ଭାସ୍ଵତୀ ବାସୁ ତିଥିର ମାଆ ବେଶ ଆଧୁନିକାବିଚାରରେ, ପୋଷାକରେ, ମନସ୍କରେ । କିନ୍ତୁ ଯେବେ ଦୁହିଁଙ୍କ ପାଦର ମାପ ସମାନ ହେଇଗଲାତିଥିର ମାଆଙ୍କ ଛାତି ଦୁଲୁକିଲାଝିଅଗୁଡ଼ାକ ପୁଅଙ୍କ ଠାରୁ ଜଲଦି ବଡ଼ ହେଇଯାଆନ୍ତିପୁଅଟିଏ ହେଇଥିଲେଆଉ
Category: କବିତା
ହିମାଂଶୁ ପରିଡ଼ା କିଛି କୁହ ନାହିଁକହିବା ବି ଦରକାର ନାହିଁକିଛି ନୂଆନୂଆ ରୂପ ବେଶ ନେଇଆସିବା ବି ଲୋଡ଼ା ନାହିଁତୁମେ ଯେମିତି, ସେମିତି ହିଁ ମୋ ପାଇଁ ଯଥେଷ୍ଟ । ପିନ୍ଧି ପିନ୍ଧି ପାରୁ
ସୁନନ୍ଦା ବି ମହାପାତ୍ର ଆକାଶେ ଉଡୁଛି ଆଜିମାଟିରେ ଗଡୁଛି,ସାଗରେ ବୁଡୁଛି କେବେପବନେ ଦୋଳୁଛି,ଜାଣି ମୁଁ ପାରୁନି ଆଜିକେତେ ଅଛି କେତେମୋ ହଜିଛି !ଜୀବନର ଫୁଲ ଡାଳେପାଖୁଡା ନଥିବା ଫୁଲ,କେଜାଣି କାହିଁକି ଆଜିଉଲ୍ଲସି ଉଠୁଛି !
ବିଶ୍ୱେଶ୍ୱର ମାଝୀ କ ବି ତାକବିର କଥାଜୀବନ ଗୀତାସମାଜର ପ୍ରଥାସଂସ୍କୃତିର ବାର୍ତ୍ତାସଂହତିର ପ୍ରବକ୍ତାସଂସ୍କାରଧର୍ମୀ ଗାଥାମା’ କୋଳର ଉଷ୍ମତାଜ୍ଞାନର ସୁକ୍ଷ୍ମ ନିଗୂଢ଼ତାଆଧ୍ୟାତ୍ମିକ ଭାବର ଭର୍ତ୍ତାନିର୍ଝରିଣୀର ସ୍ରୋତସ୍ନାତାବିହଙ୍ଗମ କୁଜନରେ ସିକ୍ତାସୃଜନ ଚେତନାର ସୁକ୍ଷ୍ମତାବିଜ୍ଞାନର ପ୍ରଦୀପ୍ତ ଜୟଯାତ୍ରାଅବଚେତନର ଗୋପନ
କୈଳାସ ଚନ୍ଦ୍ର ସାହାଣୀ ହୋଇପାରେ ,କିଛି ଛବି ବି କବିତାକୁ ଜନ୍ମ ଦେଇପାରେ । ତୁମେ କେବେ ବାଉଁଶ ରାଣୀ ଖେଳ ଦେଖିଛ ?ଚକ୍ରି ପରି ଘୂରୁଥିବ ଗୋଟେ ଜୀବନବୟସର ନହକା ବାଉଁଶ ଅଗରେ,ପେଟ
ଡମ୍ବରୁଧର ବେହେରା ଅପେକ୍ଷା କି ଯନ୍ତ୍ରଣାଦାୟକକଟା ଘା ‘ ପରେଚୂନ ଆଉ ବ୍ଲିଚିଂରସଫେଦ ମଲମନା ଶୁଖିବାର ନାଆ ନେଉଛିନା ଜଳନର ନିଆଁ ଦିଶୁଛିଖାଲି ଅନୁଭବ ହେଉଛି । ରସଗୋଲା ଗୋଟିଏ ପରେ ଗୋଟିଏଗିଳୁଛି…ହେଲେ ପାଟିକୁ
ଗୀତାଞ୍ଜଳି ପୃଷ୍ଟି ଆଧୁନିକ ଏହି ସମାଜ ବକ୍ଷରେଚିତ୍ର ଚରିତ୍ରଙ୍କ ମେଳିବଦଳି ଗଲାଣି ବାସ୍ତବତା ଏଠିପ୍ରହସନ ଯାଏ ବଳି ll ଧୋବ ଧାଉଳିଆ ବ୍ୟକ୍ତିତ୍ଵ ପଛରେଲୁଚିଥାଏ ସଇତାନିଦେଖାଇ ସୁନ୍ଦର ଲଗାନ୍ତି ହୁନ୍ଦରକରୁଥାନ୍ତି ରାହାଜାନି ll ଭଦ୍ର
