ଅନୁଜ ଦାସ ବାରିପଦା ବାରିପଦାକେନ୍ଦ୍ରାପଡା କେନ୍ଦ୍ରାପଡାକେନ୍ଦୁଝର କେନ୍ଦୁଝରଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଶୁଭୁଥାଏ ଏମିତି ସ୍ବର ।ଶୀତ ହେଉ ବା ଖରା ଦିନ ସୂର୍ଯ୍ୟ ବାହାରିବା ପୂର୍ବରୁ ବରମୁଣ୍ଡା ବସ ଷ୍ଟାଣ୍ଡରୁ ବାହାରି ପଡେ ଶହ
ପୁଷ୍ପାଞ୍ଜଳି ପଣ୍ଡା ଦିନେ ନିସ୍ତେଜ ହୋଇ ପଡିବ,ଶୁଭିବନି ଡାକ, ହଲିବନି ଦେହସମସ୍ତ ଆଖି ଭିଜିବ,ଆତ୍ମା ଅଜଣାତେ ଉଡ଼ି ଯିବ…!!ସତ୍ୟ କର୍ମ ର ଧ୍ୱଜା ଉଡିବ।।ସବୁ ଛାଡ଼ି ଯିବ ଏଠି,ପାଣି ପବନର, ମାଟିର ନିଆଁରସ୍ତ୍ରୀ ପିଲାଙ୍କର
ଓମ୍ ମିଶ୍ର ରକ୍ତ, ମାଂସ, ହାଡ଼, ହୃଦୟ ନାହିଁ ତାହାରହେଲେ ଦୃଶ୍ୟ ଦେଖେ ସେ ହୃଦୟ ବିଦାରକସଂଜ୍ଞାରେ ଦେଖିନି ଯାହାକୁ ଆଜି ଏ ମଣିଷସେ ଦୃଶ୍ୟ ର ପ୍ରତ୍ୟେକ୍ଷ ସାକ୍ଷୀ ଆଜି ମୂକ। କେବେ
ବସନ୍ତ କୁମାରୀ ପଟ୍ଟନାୟକ ନୂଆ ଚାକର । ସନିଆକୁ ବାବୁଙ୍କ ନୂଆଘର ଯେମିତି ଅଡୁଆ ଲାଗୁଥିଲା, ଘରର ପିଲାଙ୍କୁ ନୂଆ ଚାକର ସନିଆ ସେମିତି ଅଡୁଆ ଲାଗିଲା । ବଡ଼ କହିଲା ସେ ଦୁଇ
ଚନ୍ଦ୍ରଶେଖର ରଥ ମୁଁ କିନ୍ତୁ ତାକୁ ସକାଳେ ହିଁ ଦେଖୁଥିଲି । ତା’ ମୁହଁ ଝାଳରେ, ଲୁହରେ ଜକେଇ ଯାଇଥିଲା । ଆଖି ଚାରିପଟେ ଗହୀର କଳାଦାଗ ବାରି ହେଉଥିଲା । ଖୋର୍ଦ୍ଧା ଗେରୁଆ
ଫକୀରମୋହନ ସେନାପତି ବିଦିଆ ପାତ୍ର ଭୁଷଣ୍ଡପୁର ଗାଁର ଚୌକିଆ । ଏଡ଼େ ବଡ଼ ଗାଁଟା, କଣ୍ଡରା ବୋଇଲେ ବିଦିଆ ଏକୁଟିଆ । ଅଛବ ଲୋକଟା, ସେ କ’ଣ ଭଲଲୋକଙ୍କ ଘର ଲଗାଲଗିରେ ଘର କରିବ?
ସୁଧିରେନ୍ଦ୍ର ପରିଜା ପଚାଷ ଟପିଲାବୟସ ବଢ଼ିଲାଖସିଲାଣି ଦେହୁ ବଳତୁମ କଥା କାହିଁପଡ଼ିଲେ ମନଟାହୁଅଇ ଚଳଚଞ୍ଚଳ ଜହ୍ନ ଜୋଛନାକୁନଦୀର ଧାରାକୁଯେମିତି ମୁଁ ପାଏ ଭଲତୁମେ ବି ସେମିତିଜୀବନେ ମୋହରସାଜିଛ ଅମୂଲ ମୂଲ ପହିଲି ଦେଖାରସେଇ ଆକର୍ଷଣଏ
ଢେଙ୍କାନାଳ: ‘‘ଭାରତୀୟ ସାମ୍ବାଦିକତା କ୍ଷେତ୍ରକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଯୋଗାଯୋଗ କୌଶଳ ଥିଲା ଅନନ୍ୟ। ସମାଜର ତଥା ଦେଶର ହିତ ପାଇଁ ସେ ଯେଉଁ ଯୋଗାଯୋଗ କରୁଥିଲେ ତା’ର ଖୁବ୍ ପ୍ରଭାବ