ସୁଜାତା ମହାପାତ୍ର ଏ ମାଟି କେବେ ମୋର ଥିଲା ଯେ’ ! ସେ ତ’ ଏକ ମିଛ ପ୍ରହେଳିକା,ଧୂଆଁ ଧୂଆଁ କାନୀ ଉଡେଇପବନରେ ମିଳେଇ ଯାଉଥିବାଅନୁଢ଼ା ମନୋଇ ପ୍ରେମିକା ! ତୁ ପାଦରେ ଚାପି

ଭୁବନେଶ୍ୱର : ପ୍ରଖ୍ୟାତ ସାହିତ୍ୟିକ, କବୟିତ୍ରୀ, ସାମ୍ବାଦିକ, ଶିକ୍ଷାବିତ ତଥା ଦୈନିକ ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି । ଶନିବାର ଅପରାହ୍ନ ୫:୪୫

ଲଲାଟେନ୍ଦୁ କବି ଚଳିବ ଜଳଧି ଜଳେ ଅଥଳ ଅତଳ ?ତୋଳିବ ବିପୁଳ ରତ୍ନ ଦୁର୍ମୂଲ୍ୟ ଉପଳ ? ୧॥ ଗୋଟିଗୋଟି ମଣିମୁକ୍ତା ଆଣିବ ଗୋଟାଇ,ସାଗର କି କହୁଅଛି କେବେ ନାହିଁ ନାହିଁ ? ୨॥

ତାରାପ୍ରସାଦ ଜେନା ଶାନ୍ତି ଦେବ ବୋଲି କହିଥିଲ ସିନା ଦୁଃଖ ଦେଇଦେଲ ବେଶିଲୁହ ପାଣି ମୋର ଶ୍ରାବଣଠୁ ବଡ଼, ସୁଖ ପାଇଲିନି ବେଶି । ୦ । ସୁଖ ଦୋଳି ପରେ ଝୁଲିବାଟା ମିଛ

ସୁପ୍ରିୟା ପ୍ରଶାନ୍ତ ଭାଗ –୪ ରାଗ ଶ୍ରୀ ଶ୍ରୀ ଆସିଲେ ରୂପହୀନ ସମୟ ରୂପ ନିଏ, ଗନ୍ଧହୀନ ସମୟରେ ଭରିଯାଏ ଅସୁମାରୀ ଫୁଲର ମହକ। କିନ୍ତୁ ସେ ତ ଆଉ ଆସେନି। ଶ୍ରୀ ଆସିବା

ବହି: ମୋବାଇଲ ପତ୍ରକାରିତା (ଭାଷା: ହିନ୍ଦୀ)ଲେଖକ: ଡ. କୁମାର କୌସ୍ତୁଭପ୍ରକାଶକ: କେକେ ପବ୍ଲିକେଶନ, ପ୍ରଥମ ସଂସ୍କରଣ: ୨୦୧୯ ଦୃଶ୍ୟ-ଶ୍ରାବ୍ୟ ଏବଂ ୱେବ୍ ମଞ୍ଚରେ ମୋବାଇଲ ସାମ୍ବାଦିକତା (ବା ମୋଜୋ) ଗତ କେଇ ବର୍ଷ ହେଲା