ସତ୍ୟନାରାୟଣ ଗନ୍ତାୟତ ପ୍ରପଞ୍ଚର ସବୁଠୁ ବଡ଼ ଧନୀ ହେବାକୁଯାବତ ପେଞ୍ଚ କରୁ ଆମେସବୁଠୁ ସ୍ୱଚ୍ଛ ଦେଖାଇ ହେବାକୁ ବିଏଣେ ଆମ ଇଚ୍ଛା ! ଭଳିକି ଭଳି ଖାଦ୍ୟ ଆମର !ଯେତେ ଖାଇଲେ ବିଆଉଟୁପାଉଟୁ ହେଉଥାଉନାହିଁ
ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍ ତଥା ଲେଖକ ପ୍ରଫେସର ରାଜକିଶୋର ମିଶ୍ରଙ୍କର ଆଜି ସକାଳେ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ପ୍ରଫେସର ମିଶ୍ର ୧୫ ଜାନୁଆରୀ
ପୂର୍ଣ୍ଣ ଦାସ ଅଚାନକ ଆଜି ଦେଖା ହୋଇଗଲେସ୍ୱପ୍ନରେ ଆସି ଗାନ୍ଧୀ,ପଚାରିଲି, ‘ବାପୁ, କୁଆଡ଼େ ଯାଉଛଉଟୁଳି ପୁଟୁଳି ବାନ୍ଧି ? ଜନମ ଦିନ ତ ଆଗକୁ ଆସୁଛିଏବେଠୁଁ କାହିଁକି ସଜ,ଲୁହପୋଛି ବାପୁ କହିଲେ,’ବାବୁରେଜୀବନଟା ଏଠି ବୋଝ
ବାବା ବାଇଡ଼ଙ୍କ ଘେନିବ ହେ ମୁଖ୍ୟମନ୍ତ୍ରୀ ଗୁହାରୀ ମୋହରଜନତାର ଜନାର୍ଦ୍ଦନ ଦଳୀୟ ଠାକୁର ହେମୋ ଆଡ଼େ ଟିକେ ଦୃଷ୍ଟି ଦେବମାସକରେ ଥରେ ମାତ୍ର ଦର୍ଶନ ମିଳିବ ହେ । ବଡ଼ ଦେଉଳରୁ ମୋର ଖସୁଛି
ସୁପ୍ରିୟା ପ୍ରଶାନ୍ତ ଭାଗ –୫ ବିବାହ ପ୍ରସ୍ତାବ ରାତିଟା ଅନିଦ୍ରା ବିତିଲା। ତଥାପି ଖଟ ଉପରେ ପଡି ରହିଲି। ଏତେ ସକାଳୁ ଉଠିକି କଣ କରିବି? ବର୍ଷା ପାଗରେ ବାହାରକୁ ଯାଇ ଦି ଘେରା
ଢେଙ୍କାନାଳ : ଅନୁବାଦ ଏକ କଳା । ସାହିତ୍ୟର ଅନୁବାଦ ହେଉଛି ସୃଜନାତ୍ମକ କଳା । ହେଲେ ଅନୁବାଦର କେତୋଟି ବୈଷୟିକ ଗୁଣ ରହିଛି । ଏହାର ବ୍ୟବସାୟିକ ଦିଗ ବି ରହିଛି ।
ଶ୍ରୀମାନ ସର୍ବଗିଳା ହେ ଅତି ପଣ୍ଡିତ ଆଧୂନିକ ଶିକ୍ଷିତ ଜନ;ବହୁ ଗବେଷଣା ପରେଉତ୍କଟ ଭକ୍ତି ଯେଣୁ ହୋଇଛି ଉତ୍ପନ୍ନତୁମ ଚତୁର୍ଖୁରାକୁ ପ୍ରଣାମଉକୁଟୁଛି ଅନ୍ତରରୁ ପ୍ରବଳ ସମ୍ମାନ । ତୁମ ଚଲାପଥେ ଯେଉଁ କାର୍ପେଟ ବିଛାଯାଏତା’
ଅନୁପ କୁମାର ମିଶ୍ର ଜହ୍ନରାତି କ’ଣ ଖାଲି ଦେହତାତି ନା ଆଉକିଛିଜହ୍ନରାତି କ’ଣ ଖାଲି ଦରଲିଭା ସ୍ମୃତି ନା ମୂକସାକ୍ଷୀ ମୁଁ ଦରାଣ୍ଡି ଦରାଣ୍ଡି ଜହ୍ନରାତିପଛ ଆଖିମାନଙ୍କୁ ଟାଳିଦେଇ, ତୁମ କୁଡ଼ିଆରେଓଜାଡ଼ି ଅଣାୟତ ଅନ୍ତର୍ଦାହ
ବହି: ଉତ୍ତମ କୁମାର: ଏ ଲାଇଫ୍ ଇନ୍ ସିନେମା (ଭାଷା: ଇଂରାଜୀ)ଲେଖକ: ସାୟନ ଦେବ ଚୌଧୁରୀପ୍ରକାଶକ: ବ୍ଲୁମ୍ସବରୀପୃଷ୍ଠା: ୨୯୭, ମୂଲ୍ୟ: ୧୨୯୯ ଟଙ୍କା ଭାରତୀୟ ସିନେ-ଜଗତରେ ଉତ୍ତମ କୁମାର (୧୯୨୬-୧୯୮୦) ଏକ ପରିଚିତ ନାମ