ବିଶ୍ଵବିଜୟୀ ଦାଶ ଆସନ୍ତୁ ଆମେ ପଢିବା ବହିବହି କି କରିବା ଆମରି ସାଥି । ବହି ପଢ଼ି ଆମେ ଜାଣିବା ଶିକ୍ଷଣୀୟ କଥାଗଢ଼ିବା ଆମର ଉଜ୍ଜ୍ୱଳ ଭବିଷ୍ୟତ, ମହାପୁରୁଷଙ୍କ ଜୀବନୀ ପଢ଼ିଆମେ‌ ଜାଣିବା ଆମ

Read More

ସୁଶ୍ରୀ ଉଷାରାଣୀ ସାହୁ ତୁମେ ଫର୍ଚ୍ଚା ଆକାଶର ପୂର୍ଣ୍ଣମୀ ଚାନ୍ଦ ହୁଅ କିଅମାବାସ୍ୟା ପର ନୀରବତା !ମୁଁ ତ ସେଇ ଖୋଲା ଆକାଶଯିଏ ନିତି ତୁମ ଅପେକ୍ଷାରେ ଥାଏ । ତୁମେ ସମାଜର ଦର୍ପଣ

Read More

ସତ୍ୟରଂଜନ ପ୍ରହରାଜ ମୁଁ କହିବିନିମୁଖାଗ୍ନି କ’ଣବଖାଣିବିନି ରୀତିନୀତି କି ଦୃଶ୍ୟଶେଷରେ ସେମାନେ କହିବେସବୁ ଅଭିନୟ,ଏକ ଅନାବଶ୍ୟକ ଉତ୍ସବରଶୋକାର୍ତ୍ତ ଅବା ଅହଂକାର ମୁଁ ସେହିଲୋକଯିଏ ଅଙ୍ଗାର ମାଡ଼ି ଏକମୁହାଁ ଫେରିଗଲାବେଳେପାଲଟିଯାଏ ପଥର,ମଉଳି ନଥିବା ଫୁଲରେ ନିଆଁ

Read More

ଦୀପ୍ତି ଦାସ ମୁଁ ଜଳୁଛିଗ୍ରୀଷ୍ମ ଋତୁ ଥୁଣ୍ଟା ଅରଣ୍ୟ ପରି,ଆଷାଢ଼ର ବର୍ଷା ପାଇଁ…କିନ୍ତୁ ବର୍ଷା କାହିଁ ? ମୁଁ କାନ୍ଦୁଛିଅସହାୟ ମାତୃହୀନ ଶିଶୁ ପରି,ସ୍ନେହ ପାଇଁ,କିନ୍ତୁ ସ୍ନେହ କାହିଁ ? ମୁଁ ଗାଉଛିଭଙ୍ଗା କେଉଁ

Read More

ଶ୍ରୀମତୀ ପଦ୍ମିନୀ ଦାଶ ଜୀବନଟା ଏଠି ମରୀଚିକା ଭଳିଛାଇ ଆଲୁଅର ଖେଳକେତେବେଳେ ସୁଖ କେତେବେଳେ ଦୁଃଖଜଣାପଡ଼େ ନାହିଁ ପଥ । ଭାବିଥିବା କଥା ଓଲଟା ହୁଅଇବୁଝିପାରେ ନାହିଁ ମନବଞ୍ଚିବା ମରିବା ଏକାଠି ଏଇଠିଛାଇ ଆଲୁଅର

Read More

ଧନଞ୍ଜୟ ସ୍ଵାଇଁ ପୁଣିଥରେ ଆସନ୍ତନି ବାଉଁସିଏ ବେତକୋଳି ଧରିପୁଣିଥରେ ଆସନ୍ତନି ଷଢେଇଏ ଧୂଳିଭାତ କରି । ୦ । ପୁଣିଥରେ ଆସନ୍ତନି କାଠୁଆଏ ହଳଦୀ ଲଗେଇପୁଣିଥରେ ଆସନ୍ତନି ହାତେ ଧରି କାଇଁଚ ଭୋଗେଇପୁଣିଥରେ ଆସନ୍ତନି

Read More

ମଧୁମିତା ମିଶ୍ର ଲେଖନୀ ସ୍ୟାହିକୁ କହିଲା:କିଛି ଲେଖିବା…ଆଗେଇ ଆସିଲା,ଆସ ! ଲିପିବଦ୍ଧ କରିବା କିଛିସୁଖ ଦୁଃଖର କାହାଣୀ…କିଛି ସ୍ଵପ୍ନ ତଥା ବାସ୍ତବତାର ରାଗିଣୀ… ଲେଖିବା ପୁଣି କିଛିବିତିଯିବା ଗତ ମୁହୂର୍ତ୍ତକୁଲିପିବଦ୍ଧ କରିଯିବା ପୁଣିଆଗାମୀ ଏକ

Read More

ପ୍ରଦୀପ କୁମାର ପଣ୍ଡା ମୋର ଆଖିରେ ଆକାଶଓ ଆକାଶର ଆଖିରେ ମୁଁପ୍ରାୟତଃ ସମାନ ଦିଶୁ,ମତେ କେବେ ଶୂନ୍ୟ କରିନାହିଁ ଆକାଶବା ଆକାଶକୁ ମୁଁ । ଆମେ ଦିହେଁ କିନ୍ତୁ ଦୁଇଟି ଭିନ୍ନ ଅସ୍ତିତ୍ବହୁଏତ ପଦାର୍ଥ

Read More

ଛବିରାମ ସେଠୀ ଆହେ ଜଗନ୍ନାଥ ସୃଷ୍ଟିକର୍ତ୍ତା ତୁମ୍ଭେଗଢିଛ ସୁନ୍ଦର ଧରାକେଡ଼େ ମଧୁମୟ ଏ ସାରା ଜଗତରାତି ହୁଏ ଦିନ ପରା ।(୧) ତୁମ୍ଭେ ତ ତୋଳିଛ ନିହାଣ ମୁନରେବିଶାଳ ପୃଥିବୀ ଘରମଣିଷ ଜାତିକୁ ସଂସାରେ

Read More