ବେବିନା ରଥ କେଉଁ ଆଲୋକର ମୋହରେଜୀବନର ସହରକୁଆକସ୍ମିକ ପଶିଆସେ ଅନ୍ଧାରର ନଈତାସ୍ ଘର ଭଳି ଭୁଶୁଡି ପଡ଼େଛାତି ଭିତରର ଇମାରତଯେଉଁ ଇମାରତ ଗଢିଥିଲୁ ଆମେପୂର୍ବଜଙ୍କ ରକ୍ତ ଓ ସ୍ୱେଦରେ । ମଦଭାଟିରେ ମୁହ୍ୟମାନ ମାନବିକତାନିଶାଗ୍ରସ୍ତ

Read More

କଟକ : ‘ଆଦିତ୍ୟ ଭାରତ’ ପକ୍ଷରୁ ବିଶ୍ଵ କବିତା ଦିବସ ଅବସରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘କବିକକ୍ଷ’ ଶତାବ୍ଦୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଅମରେଶ ପଟ୍ଟନାୟକ ଏହାର ଉଦ୍ଘାଟନ କରିଥିବା ବେଳେ

Read More

ଭୁବନେଶ୍ୱର : ପ୍ରତିବର୍ଷ ମାର୍ଚ୍ଚ ୨୦କୁ ‘ବିଶ୍ୱ ଗଳ୍ପକଥନ ଦିବସ’ ଭାବରେ ପାଳନ କରାଯାଏ । ଏହି  ଅବସରରେ ପିଲାମାନଙ୍କ ମଧ୍ୟରେ ନିୟମିତ ଭାବରେ ପଢ଼ିବା ଅଭ୍ୟାସକୁ ବୃଦ୍ଧି କରିବା ଉଦ୍ଦେଶ୍ୟ ନେଇ ପ୍ରକାଶକ

Read More

ରମ୍ଭା : ଗଞ୍ଜାମ ବ୍ଲକର ୮୦ରୁ ଅଧିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ଶିଶୁଲେଖକ କର୍ମଶାଳା ନିମନ୍ତେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଜାତୀୟ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । ଜାତୀୟ

Read More

ଫ୍ରାନସିସ ଶତପଥୀ “ଛୁଆମାନେ ମା’କୁ ଖୁଆଇ ଦିଅନ୍ତି ନାହିଁ..” ଥିଲା ସେଦିନ ଡାଇନିଂ ଟେବଲ୍ ଉପର ଆଲୋଚନାର ବିଷୟବସ୍ତୁ । ରୋଜ୍ ଖାଇଲାବେଳେ ସନ୍ଦିପ ଓ ସୋନାଲି ଧରି ନିଅନ୍ତି କିଛିକିଛି ହାଲକା ଟପିକ୍,

Read More

ଶୁଭଶ୍ରୀ ମହାରଣା ବିଶ୍ଵାସର ତାରବାଡ଼ରେବନ୍ଧା ରହିଛି ଆମ ସମ୍ପର୍କଯୋଉଠି ସନ୍ଦେହ ଓ ଅବିଶ୍ଵାସର ସ୍ଥାନ ନାହିଁବସ୍ ର ସିଟ୍ କୁ ରୁମାଲ ପକାଇଅକ୍ତିଆର କଲାପରିରଖିଛି କେବଳ ଚେନାଏ ହସଓ ମୁଠାଏ ଆତ୍ମବିଶ୍ଵାସ । କେବେକେବେତା’ର

Read More

ବହି: ବାଜିଗଲେ ଦୋଷ ନାହିଁ (ବ୍ୟଙ୍ଗ କବିତା ସଂକଳନ)କବି: ଶ୍ରୀଯୁକ୍ତ ସତ୍ୟାନାଶପ୍ରକାଶକ: ଦକ୍ଷ ବୁକସ୍‍, ଭୁବନେଶ୍ୱର । ମୂଲ୍ୟ: ୧୨୦ ଟଙ୍କା ଜଣେ ବ୍ୟଙ୍ଗକାର ଭାବରେ ଶ୍ରୀଯୁକ୍ତ ସତ୍ୟାନାଶ ସାରା ଓଡିଶାରେ ବେଶ୍‍ ପରିଚିତ

Read More

ବିଶ୍ୱେଶ୍ୱର ମାଝୀ ବଳଭଦ୍ର କହୁଛନ୍ତି ଜଗା ଆଡ଼େ ଚାହିଁଆସିଗଲା ଝାଞ୍ଜି ଖରା କି କରିବା ଭାଇ !ଜଗନ୍ନାଥ ମୃଦୁ ହସି ବୋଲନ୍ତି ଉଦନ୍ତପଖାଳ ମହିମା ଶୁଣ ଭାଇ ବଳବନ୍ତ । ଶୀତ ଉଷାରେ ଗାଧୁଆ

Read More