ଲତିକା ମହାପାତ୍ର || ୧ || ଭିଡ଼ ଭିତରେ ବି ଏକୁଟିଆ ଏଠିପ୍ରତିଟି ରାସ୍ତା ପରାମଥାରେ ମୋହର କର୍ତ୍ତବ୍ୟର ଦାୟକର୍ମକ୍ଲାନ୍ତି ବାଟସାରାଚିତ୍ରିତ ମୋର କାନଭାସ ଏବେସବୁ ଲାଗେ ନୂଆନୂଆକିସମ କିସମ କଷ୍ଟ ଯେ ଆଣେଉନ୍ମାଦ
Category: କବିତା
ପ୍ରଦେଶ ପ୍ରଧାନ ଝିଙ୍କାରିର ଶବ୍ଦଗାଁମୁଣ୍ଡ ମଶାଣିରୁ ଶୃଗାଳର ଶୋକଗଭୀର ଅନ୍ଧାର ଭେଦିକେହିଜଣେ ପଢ଼ୁଥିଲାଏକାନ୍ତରେସ୍ମୃତିର ପୃଷ୍ଠା ପରେ ପୃଷ୍ଠା । ସମର୍ପିତ ବୟସସମର୍ପିତ ସବୁ ପୁଣ୍ୟ, ଯାହା ଅର୍ଜିତକ୍ଷଣିକ ସମୟେକାହାର ମଙ୍ଗଳ ମନାସିପାହାଚ ପରେ ପାହାଚ
ଛବିରାମ ସେଠୀ ଉତ୍କଳ ମାଟିରେ ଜନ୍ମ ନେଇଥିଲେଓଡ଼ିଆ ସନ୍ତାନ ବୀରଅମରେ ଆଜି ଜୟଗାନ ତବଉତ୍କଳ ଦିବସ ସ୍ଵର ।(୧) ଉତ୍କଳ ମାଟିର ପୂରୁବ ଗୌରବମଧୁସୂଦନଙ୍କ ନାମଫକୀରମୋହନ, ଗୋପବନ୍ଧୁ ଦାସଉତ୍କଳର ମହାମାନ୍ୟ ।(୨) ଗୈାରୀଶଙ୍କର, ରାମକୃଷ୍ଣ
ପ୍ରଣତୀ ତ୍ରିପାଠୀ ଶରୀର ସୁନ୍ଦର ସତପ୍ରେମଠୁ ନୁହେଁ…ସୁନ୍ଦରତା ଏକ ମୋହାସକ୍ତଆକର୍ଷଣ ସତହୃଦୟଠୁ ନୁହେଁ… ଦିଗନ୍ତ ନଥିଲେ ଦରିଆମେଘ ମଲ୍ହାର ନଥିଲେ ନୀଳିମାଅଦୃଶ୍ୟ ସେ ହାତର ଶୃଙ୍ଗାର ନଥିଲେ ସୁଷମା…ନିଃସର୍ତ୍ତ ନିଟୋଳ ଆଶ୍ଳେଷର ଅନୁଭବ ନଥିଲେ
ହିମାଂଶୁ ପରିଡ଼ା କିଛି କୁହ ନାହିଁକହିବା ବି ଦରକାର ନାହିଁକିଛି ନୂଆନୂଆ ରୂପ ବେଶ ନେଇଆସିବା ବି ଲୋଡ଼ା ନାହିଁତୁମେ ଯେମିତି, ସେମିତି ହିଁ ମୋ ପାଇଁ ଯଥେଷ୍ଟ । ପିନ୍ଧି ପିନ୍ଧି ପାରୁ
