ମନୋଜ ଦାସ ବିଲାତ ଦେଶରେ ଏକ ହଳଦିଆ ଭାଲୁକହିପାରେ କଥା ଗୁଲୁଗୁଲୁମୁଁ ଯଦି ଏ କଥା କହନ୍ତିମାନି ନେବ ଅବନୀ ମହାନ୍ତି । ଅବନୀ ମହାନ୍ତି ମୋର ଚାଲିଗଲାଇହଧାମ ଛାଡି଼ଏକାଶୀ ବରଷ ବଞ୍ଚି, ନ
ସୁପ୍ରିୟା ପ୍ରଶାନ୍ତ ଭାଗ –୧୦ ସେଦିନ ରାତିରେ ମୋ ଗାଇବା ପରେ ଷ୍ଟୁଡିଓରୁ ବାହାରିଲାରୁ ଦେବେନ୍ଦ୍ର ବାବୁ ମୋତେ ଭାବବିହ୍ୱଳ ହୋଇ କୁଣ୍ଢାଇ ପକେଇଲେ। “କି କଣ୍ଠ ଆପଣଙ୍କର, ସାକ୍ଷାତ୍ ମା’ ସରସ୍ୱତୀ ବସିଛନ୍ତି
ଜ୍ଞାନେନ୍ଦ୍ର ତୁମେ ମୋତେ ଦିଶୁଛଏ ସାରା ଆକାଶ ବ୍ରହ୍ମାଣ୍ଡତୁମ ବାସ୍ନାୟିତ ଆଭାରେଦିନ ରାତି ଧରି ଝଲସୁଛିଏ ପୃଥିବୀ । ମୁଁଆଜନ୍ମ ବାମନଟିଏଛୁଇଁ ପାରେନାହିଁନିଷ୍ପାପ ଆଶାର ଚନ୍ଦ୍ରକୁକୁହ ତୁମକୁ କେମିତିଛୁଇଁବି? ଖାତାରେ ପାପ ପୁଣ୍ୟକିଛି ବି
ଅନେକ କାଳଜୟୀ କବିତାର ସ୍ରଷ୍ଟା ସିଏ । ଚିରନ୍ତନ ସତ୍ୟର ସନ୍ଧାନ ପଥର ଯାତ୍ରୀ ସେ । ପ୍ରେମର ଦିବ୍ୟତାକୁ ଅନୁଭବ କରିପାରୁଥିବା ମହାନ କବି ସେ । ତାଙ୍କୁ ପାଇବାକୁ ହେଲେ, ଖୋଜିବାକୁ
ବହି : କ୍ରନିକଲ୍ସ ଅଫ ଏ କରପୋରେଟ୍ ଏକଜକ୍ୟୁଟିଭ୍ ଆଣ୍ଡ ଇନସାଇଡରସ୍ ଟେକ୍ ଅନ ଦି ଇଣ୍ଡିଆନ ଏଣ୍ଟରପ୍ରାଇଜ୍ଲେଖକ : ରମେନ୍ଦ୍ର କୁମାରପ୍ରକାଶକ: ବ୍ଲୁ ପେନସିଲ୍ମୂଲ୍ୟ: ୨୪୯ ଟଙ୍କା ରମେନ୍ଦ୍ର କୁମାରଙ୍କୁ ମୁଁ ବ୍ୟକ୍ତିଗତ
ଓଡିଆ ଜାତି, ଭାବ ଏବଂ ରାଜ୍ୟ ଗଠନର ଅମର ବିନ୍ଧାଣୀ ଓଡି଼ଆ ଭାଷାଭାଷୀ ଅଞ୍ଚଳକୁ ପଡ଼ୋଶୀ ରାଜ୍ୟମାନଙ୍କରେ ମିଶାଇଦେଇ ଓଡି଼ଆ ଭାଷା ଓ ସଂସ୍କୃତିର ବିଲୋପନ ପାଇଁ ଚକ୍ରାନ୍ତ ଚାଲିଥିବା ବେଳେ କେତେଜଣ ସ୍ୱାଭିମାନୀ
ଜ୍ଞାନେନ୍ଦ୍ର ଏଇ ସମୟ କହି ପାରିଥାନ୍ତା ବର୍ଷା ପରେ ଭିଜା ପୃଥିବୀର ଅକୁହା କଥା, ତମ ଦୁଃଖ ତମେ କହିଥାନ୍ତ ମୁଁ ବି କହିଥାନ୍ତି ମୋ ଦୁଃଖ । ଏମିତି ଭାବରେ ଆମ ଭଲ
ବହି: ଦି ଇଣ୍ଡିଆନ କଣ୍ଟିଜେଣ୍ଟ : ଦି ଫରଗଟନ ମୁସଲିମ୍ ସୋଲଜରସ୍ ଅଫ ବାଟଲ୍ ଅଫ ଡନକିର୍କଲେଖକ : ଘି ବଊମାନପ୍ରକାଶକ: ପାନ ମ୍ୟାକମିଲନପୃଷ୍ଠା: ୩୧୦ ମୂଲ୍ୟ: ୬୯୯ ଟଙ୍କା ଡନକିର୍କ ହେଉଛି ଫ୍ରାନ୍ସର
ମାୟାଧର ମାନସିଂହ ଦେଖା ହେଲା କିମ୍ପା ଦେଖା ହେଲା କିମ୍ପା ହେ ସହଚରି,ବାଜିଲା କିପାଇଁ ଅପବାଦ କହ ଜଗତ ଭରି । ତୁମେ କାହିଁ ଥିଲ, ମୁହିଁ ଥିଲି କାହିଁ ଥିଲା କି ଚିହ୍ନା?ଦୁହିଙ୍କ
