ଗୀତାଞ୍ଜଳି ପୃଷ୍ଟି ଶବ୍ଦମାନେ ସତେ କୋଳାହଳ କରିଆସନ୍ତେ କି ପାଶେ ଧାଇଁଲେଖି ମୁଁ ଯାଆନ୍ତି ଅନେକ କବିତାମୋ ମନର ଶ୍ରଦ୍ଧା ଦେଇ । ଅଳପ ଦିନର ଗଳପ ଆମରହେଇ ଯାଆନ୍ତା ସ୍ମରଣୀୟପରାଣ ଆବେଗେ ତୋଳି

Read More

ବିଭୁଦତ୍ତ ଦାସ ଲୁଣ୍ଠନ କରାଇ ନିରନ୍ତର ନିଜ ଆଖି ନିଦସାହାଯ୍ୟ କରେ ଯେ ଗଢ଼ିବାକୁ ଛୁଆଙ୍କ ସ୍ଵପ୍ନ ପ୍ରସାଦ ।ତ୍ୟାଗ କରି ସବୁ ନିଜର ବ୍ୟକ୍ତିଗତ ସ୍ଵପ୍ନଆଣିବାକୁ ଛୁଆଙ୍କ ଜୀବନେ ଖୁସିର ଦିନ ।ସ୍ଵର୍ଗ

Read More

କ୍ଷଣପ୍ରଭା ମହାନ୍ତି ସ୍ମୁତି ଅନୁଭୂତି ସବୁ ସେ ସାଉଁଟି, କେବେ ବସେ ମନ ମାରିକୋମଳ ତନୁରେ ବର୍ଷାର ଛିଟାଶୀହରଣ ଦିଏ ଭରି । ମନ ଅଳିନ୍ଦତା ଆନ୍ଦୋଳିତ ହୁଏ, କେତେ ଯେ ଅବୁଝା ପ୍ରଶ୍ନକେବେ

Read More

ଭାଗ୍ୟଶ୍ରୀ ନନ୍ଦ “ଗୁକାରୋନ୍ଧକାରସ୍ତୁ ଗୁକାରସ୍ତନ୍ନବର୍ତ୍ତକଃ,ଅନ୍ଧକାର ନିବୃତ୍ୟାୟ ଚାରୁରିତ୍ୟଭିଧୀୟତେ।” ଅର୍ଥାତ୍ ‘ଗୁ’ ଅର୍ଥ ଅନ୍ଧକାର, ‘ରୁ’ ଅର୍ଥ ଅଜ୍ଞାନ। ଛାତ୍ରଛାତ୍ରୀମାନଙ୍କର ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକକୁ ପ୍ରଦାନ କରିବାରେ ଶିକ୍ଷକମାନେ

Read More

ସୁଶ୍ରୀ ଶୁଭସ୍ମିତା ମହାନ୍ତି ଗୁରୁ ଯେ ମଳୟ ପବନ,କାଷ୍ଠକୁ କରନ୍ତି ଚନ୍ଦନ । ଗୁରୁ ପୟରେ ରଖି(ଲେ) ଲୟ,ଦିବ୍ୟ ଜ୍ଞାନ ହେବ ଉଦୟ । ଗୁରୁଙ୍କ ବିନା ଗତି ନାହିଁ,ବିନା ଗୁରୁରେ ଶିକ୍ଷା କାହିଁ

Read More

ଅମିତା ମହାନ୍ତି ନିସ୍ବାର୍ଥପର ସେବାରେଶାନ୍ତିର ବାର୍ତ୍ତା ଆଣିଦିଏସୁନେଲି ସ୍ବପ୍ନରେ ଭରେ ମହକସୁଧାମୟ କରେ ପ୍ରେମ । ଶୁଭ ମୂହୁର୍ତ୍ତ ଆସେହଳଦୀ ରଙ୍ଗରେ ମନ ଭିଜେସଙ୍ଗୀତର ତାଳେତାଳେରୁଣୁଝୁଣୁ ଚୁଡ଼ିର ସ୍ଵରଚିକ୍ ମିକ୍ କରେ ସିନ୍ଥିରେଲାଲ୍ ସିନ୍ଦୂର

Read More

ସମୀକ୍ଷା: ପଦ୍ମଲୋଚନ ପ୍ରଧାନ ପ୍ରବନ୍ଧ ସଙ୍କଳନ: ଦେଶର ଆତ୍ମା ଏବଂ ଅନ୍ୟାନ୍ୟ ପ୍ରବନ୍ଧପ୍ରାବନ୍ଧିକ: ଡ. ମୃଣାଳ ଚାଟାର୍ଜୀପ୍ରକାଶକ: ବନଫୁଲ, ଭୁବନେଶ୍ୱରପ୍ରକାଶ କାଳ: ୨୦୨୩ ପୃଷ୍ଠା: ୧୬୧​ମୂଲ୍ୟ: ୨୩୦ ପ୍ରବନ୍ଧକୁ ସାଧାରଣତଃ ଦୁଇଟି ଭାଗରେ ବିଭକ୍ତ

Read More

ଛବିରାମ ସେଠି ହେ ପରମଗୁରୁ ପରମ ଈଶ୍ଵରତୁମ୍ଭେ ଯେ ବିଦ୍ୱାନ ଗୁରୁମହାଚେତନାର ପରଂବ୍ରହ୍ମ ତୁମେଜ୍ଞାନ ଜ୍ୟୋତି ମହାମେରୁ । (୧) ଏକାଧାରେ ଥିଲ ମହାଜ୍ଞାନୀ ଗୁଣୀଶିକ୍ଷାବିତ୍ ଦାର୍ଶନିକସର୍ବପଲ୍ଲି ଭାବେ ରାଧାକ୍ରିଷ୍ଣନ୍ ନାମେମହା ମେଧା ବିଚାରକ

Read More