବିର ପ୍ରେୟସୀଆକାଶ ମଥାର ଟୀକାଅନୁପ୍ ଛାତିର ପ୍ରଣୟ ସନ୍ତକନୀରବ ପଣର ଲେଖା । ଅନ୍ଧାର ରାତିରେ, ଆଲୋକ ଦେହରେଜିଇବାକୁ ଦିଅ ରାହାଦେବଦାସ ମୁଁ ସୁରା ପାନ କରେସଜାଇ

Read More

ଭୁବନେଶ୍ୱର : ଇମ୍ପାକ୍ଟ ପକ୍ଷରୁ ଆଜି ୪୨ତମ ଶାରଳା ପୁରସ୍କାର ଘୋଷଣା ହୋଇଛି । ବିଶିଷ୍ଟ କଥାକାର ପାରମିତା ଶତପଥୀ ତାଙ୍କ ଉପନ୍ୟାସ “ଅଭିପ୍ରେତ କାଳ” ନିମନ୍ତେ ଏହି ସମ୍ମାନଜନକ ପୁରସ୍କାର ପାଇବା ପାଇଁ

Read More

ଭାଗ – ୧ ଏଇ ଜୀବନ ସକାଳୁ ସକାଳୁ ଭ୍ରାମ୍ୟଭାଷର ଶବ୍ଦରେ ମୋ ନିଦ ଭାଙ୍ଗିଗଲା। ଅଜଣା ସଂଖ୍ୟାଟିଏ ଭ୍ରାମ୍ୟଭାଷର ପରଦାରେ ଦେଖି କିଏ ମନେ ପକାଇଲା ଭାବି ନିଦୁଆ ନିଦୁଆ ସ୍ବରରେ କହିଲି,

Read More

ଡ. ରବି ରଞ୍ଜନ ସାହୁ ୧୮୫୨ ମସିହା ଅଗଷ୍ଟ ୫ ତାରିଖରେ କଟକ ଜିଲ୍ଲା କୁଆଁପାଳ ନିକଟ ପଶଲୁଣ୍ଡା ଗାଁରେ ଜନ୍ମଗ୍ରହଣ କରିଥିଲେ ପ୍ରଖ୍ୟାତ ଐତିହାସିକ, ସମ୍ପାଦକ, ଶିକ୍ଷାବିତ, ସମାଜସେବୀ ଓ ସମାଜ ସଂସ୍କାରକ

Read More

ପଣ୍ଡିତ ନୀଳକଣ୍ଠ ଦାସ ଏକାଧାରରେ ଜଣେ ବାଗ୍ମୀ, ଶିକ୍ଷାବିତ୍, କବି, ସମୀକ୍ଷକ, ପ୍ରାବନ୍ଧିକ, ସ୍ଵାଧୀନତା ସଂଗ୍ରାମୀ, ଶିଶୁ ସାହିତ୍ୟିକ, ବ୍ୟବସ୍ଥାପକ ଓ ରାଜନେତା ଥିଲେ । ସେ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ଵ କାଳ ଧରି ଓଡ଼ିଶାର

Read More

ସନ୍ତୋଷ ପଟ୍ଟନାୟଳ ଆବାହମାନ କାଳରୁ ଗାଁ ବିକାଶ କ୍ଷେତ୍ରର ଗାରିମାମୟ ଅଧ୍ୟାୟ । ସାମଗ୍ରିକ ସଂସ୍କୃତିସଂପନ୍ନ ବିବିଧତାରେ ଏକତାର ଆବାହନୀ ମନ୍ତ୍ର ସୃଷ୍ଟି କରିଥିବା ରାଷ୍ଟ୍ରଟିଏ ଥିଲା ଭାରତ । ଭାରତ ପରାଧୀନତାର ଶିକାର

Read More

କବିତା ସଙ୍କଳନ: ଅସ୍ତ ସୂର୍ଯ୍ୟର ସ୍ତବସଙ୍କଳନ ଓ ସମ୍ପାଦନା: ନିତ୍ୟାନନ୍ଦ ମିଶ୍ରପ୍ରକାଶକ: ଇଭେଣ୍ଟ୍‍ସ ବୁକ୍‍ସ, ଭୁବନେଶ୍ୱରପ୍ରଥମ ପ୍ରକାଶ: ୨୦୨୧, ମୂଲ୍ୟ: ୧୫୦/- ଉତ୍କଳମଣି ଗୋପବନ୍ଧୁଙ୍କ ଦେହାନ୍ତର ୯୩ ବର୍ଷ ପରେ ତାଙ୍କ ଉପରେ ଏବଂ

Read More