ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଅଧା ଚିଠିଟାକୁ ପୁଣି ଆରମ୍ଭ କଲେ ମାନି । ଭାବିଲେ ଆଜି ସାରି ଦେଲେ ଯେମିତି ଆଜି ଡାକରେ ଯାଇ ପାରିବ । ଯେବେଠୁ ସିଦ୍ଧାର୍ଥର ମୋବାଇଲ୍ ଅନେକ
ଡ. ଜ୍ୟୋତି ପ୍ରକାଶ ମହାପାତ୍ର ସ୍କୁଲରେ ପଢ଼ୁଥାଏ, ସେ ସମୟ ‘ସଚିତ୍ର ବିଜୟା’ର ସମୟ । ଘରକୁ ସଚିତ୍ର ବିଜୟା ଆସିଲେ, ତାର ରଙ୍ଗ ଓ ଲେଖା ସବୁଦିନେ ଜାବୁଡି ଧରୁଥିଲା । ସେହି
ଡ. ମୃଣାଳ ଚାଟାର୍ଜୀ ବିଜ୍ଞାନ କଥାସାହିତ୍ୟ ଭିତରେ ଦୁଇପ୍ରକାର ଲେଖାକୁ ଆମେ ନେଇପାରିବା । ବିଜ୍ଞାନ-ଭିତ୍ତିକ ଗଳ୍ପ ବା ବିଜ୍ଞାନକଳ୍ପକଥା (ସାଇନ୍ସ ଫିକ୍ସନ) ଏବଂ ଫ୍ୟାଣ୍ଟାସି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେବଳ
“ମୁଁ ସଚ୍ଚିରାଉତରାୟନୁହେଁ ଟାଗୋର ଅବା ଶେଲୀମୁଁ ଏ ମାଟିର ଧାରାଆଉ ଆକାଶର କବି।କାମ ନୁହେଁ ମୋର ଖାଲି ଆଙ୍କିବା କାଗଜରେ ଛବି।ପେଶାଦାର ଗାୟକ ମୁଁ ନୁହଁତୁମେ ମୋର ଛପା ବହି ଯେତେବେଳେ ଛୁଅଁଛୁଅଁ ନୂଆ
ପଦ୍ମଲୋଚନ ପ୍ରଧାନ ମନୋଜ ଦାସ ମୋ ପାଇଁ ଲେଖକ ନ ଥିଲେ । ସାହିତ୍ୟିକ, ଗାଳ୍ପିକ, ଉପନ୍ୟାସିକ ନ ଥିଲେ । ମୋର ନବଜନ୍ମଦାତା ପିତା ଥିଲେ । ଜୀବନ ଜଳଯାତ୍ରାର ବତୀଖୁଣ୍ଟ ଥିଲେ
ଏମିତି ଗୋଟେ ବିଷୟରେ ଲେଖିବା ବିପଦପୂର୍ଣ୍ଣ ହୋଇପାରେ। ସମସ୍ତେ ତ ଆଜିକାଲି ସୋସିଆଲ ମିଡ଼ିଆରେ। ଆମ ଘର ଲୋକ ବି। ହେଲେ ଘଟଣା ତ ଘଟିଥିଲା। ଜୀବନର କୋଉ ନା କୋଉ କଣରେ ସେ
ତପନ କୁମାର ପୁହାଣ ହେଇଟି ମାଳତୀ ବୋଉ, କୁଆଡେ ଗଲକି ଆରେ ଗୋସେଇଁ ଆଜ୍ଞା ଆଳତୀ ଆରମ୍ଭ କଲେଣି। ମା ଠାକୁରାଣୀ ଙ୍କ ଘଣ୍ଟ ମାଦଳ ବାଜିଲାଣି। ଚଉଁରା ମୂଳେ ସଂଜବତୀ ଲଗେଇବା ବେଳ