ସୌମ୍ୟ ରଞ୍ଜନ ପାଳ ଗହନ ସଙ୍କେତଗ୍ରହଣ କରିଣଗିରି ଲଙ୍ଘିଯାଏ ଶିଷ୍ୟ ,ଗଙ୍ଗା ସମକକ୍ଷଗରିଷ୍ଠ ଆଦେଶଗଠନ କରେ ମନୁଷ୍ୟ ।ଗୂଢ଼ପଦ ରୂପିଗୂଢ ରହସ୍ୟ’ଯେଗଚ୍ଛିତ ରହେ ମଥାରେ ,ଗନ୍ଧବହ ସାଥେଗମନ କରଇଗରିମା ଦେଶେ ବିସ୍ତାରେ ।ଗଣାଧିକ ନିଜେଗଗନ

Read More

ଅନୁଜ ଦାସ ବାରିପଦା ବାରିପଦାକେନ୍ଦ୍ରାପଡା କେନ୍ଦ୍ରାପଡାକେନ୍ଦୁଝର କେନ୍ଦୁଝରଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଶୁଭୁଥାଏ ଏମିତି ସ୍ବର ।ଶୀତ ହେଉ ବା ଖରା ଦିନ ସୂର୍ଯ୍ୟ ବାହାରିବା ପୂର୍ବରୁ ବରମୁଣ୍ଡା ବସ ଷ୍ଟାଣ୍ଡରୁ ବାହାରି ପଡେ ଶହ

Read More

ପୁଷ୍ପାଞ୍ଜଳି ପଣ୍ଡା ଦିନେ ନିସ୍ତେଜ ହୋଇ ପଡିବ,ଶୁଭିବନି ଡାକ, ହଲିବନି ଦେହସମସ୍ତ ଆଖି ଭିଜିବ,ଆତ୍ମା ଅଜଣାତେ ଉଡ଼ି ଯିବ…!!ସତ୍ୟ କର୍ମ ର ଧ୍ୱଜା ଉଡିବ।।ସବୁ ଛାଡ଼ି ଯିବ ଏଠି,ପାଣି ପବନର, ମାଟିର ନିଆଁରସ୍ତ୍ରୀ ପିଲାଙ୍କର

Read More

ଓମ୍ ମିଶ୍ର ରକ୍ତ, ମାଂସ, ହାଡ଼, ହୃଦୟ ନାହିଁ ତାହାରହେଲେ ଦୃଶ୍ୟ ଦେଖେ ସେ ହୃଦୟ ବିଦାରକସଂଜ୍ଞାରେ ଦେଖିନି ଯାହାକୁ ଆଜି ଏ ମଣିଷସେ ଦୃଶ୍ୟ ର ପ୍ରତ୍ୟେକ୍ଷ ସାକ୍ଷୀ ଆଜି ମୂକ। କେବେ

Read More

ଚନ୍ଦ୍ରଶେଖର ରଥ ମୁଁ କିନ୍ତୁ ତାକୁ ସକାଳେ ହିଁ ଦେଖୁଥିଲି । ତା’ ମୁହଁ ଝାଳରେ, ଲୁହରେ ଜକେଇ ଯାଇଥିଲା । ଆଖି ଚାରିପଟେ ଗହୀର କଳାଦାଗ ବାରି ହେଉଥିଲା । ଖୋର୍ଦ୍ଧା ଗେରୁଆ

Read More

ଫକୀରମୋହନ ସେନାପତି ବିଦିଆ ପାତ୍ର ଭୁଷଣ୍ଡପୁର ଗାଁର ଚୌକିଆ । ଏଡ଼େ ବଡ଼ ଗାଁଟା, କଣ୍ଡରା ବୋଇଲେ ବିଦିଆ ଏକୁଟିଆ । ଅଛବ ଲୋକଟା, ସେ କ’ଣ ଭଲଲୋକଙ୍କ ଘର ଲଗାଲଗିରେ ଘର କରିବ?

Read More