ପୂର୍ଣ୍ଣ ଦାସ ‘ଧୋଓରେ ବାଇଆ ଧୋ’ ସପନରେନିଦ ଆସୁଥିଲା ଘେରି,ଚୂନାଚୂନା ତାରାଫୁଲ ଅଞ୍ଜଳିରେଆସୁଥିଲେ ନୀଳପରୀ । ଆଳୁପୋଡ଼ାର ସେ ମିଠା ମହକରେଜହ୍ନ ପଡୁଥିଲା ଖସି,ଧନମାଳି ସୁନାଥାଳିର ଖୁସିରେରାତି ଉଠୁଥିଲା ହସି । ଓଦା ସିଲଟର
Category: କବିତା
ବିନୟ ମହାପାତ୍ର ନବବର୍ଷ ଆସୁଛି !ଏଥିରେ ନୂଆ କ’ଣ ଅଛି ?ଇଏ କିଛି ନୂଆ କଥା ନୁହେଁ,ଗତ ବର୍ଷ ନବବର୍ଷ ଆସି ଥିଲା,ଆସନ୍ତା ବର୍ଷ ବି ଆସିବ,ତିନି ଶହ ପଅଁଷଠି ଦିନରେଏଇମିତି ବାରମ୍ବାର ଆସୁଥିବ
ଛବିରାମ ସେଠୀ ଶରତ ହେମନ୍ତ ଶୀତ ଓ ବସନ୍ତଭାସି ଆସେ ମହୀ କୋଳେଧରା କାନନରେ ହସିଉଠେ ଫୁଲଶୀତର ଲହରୀ ଖେଳେ ।(୧) ବରଷକ ବାର ମାସଲୋ ବଉଳଅଟେ ପରା ଛଅ ଋତୁଶୀତଋତୁ ଅଟେ ଥଣ୍ଡାର
ବିଶ୍ଵବିଜୟୀ ଦାଶ ଆସନ୍ତୁ ଆମେ ପଢିବା ବହିବହି କି କରିବା ଆମରି ସାଥି । ବହି ପଢ଼ି ଆମେ ଜାଣିବା ଶିକ୍ଷଣୀୟ କଥାଗଢ଼ିବା ଆମର ଉଜ୍ଜ୍ୱଳ ଭବିଷ୍ୟତ, ମହାପୁରୁଷଙ୍କ ଜୀବନୀ ପଢ଼ିଆମେ ଜାଣିବା ଆମ
ସୁଶ୍ରୀ ଉଷାରାଣୀ ସାହୁ ତୁମେ ଫର୍ଚ୍ଚା ଆକାଶର ପୂର୍ଣ୍ଣମୀ ଚାନ୍ଦ ହୁଅ କିଅମାବାସ୍ୟା ପର ନୀରବତା !ମୁଁ ତ ସେଇ ଖୋଲା ଆକାଶଯିଏ ନିତି ତୁମ ଅପେକ୍ଷାରେ ଥାଏ । ତୁମେ ସମାଜର ଦର୍ପଣ
ଦୀପ୍ତି ଦାସ ମୁଁ ଜଳୁଛିଗ୍ରୀଷ୍ମ ଋତୁ ଥୁଣ୍ଟା ଅରଣ୍ୟ ପରି,ଆଷାଢ଼ର ବର୍ଷା ପାଇଁ…କିନ୍ତୁ ବର୍ଷା କାହିଁ ? ମୁଁ କାନ୍ଦୁଛିଅସହାୟ ମାତୃହୀନ ଶିଶୁ ପରି,ସ୍ନେହ ପାଇଁ,କିନ୍ତୁ ସ୍ନେହ କାହିଁ ? ମୁଁ ଗାଉଛିଭଙ୍ଗା କେଉଁ
ଧନଞ୍ଜୟ ସ୍ଵାଇଁ ପୁଣିଥରେ ଆସନ୍ତନି ବାଉଁସିଏ ବେତକୋଳି ଧରିପୁଣିଥରେ ଆସନ୍ତନି ଷଢେଇଏ ଧୂଳିଭାତ କରି । ୦ । ପୁଣିଥରେ ଆସନ୍ତନି କାଠୁଆଏ ହଳଦୀ ଲଗେଇପୁଣିଥରେ ଆସନ୍ତନି ହାତେ ଧରି କାଇଁଚ ଭୋଗେଇପୁଣିଥରେ ଆସନ୍ତନି
