ସମୀକ୍ଷା: ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନପୁସ୍ତକ: ଭୋଳାରାମର ଆତ୍ମାମୂଳ ହିନ୍ଦୀ: ହରିଶଙ୍କର ପରସାଇ । ଓଡ଼ିଆ ଅନୁବାଦ: ମୃଣାଳପ୍ରକାଶକ: ଯୁଗ ପ୍ରବର୍ତ୍ତକ ପ୍ରକାଶନ, ଭୁବନେଶ୍ୱରପ୍ରଥମ ପ୍ରକାଶ: ଡିସେମ୍ବର ୨୦୨୩, ପୃଷ୍ଠା: ୧୫୭, ମୂଲ୍ୟ: ୧୫୦ ହିନ୍ଦୀ
ଭୁବନେଶ୍ୱର : ଭୁବନେଶ୍ୱରରେ ଆୟୋଜିତ ପୁସ୍ତକ ମହୋତ୍ସବ “ଅକ୍ଷର-୨୦୨୩” ସମାପ୍ତ ହୋଇଯାଇଛି । ସେହି ଅବସରରେ କୁଡୁମୁଲୁଗୁମ୍ମା ସମ୍ବାଦ ସାହିତ୍ୟଘର ସମ୍ପାଦକ ତଥା ଯୁବକବି ବଳରାମ ପୂଜାରୀଙ୍କ କବିତା ସଂକଳନ ‘କୋଣ୍ଡାକାମ୍ବେରୁ ଖୁଆଡ଼’ ଉନ୍ମୋଚିତ
ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଗତ ୧୬ ବର୍ଷ ଧରି ପ୍ରଦାନ କରାଯାଇ ଆସୁଥିବା ‘ଟାଇମପାସ୍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ଵେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍ର
ଦୀପ୍ତି ଦାସ ମୁଁ ଜଳୁଛିଗ୍ରୀଷ୍ମ ଋତୁ ଥୁଣ୍ଟା ଅରଣ୍ୟ ପରି,ଆଷାଢ଼ର ବର୍ଷା ପାଇଁ…କିନ୍ତୁ ବର୍ଷା କାହିଁ ? ମୁଁ କାନ୍ଦୁଛିଅସହାୟ ମାତୃହୀନ ଶିଶୁ ପରି,ସ୍ନେହ ପାଇଁ,କିନ୍ତୁ ସ୍ନେହ କାହିଁ ? ମୁଁ ଗାଉଛିଭଙ୍ଗା କେଉଁ
ଭୁବନେଶ୍ୱର : ଓଡ଼ିଆ ଅଧ୍ୟୟନ ଗବେଷଣା ସଂସ୍ଥା ପକ୍ଷରୁ କବି ତଥା ରାଜନେତ୍ରୀ ସିପ୍ରା ମଲ୍ଲିକଙ୍କ ଦ୍ୱିତୀୟ କବିତା ସଙ୍କଳନ “ନକ୍ଷତ୍ରର ନାମ ସ୍ୱାତୀ” ଏବଂ ମଧ୍ୟଯୁଗୀୟ କବି ପିତାମ୍ବର ଦାସଙ୍କ ଅଳଙ୍କାର କାବ୍ୟକୁ
ଭୁବନେଶ୍ୱର : ଉତ୍ତର ଓଡ଼ିଶାର ସର୍ବବୃହତ ବହିମେଳା ଓ ସାରସ୍ଵତ ପର୍ବ ମୟୂରଭଞ୍ଜ ପୁସ୍ତକମେଳାର ୧୦ମ ସଂସ୍କରଣ ଚଳିତ ଡିସେମ୍ବର ମାସ ୧୫ ତାରିଖରେ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ବାରିପଦା ଛଉ
ନାୟକ ଅକ୍ଷୟ ରାଜହସ୍ତୀ ବେଡ୍ ଉପରେ ଶୋଇରହିଛି ପ୍ରୀତି l ଯଦିଓ ନିଦ ଭାଙ୍ଗିସାରିଥିଲା ତଥାପି ରାତିରେ ହାଇ ସ୍ପିଡ୍ ଫ୍ୟାନ୍ ପବନରେ ଦେହ ଅବଶ ଲାଗୁଥାଏ ତାର l ସମୟ ପାଖାପାଖି ସକାଳ
ଶ୍ଵେତପଦ୍ମା ପାଢୀ ଚୈତ୍ର ମାସ ସରି ବୈଶାଖ ଆରମ୍ଭ ହେଲାଣି । ଉତ୍ତପ୍ତ ଝାଞ୍ଜି ପବନକୁ ଧୁଧୁ ଖରା, ଦେହରୁ ପାଣି ଶୋଷି ନେବାକୁ ଉଦ୍ୟତ । ନିସ୍ତବ୍ଧ ନିଶବ୍ଦ ଘରଟା ଭିତରେ ମୁଁ
ଭୁବନେଶ୍ୱର : ବିଶିଷ୍ଟ ଡାକ୍ତର ତଥା ଲେଖକ ଯଦୁନାଥ ପ୍ରସାଦ ଦାସଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ଅବସରରେ ପ୍ରସନ୍ନ କୁମାର ବରାଳଙ୍କ ଦ୍ଵାରା ଲିଖିତ ସ୍ଵର୍ଗତଃ ଦାସଙ୍କ ଜୀବନୀ ପୁସ୍ତକ “ହୃଦୟର ମଣିଷ”
